Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ରୟାଲ ଏନ୍ଫିଲ୍ଡର ୨୦୨୫ ହଂଟର ୩୫୦ର ବଜାର ପ୍ରବେଶ
-ଏହି ନୂଆ ମଡେଲର ବିଭିନ୍ନ ଭାରିଆଂଟରେ ୩ଟି ଷ୍ଟ୍ରିଟ-ଅନୁପ୍ରାଣିତ ରଙ୍ଗ, ନୂଆ ମଜବୁତ ରିୟର-ସସ୍ପେନ୍ଶନ, ସ୍ଲିପ ଓ ଆସିଷ୍ଟ କ୍ଲଚ, ରିଫାଇନ୍ଡ ଏର୍ଗୋନୋମିକ ଓ ପ୍ରିମିୟମ ଅପ୍ଗ୍ରେଡ ରହିଛି ।-୨୦୨୫ ହଂଟର ୩୫୦ର ବିକ୍ରି ୧୪୯,୯୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ବିକ୍ରି ହେବା ଜାରି!-->…
ଗୃହ ଆଶାୟୀଙ୍କୁ ଆକର୍ଷିତ କରୁଛି କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ
ରବିବର ସନ୍ଧ୍ୟାରେ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଚମତ୍କାର ପରିବେଷଣ ରଙ୍ଗ ବଢ଼ାଇଛି
ଭୁବନେଶ୍ୱର : କ୍ରେଡାଇ ଓଡ଼ିଶାର ହୋମ୍ ଆଣ୍ଡ ଡେକୋର ଏକ୍ସପୋ-୨୦୨୫ ରେ ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗ ଦେଇ ସମର୍ଥନ ଜଣାଇଛନ୍ତି। ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି!-->!-->!-->!-->!-->…
ସିଆଇଆଇ ଓଡିଶା ପକ୍ଷରୁ ୨୦୨୫-୨୬ ପାଇଁ ନୂଆ ନେତୃତ୍ୱ ଘୋଷଣା
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଓଡିଶା ରାଜ୍ୟ ପରିଷଦ ଏହା ଘୋଷଣା କରି ଆନନ୍ଦିତ ଯେ, ବେଦାନ୍ତ ଲିମିଟେଡ, ଝାରସୁଗୁଡାର ଆଲୁମିନିୟମ ବିଜ୍ନେସ୍ ବିଭାଗର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ୨୦୨୫-୨୬ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ!-->!-->!-->…
ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡିତଙ୍କ ପାଇଁ ଏନଏସଇ ପକ୍ଷରୁ ୧କୋଟିର ସହାୟତା
ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର ପହଲଗାମ ଠାରେ ଗତ ଏପ୍ରିଲ ୨୨, ୨୦୨୫ରେ ଘଟିଥିବା ଦୁଃଖଦ ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଥିରେ ଅନେକ ନୀରିହ ଲୋକଙ୍କ ଜୀବନ ଚାଲିଯାଇଛି ଏବଂ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଏଭଳି ପରିସ୍ଥିତିରେ ନ୍ୟାସନାଲ ଷ୍ଟକ!-->!-->!-->…
ନେକ୍ସଟ-ଜେନ୍ ଏଆଇ କମର୍ସିଆଲ ପିସିର ନୂତନ ଶୃଙ୍ଖଳା ଉନ୍ମୋଚନ କରିଛି ଏଚ୍ପି
ଚା ଏଲିଟବୁକ୍ ଅଲ୍ଟ୍ରା ଜି୧ଆଇ, ଏଲିଟବୁକ ଏକ୍ସ ଜି୧ଆଇ ଓ ଏଲିଟବୁକ ଏକ୍ସ ଜି୧ଆଇ ଫ୍ଲିପ ଇଂଟେଲ କୋରଟିଏମ୍ ଦ୍ୱାରା ପରିଚାଳିତ ଅଟେ ଯାହା ୪୮ ଟପ୍ସ ପର୍ଯ୍ୟନ୍ତ ଏନପିୟୁ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି ।ଚା ଏଚପି ହେଉଛି ଏକମାତ୍ର ବ୍ରାଣ୍ଡ ଯାହା ଭାରତରେ ଏଲଟି ବୁକ ଏକ୍ସ ଜି ୧ ଏ ର!-->…
ଭାରତର ୧୦୦ଟି ସହରକୁ କ୍ୱିକ୍ କମର୍ସ ବିସ୍ତାର କରିଛି ସ୍ୱିଗି ଇନ୍ଷ୍ଟାମାର୍ଟ
କଟକ: ଭାରତର ପ୍ରଥମ କ୍ୱିକ କମର୍ସ ପ୍ଲାଟ୍ଫର୍ମ ସ୍ୱିଗି ଇନ୍ଷ୍ଟାମାର୍ଟ ଏହାର ସେବାକୁ ଦେଶବ୍ୟାପୀ ୧୦୦ଟି ସହରକୁ ବିସ୍ତାର କରିଛି । ବିଶେଷ କରି ଟିୟର ୨ ଓ ୩ ସହରଗୁଡିକରେ ୧୦ ମିନିଟ୍ ଡେଲିଭରି ପାଇଁ ବଢୁଥିବା ଚାହିଦା ଯୋଗୁଁ କମ୍ପାନୀକୁ ଏହି ସଫଳତା ମିଳିଛି । କେବଳ ଗତ ମାସରେ!-->!-->!-->…
ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ
ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ!-->!-->!-->…
ଚଳିତବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ
ଚଳିତବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁଦୂରଦୃଷ୍ଟି ରଖିଛନ୍ତି ତାହା ଏହି ବଜେଟ୍ ମାଧ୍ୟମରେ ପୂରଣ ହୋଇପାରିବ!-->…
୫ ଲକ୍ଷ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି ରୟାଲ ଏନଫିଲ୍ଡ ହଂଟର ୩୫୦
ଭୁବନେଶ୍ୱର : ମିଡସାଇଜ ମୋଟରସାଇକେଲ ସେଗମେଂଟ (୨୫୦ ସିସି-୭୫୦ସିସି)ରେ ବିଶ୍ୱସ୍ତରୀୟ ଅଗ୍ରଣୀ, ରୟାଲ ଏନଫିଲ୍ଡ ଘୋଷଣା କରିଛି ଯେ ଏହାର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍ ରୋଡଷ୍ଟର ହଂଟର ୩୫୦ ୫୦୦,୦୦୦ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି। ଅଗଷ୍ଟ ୨୦୨୨ରେ ଶୁଭାରମ୍ଭ ହୋଇଥିବା ଏହି ହଂଟର!-->!-->!-->…
ଭାରତରେ ନୂଆ ମିନି କୁପର୍ ଏସ ଜନ୍ କୁପର ୱର୍କସ ପ୍ୟାକ୍ ଉନ୍ମୋଚିତ
ଭୁବନେଶ୍ୱର : ମିନି ଇଣ୍ଡିଆ ପକ୍ଷରୁ ନୂଆ ମିନ କୁପର୍ ଏସ ଜନ୍ କୁପର ୱର୍କସ୍ ପ୍ୟାକ୍ର ଲଂଚ୍ ଘୋଷଣା କରାଯାଇଛି। ଏହି କାର୍ ଏକ କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଦେଶବ୍ୟାପୀ ଅଥୋରାଇଜ୍ଡ ମିନ ଡିଲରଗୁଡିକ ସମେତ ସପ.ମିନି.ଇନ ରେ ବୁକ୍!-->…