Browsing Category

ଓଡିଶା

ଆଉ ୪ ଦିନ କୋହଲା ପାଗ, ସାରା ରାଜ୍ୟରେ ଶୀତ ଲହରୀ ଜାରି

ଭୁବନେଶ୍ୱର -- ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । କୋହଲା ପାଗ ଓ ଘନକୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେବେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୋନ୍‍ପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ଥିବାର…

ବଲାଙ୍ଗିରରେ ଏଲ୍‍.ପି.ଜି. ବଟଲିଂ ପ୍ଲାଣ୍ଟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ବଲାଙ୍ଗୀର -- ବଲାଙ୍ଗିର ଜିଲ୍ଲାର ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲ୍‍ପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ପରେ ତାଙ୍କ…

ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା

କଟକ -- ଓଡ଼ିଶା ରାଜ୍ୟ ଆଇନ୍‍ସେବା ପ୍ରାଧିକରଣ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କିମ୍ବା ତାଙ୍କର ଆଇନ୍‍ଗତ ଅଧିକାରୀ ଏହି କେନ୍ଦ୍ରରର ଦ୍ୱାରସ୍ଥ ହୋଇପାରିବେ । ମଧ୍ୟସ୍ଥଙ୍କ ଜରିଆରେ ଏହି…

ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର -- ଲିଙ୍ଗରାଜ ମନ୍ଦିରର ପ୍ରବେଶପଥକୁ ଅଧିକ ଆକର୍ଷଣୀୟ, ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ମନ୍ଦିର ପାଶ୍ୱର୍ରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ । ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି…

ବକେୟା ବିଲ୍‌ ନଦେଲେ କଟିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର -- ରାଜ୍ୟରେ ବିଜୁଳି ବିଲ୍‍ ବକେୟା ରଖିଥିବା ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ରହିଛି । ସଠିକ୍‍ ସମୟରେ ସେହି ଉପଭୋକ୍ତାମାନେ ବିଦ୍ୟୁତ ବିଲ୍‍ ପୈଠ କରିନାହାନ୍ତି । ଏହି ବକେୟା ବିଲ୍‍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଆସନ୍ତା ଜାନୁୟାରୀ ମାସ ୧୫ତାରିଖ ଯାଏଁ ସମୟ ଦିଆଯାଇଛି । ଏହା…

ମହିଳାଙ୍କ ଉପରେ ହିଂସା ମାମଲାର ଶୀଘ୍ରନ୍ୟାୟ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍‍ କୋର୍ଟ

ଭୁବନେଶ୍ୱର --- ପୀଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି । ଏହି ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ମଧ୍ୟରୁ ୨୧ଟିରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା…

ଶ୍ରୀଜୀଉଙ୍କୁ ଘୋଡ଼ାଲାଗି ବେଶ

ପୁରୀ - ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଶୀତଦିନେ ଶୀତବସ୍ତ୍ରରେ ଭୂଷିତ ହେଉଛନ୍ତି । ସକାଳଧୂପ ଶେଷ ହେବାପରେ…

ମଧୁ ଆପ୍‌ ଲଞ୍ଚ

ଭୁବନେଶ୍ୱର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍‍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିବେ । ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍‍କୁ ନାମିତ କରାଯାଇଛି । ଏହି ଆପ୍‍ ପ୍ରଥମେ ଗଞ୍ଜାମ ଜିଲ୍ଲା ଲାଗି କାର୍ଯ୍ୟକାରୀ କରାଯାଉଛି ।…

ବଢିବ ଶୀତ- ଆସନ୍ତା ୨ରୁ ୩ ଦିନରେ ୧୪ ଜିଲ୍ଲାରେ ଘନ କୁହୁଡି

ଭୁବନେଶ୍ୱର - କ୍ରମାଗତ ଭାବେ ତିନି ଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବା ସହିତ ଘନି କୁହୁଡ଼ି ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଠିକ୍‍ ଭାବରେ ଦେଖାଯାଉ ନ ଥିବାରୁ ଯାନବାହନ ଚଳାଚଳରେ…

ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର - ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେଶନକୁ ଗତକାଲିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ନଭେମ୍ବର ୧୩ରୁ…