Browsing Category

ଦେଶ-ବିଦେଶ

ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ

ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆଦିଲ୍ଲୀରେ ଆଭାସୀଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଗତ ୧୦ବର୍ଷରେ ୨ହଜାର ୪୬ କିଲୋମିଟର ନୂଆରେଲୱେ ଟ୍ରାକ୍‍

ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍‌ଶୋ ଆୟୋଜିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା ପାଇଁ ସମର୍ପିତ ରହିଛନ୍ତି । ଏହି ପ୍ରୟାସ ଓ ଲକ୍ଷ୍ୟର ଅଂଶ ଭାବେ ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ

୧୦୦ ବିଲିୟନ ଡଲାରର ରେକର୍ଡ ଉଚ୍ଚ ମୂଲ୍ୟରେ ପହଂଚିଛି ଆନ୍ତର୍ଜାତୀୟ ସୁନା ଚାହିଦା

ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୪ ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟ ଉନ୍ମୋଚନ କରିଛି ଯେ, ମୋଟ ସୁନା ଚାହିଦା ବାର୍ଷିକ ଆଧାରରେ ୫% ବୃଦ୍ଧି ପାଇ ୧୩୧୩ ଟନରେ ପହଂଚିଛି ଯାହାକି ଏକ ରେକର୍ଡ ୩ୟ ତ୍ରୈମାସିକ ଅଟେ । ମୋଟ ଚାହିଦା ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାର

ରିଲିଜ୍ ହୋଇଛି ନୂଆ ସିଙ୍ଗଲ ଓ ଭିଡିଓ ଲିସା “ରକ୍‌ଷ୍ଟାର୍‌”

ଭୁବନେଶ୍ୱର: ବିଶ୍ୱର ଲୋକପ୍ରିୟ ରାପର୍‌, ସିଙ୍ଗର, ଡ୍ୟାନ୍ସର ଓ ଷ୍ଟାଇଲ ଆଇକନ ଲିସା (ଲାଲିସା ମାନୋବଲ) ନିଜର ନୂଆ ସିଙ୍ଗଲ୍ ‘ରକ୍‌ଷ୍ଟାର୍‌’କୁ ଲାଉଡ୍ କୋ. / ଆର୍‌ସିଏ ରେକର୍ଡସ ମାଧ୍ୟମରେ ରିଲିଜ କରିଛନ୍ତି । “ରକ୍‌ଷ୍ଟାର୍‌’ ଦକ୍ଷ ରାପ୍ ଓ ହାଇ-ଏନର୍ଜି ପପ୍ ଭୋକାଲ ମଧ୍ୟରେ ବାଧାମୁକ୍ତ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ଏତିକି ପ୍ରାର୍ଥୀ- ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ଟି…

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ । ଭାରତର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୬୨୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନପତ୍ର କାଏମ ରହିଛି । ଏଥିମଧ୍ୟରେ ୧ ହଜାର ୪୫୧ ଜଣ ପୁରୁଷ…

ଗରିବଙ୍କ ଜୀବନକୁ ଖୁସିରେ ଭରି ଦେଇଛି ପ୍ରଧାନମନ୍ତ୍ରୀ ସ୍ବନିଧି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗରିବରୁ ଗରିବ ଲୋକଙ୍କ ଜୀବନରେ ପିଏମ ସ୍ୱନିଧି ଯୋଜନାର ପ୍ରଭାବ ଉପରେ ଆଲୋକପାତ କରିଛନ୍ତି । ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ପ୍ରଧାନମନ୍ତ୍ରୀ ଟ୍ବିଟରରେ

ପନି ପରିବା ବଢିବା ପଛରେ ମମତାଙ୍କ ହାତ! ପଶ୍ଚିମବଙ୍ଗରୁ ଆସୁଥିବା ଗେଣ୍ଡୁମାଳ ବି ଏତିକି

ଏବେ ପନି ପରିବା ଦର ହଠାତ୍‌ ଆକାଶ ଛୁଆଁ ହୋଇଛି । କିଛି ଦନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ଥିବା ବେଳେ ଏବେ ୧୦୦ ଟଙ୍କା ପ୍ରତିକିଲୋ ପାର କରିଛି । ବର୍ଷା ଯୋଗୁଁ ଦର ବଢିଥିବା କୁହାଯାଉଛି । ହେଲେ ହଠାତ୍‌ ବର୍ଷା ଯୋଗୁଁ କଣ ସବୁ ଟମାଟୋ ଖରାପହୋଇଗଲା . କେବଳ ଟମାଟୋ ନୁହେଁ ଅଦା କିଲୋ ୩୦୦

ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍‍ର ଶୁଭାରମ୍ଭ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଅଧ୍ୟକ୍ଷ ଏସ୍‍. ସୋମନାଥ କହିଛନ୍ତି, ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍‍ର ଶୁଭାରମ୍ଭ କରିବାକୁ ଯୋଜନା କରାଯାଉଛି । ଚନ୍ଦ୍ର ପୃଷ୍ଠରେ ରୋଭରକୁ ସ୍ଥାପନ କରିବା ହେଉଛି ଏହି ମିଶନ୍‍ର ମୂଳ ଲକ୍ଷ୍ୟ । ଗତକାଲି ବେଙ୍ଗାଲୁରୁ ଠାରେ

ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି

ଟ୍ରେନ୍‍ ଦୁର୍ଘଟଣା-ତଦନ୍ତ ଆରମ୍ଭ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ରେଳ ସୁରକ୍ଷା ଆୟୁକ୍ତ ଦୁର୍ଘଟଣାସ୍ଥଳକୁ ଯାଇ >ସ୍ଥିତି ପରଖିବା ସହ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି । ଏଥିସହ

ଅନେକ ଖବର ଅଳ୍ପରେ

ଇଲେକ୍ଟ୍ରିକ୍‍ ଯାନଗୁଡ଼ିକ ପ୍ରଦୂଷଣ ଦୂରୀକରଣରେ ମୁଖ୍ୟ ଭୂମିକା ଗ୍ରହଣକରିଛି । ସମଗ୍ର ବିଶ୍ୱରେ ଇଲେକ୍ଟ୍ରିକ୍‍ ଯାନ ଆଧୁନିକ ପରିବହନର ନୂଆଉପାୟ ହୋଇଛି । ଇଲେକ୍ଟ୍ରିକ୍‍ ଯାନଗୁଡ଼ିକ ଅଧିକ ଶକ୍ତିଶାଳୀହେଉଥିବାବେଳେ ଏହା ପାରମ୍ପରିକ ଇନ୍ଧନ ଉପରେ ନୀର୍ଭରଶୀଳ ନୁହେଁ ।ତା’ଛଡା ଅଙ୍ଗାରକାମ୍ଳ