Browsing Category

ଓଡିଶା

ରାଉରକେଲାର ପୂର୍ବୀ ଗୁପ୍ତା ସିଙ୍ଗାପୁରର ଜିଆଇଆଇଏସ୍ ସ୍ମାର୍ଟ କ୍ୟାମ୍ପସରେ ଅଧ୍ୟୟନ ପାଇଁ ୧୦୦% ଗ୍ଲୋବାଲ୍ ସିଟିଜେନ୍…

ରାଉରକେଲା : ଗ୍ଲୋବାଲ୍ ସ୍କୁଲ୍ ଗ୍ରୁପ୍ (ଜିଏସ୍ଜି) ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହାର ସମ୍ମାନଜନକ ଗ୍ଲୋବାଲ୍ ସିଟିଜେନ୍ ସ୍କଲାରସିପ୍ (ଜିଏସ୍ଜି)ର ସର୍ବଶେଷ ପ୍ରାପ୍ତକର୍ତାଙ୍କୁ ସମ୍ମାନିତ କରିଛି । ଚଳିତ ବର୍ଷ ମନୋନୀତ ହୋଇଥିବା ୧୨ ଜଣ ଉଲ୍ଲେଖନୀୟ ବିଦ୍ୱାନଙ୍କ ମଧ୍ୟରେ

ଆଇଓସି, ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଏବଂ ରିଲାଏନ୍ସ ଫାଉଣ୍ଡେସନ ଅଲିମ୍ପିକ୍ ଦିବସ ପାଳନ କରି ୟୁ କ୍ୟାନ୍ ଡୁ ଦିସ୍ ର…

ଭୁବନେଶ୍ୱର : ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପୁଣି ଥରେ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଏବଂ ରିଲାଏନ୍ସ ଫାଉଣ୍ଡେସନ ସହିତ ମିଶି ଏହାର ଲେଟସ୍ ମୁଭ୍ ପଦକ୍ଷେପକୁ ଭାରତରେ ଆଣିବାକୁ ଯାଉଛି - ଆଇଓସିର ବର୍ଷସାରା କ୍ରୀଡା ଅଂଶଗ୍ରହଣ ଅଭିଯାନ, ଯାହା ଅଲିମ୍ପିକ୍ ଆନେ୍ଦାଳନର ଶକ୍ତି ଏବଂ

ଖଣି କ୍ଷେତ୍ରରେ ମୂଲ୍ୟ ଯୋଗ ଉପରେ ଓଡିଶାର ଗୁରୁତ୍ୱ : ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର : ସିଆଇଆଇ ଓଡିଶା ମାଇନିଂ ଆଣ୍ଡ କନ୍‌ଷ୍ଟ୍ରକଶନ ଇକ୍ୱିପମେଂଟ ଏକ୍ସପୋ (ଓଏମସିଇ) ୨୦୨୬ର ୨ୟ ଦିନରେ, ଓଡିଶା ସରକାର ଖଣି ଓ ନିର୍ମାଣ କ୍ଷେତ୍ରରେ ମୂଲ୍ୟ ଯୋଗ ବୃଦ୍ଧି କରିବା ଓ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢନିଶ୍ଚିତ କରିଛନ୍ତି ।

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ

ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ ଭୁବନେଶ୍ୱର : ଭୁବନେଶ୍ୱରରେ ଓଡିଶା ସରକାରଙ୍କ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ହେମନ୍ତ ଶର୍ମା ସିଆଇଆଇ ଓଡିଶା ମାଇନିଙ୍ଗ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ ଇକ୍ୱିପମେଂଟ ଏକ୍ସପୋ (ଓଏମସିଇ)

ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶା ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଏକ୍ସପୋ ୨୦୨୬

ଭୁବନେଶ୍ୱର : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ‘ଓଡ଼ିଶା ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଏକ୍ସପୋ\' (ଓଏମସିଇ)୨୦୨୬ ର ପ୍ରଥମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି, ଯାହାକି ପୂର୍ବ ଭାରତରେ ଖଣି ଏବଂ ନିର୍ମାଣ ଉପକରଣ କ୍ଷେତ୍ର ପାଇଁ ଏକ ଉତ୍ସର୍ଗୀକୃତ ଶିଳ୍ପ

କଳିଙ୍ଗ ସାହିତ୍ୟ ମହୋତ୍ସବ ପୁସ୍ତକ ପୁରସ୍କାର ୨୦୨୬: ପ୍ରକାଶ ପାଇଲା ୫ଟି ବିଭାଗର ବିସ୍ତୃତ ତାଲିକା

ଭୁବନେଶ୍ୱର: କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ପକ୍ଷରୁ ୨୦୨୫ରେ ସାହିତ୍ୟ ବର୍ଗରେ ପ୍ରକାଶିତ ହୋଇଥିବା ଉଲ୍ଲେଖନୀୟ ପୁସ୍ତକଗୁଡିକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଆଜି ଔପଚାରିକ ଭାବେ କେଏଲଏଫ ବୁକ୍ ଆୱାର୍ଡସ ୨୦୨୬ ର ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ପ୍ରତିଷ୍ଠିତ ଲେଖକ ଏବଂ

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର

ଭୁବନେଶ୍ୱର: ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ, ଐତିହାସିକ ଏବଂ ଗବେଷକମାନଙ୍କ ମଧ୍ୟରେ ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ‘ଏକା-ଦି ୱାନ\' ଉଦ୍‌ଘାଟିତ ହୋଇଯାଇଛି । କଳାକାର ତଥା ସାମାଜିକ ଉଦ୍ୟୋଗୀ, ଡ. ବୀଣା ଉନ୍ନିକ୍ରିଷ୍ଣନ୍‌ଙ୍କ ଦ୍ୱାରା ପରିକଳ୍ପିତ ଏହି ତିନି ଦିନିଆ ପ୍ରଦର୍ଶନୀ

ଭୁବନେଶ୍ୱରରେ ପହଂଚିଛି ‘ଏକା : ଦ ୱାନ’ ଜାତୀୟ କଳା ପ୍ରଦର୍ଶନୀ

ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୬ : କୋଲକାତାରେ ଏକ ସଫଳ ପ୍ରଦର୍ଶନୀ ପରେ ଡଃ ବୀନା ଉନ୍ନିକ୍ରିଷ୍ଣନଙ୍କ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ‘ଏକା-ଦ ୱାନ’ ଏବେ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଯାହା ଭାରତର ପବିତ୍ର ନାରୀତ୍ୱ ଐତିହ୍ୟର ଏକ ଶକ୍ତିଶାଳୀ ଆଧୁନିକ ବ୍ୟାଖ୍ୟା ପ୍ରଦାନ କରିବ ।