Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ
ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ନିକଟରେ ଭାରତର ଫ୍ଲାଗସିପ ଇକ୍ୱିଟି ବେଂଚମାର୍କ ଏବଂ ବିଶ୍ୱର ଅନ୍ୟତମ ସର୍ବାଧିକ ଟ୍ରାକ ହୋଇଥିବା ସୂଚକାଙ୍କ ନିଫ୍ଟି ୫୦ ଇଣ୍ଡେକ୍ସର ୩୦ ବର୍ଷ ପୂର୍ତି ଅବସରକୁ ପାଳନ କରାଯାଇଛି । ଏହି ଉଲ୍ଲେଖନୀୟ!-->…
ରାଉରକେଲାରେ ଟେକ୍ନୋସ୍ପୋର୍ଟର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ଉଦଘାଟିତ
ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆକ୍ଟିଭୱେୟାର ବ୍ରାଣ୍ଡ ଟେକ୍ନୋସ୍ପୋର୍ଟ ପକ୍ଷରୁ ରାଉରକେଲାର ପ୍ଲୁଟୋନ ମଲ୍ଠାରେ ଓଡିଶାରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ (ଇବିଓ)ର ଶୁଭାରମ୍ଭ ଘୋଷଣା କରାଯାଇଛି । ୟୁନିଟ୍-୪ ସ୍ଥିତ ମଲର ୨ୟ ମହଲାରେ ୩୪୧୯ ବର୍ଗଫୁଟ ଅଂଚଳରେ!-->!-->!-->…
ଓଡିଶାର ବିକାଶ ଅଗ୍ରାଧିକାର ସହିତ ସିଏସଆରକୁ ସମ୍ମିଳିତ କରିବାକୁ କର୍ପୋରେଟ ସଂସ୍ଥାମାନଙ୍କୁ ଶିଳ୍ପମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: କନଫେଡେରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଭୁବନେଶ୍ୱରର ଲାଇଫ୍ ହୋଟେଲରେ ଓଡିଶା ସିଏସଆର କନକ୍ଲେଭ ୨୦୨୫କୁ ସଫଳତାର ସହିତ ଆୟୋଜନ କରିଛି ଯେଉଁଥିରେ ଓଡିଶାର ସାମାଜିକ-ଅର୍ଥନୈତିକ ପରିବର୍ତନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ର ଭୂମିକାକୁ ସଶକ୍ତ!-->!-->!-->…
ଭୁବନେଶ୍ୱରରେ ଏକ ନୂଆ ଫୁଲ୍ଫିଲମେଂଟ ସେଂଟର ସହିତ ନିଜର ଅପରେଶନ୍ସ ନେଟ୍ୱର୍କକୁ ସମ୍ପ୍ରସାରଣ କରିଛି ଆମାଜନ
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ପୂର୍ବରୁ ଆମାଜନ ଇଣ୍ଡିଆ ଓଡିଶାରେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା, ଗ୍ରାହକଙ୍କ ପାଇଁ ଅତୁଳନୀୟ ମୂଲ୍ୟ, ବେଗ ଓ ଚୟନ ଆଣିବା ପାଇଁ ପ୍ରସ୍ତୁତ ହୋଇଛି । ଏହାର ଭିତିଭୂମିକୁ!-->…
ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫
ଟାଇ ଭୁବନେଶ୍ୱରର ୧୩ ବର୍ଷର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା
ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖରେ ଓଡିଶାରେ ଆନ୍ତର୍ଜାତୀୟ ଉଦ୍ୟୋଗୀମାନେ ଏକାଠି ହେବେ
ଭୁବନେଶ୍ୱର: ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦!-->!-->!-->!-->!-->!-->!-->…
ନିବେଶକଙ୍କୁ ଆର୍ଥିକ ଠକେଇରୁ ସୁରକ୍ଷିତ ରଖିବା ପାଇଁ ସେବି ଓ ଏନଏସଇର ମିଳିତ ପଦକ୍ଷେପ
ଭୁବନେଶ୍ୱର: ବର୍ତମାନ ସମୟରେ ନକଲି ଟ୍ରେଡିଂ ଆପ୍ ଓ ଡିପ୍ଫେକ ଭିଡିଓଗୁଡିକରୁ ଆରମ୍ଭ କରି ଅଣପଞ୍ଜୀକୃତ ନିବେଶ ପରାମର୍ଶଦାତା ଓ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଷ୍ଟକ୍ ପରାମର୍ଶ ପର୍ଯ୍ୟନ୍ତ ଠକମାନେ ଟେକ୍ନୋଲୋଜିର ଅପବ୍ୟବହାର କରିବା ସହ ନିବେଶକଙ୍କ ବିଶ୍ୱାସ ହ୍ରାସ କରୁଛନ୍ତି। ତେଣୁ!-->…
ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଫୋନପେ ଏବଂ ଏଚଡିଏଫସି ବ୍ୟାଙ୍କ, ‘ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ\'ର ଶୁଭାରମ୍ଭ ଘୋଷଣା କରିଛନ୍ତି ଯାହା ଫୋନପେର କୋ-ବ୍ରାଣ୍ଡେଡ୍ କାର୍ଡ ସେଗମେଂରେ ପ୍ରବେଶକୁ ଚିହ୍ନିତ କରିଛି । ଏଚଡିଏଫସି ବ୍ୟାଙ୍କ ସହଭାଗୀତାରେ, ନୂତନ କୋ-ବ୍ରାଣ୍ଡେଡ୍!-->!-->!-->…
ଆସୋଚାମ ପକ୍ଷରୁ ଓଡିଶା ମାନୁଫ୍ୟାକ୍ଚରିଂ କନ୍କ୍ଲେଭ ୨୦୨୫ର ୨ୟ ସଂସ୍କରଣ ଆୟୋଜିତ
ଜିଡିପିରେ ଶିଳ୍ପ ଓ ନିର୍ମାଣ କ୍ଷେତ୍ରର ଯୋଗଦାନ ବୃଦ୍ଧି କରିବା ଆମର ସର୍ବୋଚ୍ଚ ପ୍ରାଥମିକତା: ହେମନ୍ତ ଶର୍ମା
ଭୁବନେଶ୍ୱର : ଆସୋଚାମ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଓଡିଶା ମାନୁଫ୍ୟାକଚରିଂ କନ୍କ୍ଲେଭ ୨୦୨୫ର ୨ୟ ସଂସ୍କରଣ ସଫଳତାର ସହ ଆୟୋଜନ!-->!-->!-->…
ଭୁବନେଶ୍ୱର ଲିଙ୍ଗିପୁରଠାରେ ଶ୍ରୀଲେଦର୍ସ ର ନୂତନ ଶୋ’ରୁମ
ଭୁବନେଶ୍ୱର: ଏକ ଲୋକପ୍ରିୟ ଫୁଟ୍ୱେୟାର ଓ ଆକ୍ସେସରିଜ ବ୍ରାଣ୍ଡ ଶ୍ରୀଲେଦର୍ସ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ନୂଆଗାଁଠାରେ ଏହାର ବିଶାଳ, ସମ୍ପୂର୍ଣ୍ଣ ବାତାନୁକୂଳିତ ଶୋ’ରୁମର ଉଦ୍ଘାଟନ କରାଯାଇଛି । ଉକ୍ତ ଷ୍ଟୋରଟି ୫୨୦୦ ବର୍ଗ ଫୁଟ୍ ଅଂଚଳରେ ଅବସ୍ଥାପିତ ଥିବା ସମୟରେ ପାର୍କିଂ ପାଇଁ!-->!-->!-->…
ଭୁବନେଶ୍ୱରରେମିତସୁବିଶିଇଲେକ୍ଟ୍ରିକଇଣ୍ଡିଆରଏକ୍ସକ୍ଲୁସିଭଶୋରୁମଉଦଘାଟିତ
ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର ଉତ୍ପାଦକ ମିତସୁବିଶି ଇଲେକ୍ଟ୍ରିକ୍, ଏବେ ଓଡିଶାର ଭୁବନେଶ୍ୱରରେ ଏହାର ଏକ୍ସକ୍ଲୁସିଭ୍ ଶୋରୁମ "କୁଲିଂ ପ୍ଲାନେଟ’ର ଶୁଭାରମ୍ଭ କରିଛି। ଏହି ନୂଆ ଶୋରୁମ ଏସ ଆର ରେଫ୍ରିଜରେଶନ, ଲେନ୍-୨, ଡିଷ୍ଟ୍ରିକ୍ଟ ସେଂଟର ଚନ୍ଦ୍ରଶେଖରପୁରରେ ଅବସ୍ଥିତ।!-->!-->!-->…