Sign in
Sign in
Recover your password.
A password will be e-mailed to you.
ଟିଭିଏସ୍ ମୋଟର କଂପାନି ପକ୍ଷରୁ ବ୍ୟାପକ ଆକର୍ଷଣୀୟ ସୁବିଧା ସୁଯୋଗ ଥିବା ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍…
• ନୂଆ ଟିଭିଏସ୍ ଆଇକ୍ୟୁବ୍ ସିରିଜ୍ ପର୍ସନାଲାଇଜଡ୍ ଥିମ୍, ମ୍ୟୁଜିକ୍ ପ୍ଲେୟାର କଂଟ୍ରୋଲ୍, ଭଏସ୍ ଆସିଷ୍ଟ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଆଲେକ୍ସା ସ୍କିଲ୍ସେଟ୍, ଯାନର ସ୍ୱାସ୍ଥ୍ୟ ଓ ନିରାପତା ଏବଂ ଓଟିଏ ଅପ୍ଡେଟ୍ ଭଳି ବ୍ୟାପକ ଶ୍ରେଣୀର ଅଗ୍ରଣୀ କନେକ୍ଟେଡ୍ ସୁବିଧା ସୁଯୋଗ ପ୍ରଦାନ କରୁଛି•!-->…
ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ
ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଫୁଲବାଣୀ ଜିଲ୍ଲାର ଦାରିଙ୍ଗିବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ!-->…
ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫
ଟାଇ ଭୁବନେଶ୍ୱରର ୧୩ ବର୍ଷର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା
ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖରେ ଓଡିଶାରେ ଆନ୍ତର୍ଜାତୀୟ ଉଦ୍ୟୋଗୀମାନେ ଏକାଠି ହେବେ
ଭୁବନେଶ୍ୱର: ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦!-->!-->!-->!-->!-->!-->!-->…
କ୍ରେଡାଇ ପକ୍ଷରୁ ଭୁବନେଶ୍ୱରରେ ସାଧାରଣ ପରିଷଦ ବୈଠକ ୨୦୨୫ ଆୟୋଜିତ
ସନ୍ତୁଳିତ ସହରାଂଚଳ ବିକାଶ ପାଇଁ ଟିୟର ୨ ଓ ଟିୟର ୩ ସହରଗୁଡିକରେ ନିବେଶ ପାଇଁ ଡେଭ୍ଲପରଙ୍କୁ ଓଡିଶା ସରକାରଙ୍କ ନିବେଦନ
-ସ୍ୱଦେଶ କୁମାର ରାଉତରାୟ କ୍ରେଡାଇର ପୂର୍ବାଂଚଳ ଉପାଧ୍ୟକ୍ଷ ଭାବେ ନିର୍ବାଚିତ
ଭୁବନେଶ୍ୱର: ଓଡିଶାର ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ବଡ ସଫଳତାକୁ!-->!-->!-->!-->!-->!-->!-->…
ନିବେଶକଙ୍କୁ ଆର୍ଥିକ ଠକେଇରୁ ସୁରକ୍ଷିତ ରଖିବା ପାଇଁ ସେବି ଓ ଏନଏସଇର ମିଳିତ ପଦକ୍ଷେପ
ଭୁବନେଶ୍ୱର: ବର୍ତମାନ ସମୟରେ ନକଲି ଟ୍ରେଡିଂ ଆପ୍ ଓ ଡିପ୍ଫେକ ଭିଡିଓଗୁଡିକରୁ ଆରମ୍ଭ କରି ଅଣପଞ୍ଜୀକୃତ ନିବେଶ ପରାମର୍ଶଦାତା ଓ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଷ୍ଟକ୍ ପରାମର୍ଶ ପର୍ଯ୍ୟନ୍ତ ଠକମାନେ ଟେକ୍ନୋଲୋଜିର ଅପବ୍ୟବହାର କରିବା ସହ ନିବେଶକଙ୍କ ବିଶ୍ୱାସ ହ୍ରାସ କରୁଛନ୍ତି। ତେଣୁ!-->…
ସିଆଇଆଇ ଆଇଡବ୍ଲ୍ୟୁଏନ ଓଡିଶା ପକ୍ଷରୁ ଶକ୍ତି ସମ୍ମାନ ୨୦୨୫-ଶକ୍ତିରୁ ସମୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ
-ମହିଳା ଲିଡରମାନଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ କରାଯାଇଛି ସମ୍ମାନିତ
ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘର ଇଣ୍ଡିଆନ ୱମେନ ନେଟ୍ୱର୍କ (ସିଆଇଆଇ ଆଇଡବ୍ଲ୍ୟୁଏନ) ଓଡିଶା ପକ୍ଷରୁ ‘ଶକ୍ତି ସମ୍ମାନ’ ଶୀର୍ଷକ ଏକ ପ୍ରେରଣାଦାୟକ ସନ୍ଧ୍ୟାର ଆୟୋଜନ କରାଯାଇଛି, ଯାହା ଓଡିଶାର ମହିଳା!-->!-->!-->…
ଦୂରଦର୍ଶିନୀ ଡିଜିଟାଲ ପକ୍ଷରୁ ‘ରାଧାରାଣୀ’ ଉନ୍ମୋଚିତ
ଭୁବନେଶ୍ୱର: ନୀଳାଦ୍ରି ବିଜେ ପାଳନ ଅବସରରେ ଦୂରଦର୍ଶିନୀ ଡିଜିଟାଲ ଏହାର ନୂତନ ସଙ୍ଗୀତ ପ୍ରଯୋଜନା ‘ରାଧାରାଣୀ’ର ଗ୍ରାଣ୍ଡ ପ୍ରେମିୟର ଘୋଷଣା କରିଛି । ‘ରାଧାରାଣୀ’ ହେଉଛି ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଦିବ୍ୟ ପ୍ରେମ ପ୍ରତି ଏକ ଦୃଶ୍ୟାତ୍ମକ ଓ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି । ଏହି!-->!-->!-->…
ପୁରୀ ଧାମର ଅକୁହା କାହାଣୀଗୁଡ଼ିକ ଉପରେ ଏଆଇ ଜେନେରେଟେଡ ମ୍ୟୁଜିକ ଭିଡିଓ ‘ଜଗା କଥା’ ଉନ୍ମୋଚିତ
ଭୁବନେଶ୍ୱର : ଟେକ୍ନୋଲୋଜି ଓ ପରମ୍ପରାର ଏକ ଉଲ୍ଲେଖନୀୟ ମିଶ୍ରଣରେ ଓଡିଶା-ଭିତିକ ଡିପ୍-ଟେକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡ ଏହାର ନୂତନ ସାଂସ୍କୃତିକ ପଦକ୍ଷେପ ଜଗା କଥା’ର ଉନ୍ମୋଚନ କରିଛି । ଏହା ହେଉଛି ଏକ ଏଆଇ-ଜେନେରେଟେଡ ମ୍ୟୁଜିକ ଭିଡିଓ ଯାହା ପୁରୀ ଧାମ ଓ!-->…
ସିଏମ୍ଇ ୨୦୨୫ରେ ସନ୍ତାନ ପକ୍ଷରୁ ଭାରତର ପ୍ରଥମ ଫର୍ଟିଲିଟି କମ୍ପାନିଅନ ଆପ୍ର ଶୁଭାରମ୍ଭ
ଭୁବନେଶ୍ୱର/ଗୋପାଳପୁର: ଭାରତର ଅଗ୍ରଣୀ ସ୍ୱଦେଶୀ ଓ ଟେକ୍ନୋଲୋଜି-ଚାଳିତ ଫର୍ଟିଲିଟି ଚେନ୍ ସନ୍ତାନ ଫର୍ଟିଲିଟି ଜୁନ୍ ୨୯ ତାରିଖ ୨୦୨୫ରେ ଗୋପଳପୁରସ୍ଥିତ ହୋଟେଲ ପ୍ରମୋଦଠାରେ ଆୟୋଜିତ କଂଟିନ୍ୟୁୟିଙ୍ଗ ମେଡିକାଲ ଏଜୁକେଶନ (ସିଏମ୍ଇ) ଇଭେଂଟରେ ସନ୍ତାନ ଆପ୍ର ଶୁଭାରମ୍ଭ!-->!-->!-->!-->!-->…
ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଫୋନପେ ଏବଂ ଏଚଡିଏଫସି ବ୍ୟାଙ୍କ, ‘ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ\'ର ଶୁଭାରମ୍ଭ ଘୋଷଣା କରିଛନ୍ତି ଯାହା ଫୋନପେର କୋ-ବ୍ରାଣ୍ଡେଡ୍ କାର୍ଡ ସେଗମେଂରେ ପ୍ରବେଶକୁ ଚିହ୍ନିତ କରିଛି । ଏଚଡିଏଫସି ବ୍ୟାଙ୍କ ସହଭାଗୀତାରେ, ନୂତନ କୋ-ବ୍ରାଣ୍ଡେଡ୍!-->!-->!-->…
ରଥଯାତ୍ରାରେ ଆଇଜି ଡ୍ରୋନର ଆଡଭାନ୍ସଡ ଡ୍ରୋନ ସର୍ଭିଲାନ୍ସ ବ୍ୟବସ୍ଥାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟସ୍ଥା ଓ ନୀରିକ୍ଷଣ ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଓଡିଶାର!-->!-->!-->…
ଓଡ଼ିଶା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟବ୍ୟାପୀ ନିଶା ନିବାରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଏକ ଗ୍ରାଣ୍ଡ ୱାକାଥନ ସହିତ ସଫଳ ଭାବେ ସମାପ୍ତ ହୋଇଛି । ଏହି ୱାକାଥନ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ (ଜୁନ୍ ୨୬) ଅବସରରେ!-->…