Sign in
Sign in
Recover your password.
A password will be e-mailed to you.
Browsing Category
ଖବର
କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ ଉଦଘାଟିତ
କଟକ: କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ର ଉଦଘାଟିତ ହୋଇଯାଇଛି, ଯାହାକି ସୁରଟର ପ୍ରସିଦ୍ଧ ବସ୍ତ୍ର ଶିଳ୍ପର ଝଲକକୁ ଓଡ଼ିଶାରେ ପ୍ରଦର୍ଶିତ କରିଛି । ୱିସର୍ ପ୍ୟାଲେସ୍ ଠାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଦର୍ଶନୀ ଫ୍ୟାଶନ ଶିଳ୍ପ ସହ ଜଡିତ ଲୋକ, ବ୍ୟବସାୟୀ ଏବଂ ଫ୍ୟାସନ୍ ପ୍ରେମୀମାନଙ୍କ!-->…
କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର
ଭୁବନେଶ୍ୱର: ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ, ଐତିହାସିକ ଏବଂ ଗବେଷକମାନଙ୍କ ମଧ୍ୟରେ ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ‘ଏକା-ଦି ୱାନ\' ଉଦ୍ଘାଟିତ ହୋଇଯାଇଛି । କଳାକାର ତଥା ସାମାଜିକ ଉଦ୍ୟୋଗୀ, ଡ. ବୀଣା ଉନ୍ନିକ୍ରିଷ୍ଣନ୍ଙ୍କ ଦ୍ୱାରା ପରିକଳ୍ପିତ ଏହି ତିନି ଦିନିଆ ପ୍ରଦର୍ଶନୀ!-->…
ଭୁବନେଶ୍ୱରରେ ପହଂଚିଛି ‘ଏକା : ଦ ୱାନ’ ଜାତୀୟ କଳା ପ୍ରଦର୍ଶନୀ
ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୬ : କୋଲକାତାରେ ଏକ ସଫଳ ପ୍ରଦର୍ଶନୀ ପରେ ଡଃ ବୀନା ଉନ୍ନିକ୍ରିଷ୍ଣନଙ୍କ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ‘ଏକା-ଦ ୱାନ’ ଏବେ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଯାହା ଭାରତର ପବିତ୍ର ନାରୀତ୍ୱ ଐତିହ୍ୟର ଏକ ଶକ୍ତିଶାଳୀ ଆଧୁନିକ ବ୍ୟାଖ୍ୟା ପ୍ରଦାନ କରିବ ।!-->!-->!-->…
ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ
ଭୁବନେଶ୍ୱର/ ଢେଙ୍କାନାଳ: ମଣିଷ-ହାତୀ ସହବସ୍ଥାନ ପ୍ରସଙ୍ଗ ଉପରେ କେନ୍ଦ୍ରକରି ‘ଓଡ଼ିଶା ଲ୍ୟାଣ୍ଡସ୍କେପ୍ ସିମ୍ପୋଜିୟମ୍' ଆୟୋଜିତ ହୋଇଯାଇଛି, ଯେଉଁଠାରେ ବିଶେଷଜ୍ଞମାନେ ମଣିଷ ଏବଂ ହାତୀ କିଭଳି ନିରାପଦ ଭାବରେ ସହବସ୍ଥାନ କରିପାରିବେ, ସେଥିପାଇଁ ବ୍ୟବହାରିକ ମାର୍ଗ ପରୀକ୍ଷା କରିବାକୁ!-->…
ଓଡ଼ିଶାର ସ୍ୱାସ୍ଥ୍ୟଭିତିକ ଷ୍ଟାର୍ଟଅପକୁ ଛୁଂଚି ଯନ୍ତ୍ରଣା-ମୁକ୍ତ ଡିଭାଇସ ପାଇଁ ମିଳିଲା ପେଟେଂଟ
ଭୁବନେଶ୍ୱର : ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ । ଓଡ଼ିଶା-ଭିତିକ ଏକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ଏହାର ଅଗ୍ରଣୀ ଟପିକାଲ ଆନାସ୍ଥେଟିକ ଇଣ୍ଡ୍ୟୁସର (ଟିଏଆଇ) ଉପକରଣ ପାଇଁ ଏକ ପେଟେଂଟ ହାସଲ କରିଛି । ଏହା ଏକ ପ୍ରଥମ!-->…
ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ସ୍ୱଚ୍ଛ ସବୁଜ ଶକ୍ତି ଆବଶ୍ୟକ -ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର : ଭୁବନେଶ୍ୱରର ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଓଡିଶା ଉଦ୍ଘାଟିତ ହେବା ସହିତ ସବୁଜ ଶକ୍ତି ପାୱାରହାଉସ ଭାବେ ବିକଶିତ ହେବା ପାଇଁ ଓଡିଶାର ଲକ୍ଷ୍ୟକୁ ଏକ ମଜବୁତ ପ୍ରୋତ୍ସାହନ ମିଳିଛି । ଏହି ଦୁଇଦିନିଆ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ!-->…
ବିଶିଷ୍ଟ ସାହିତ୍ୟିକଙ୍କ ସହ ଆରମ୍ଭ ହୋଇଛି ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬
ଭୁବନେଶ୍ୱର: କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲ୍ଏଫ) ବା କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱାଦଶ ସଂସ୍କରଣ ଆଜି ଭୁବନେଶ୍ୱରର ମେଫେୟାର କନ୍ଭେନ୍ଶନଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି, ଯାହା ସାହିତ୍ୟ, ବିଚାରଧାରା, କଳା ଓ ଦ୍ୱିପାକ୍ଷିକ ସାଂସ୍କୃତିକ ଆଲୋଚନାର ଏକ ଚାରି ଦିବସୀୟ!-->…
ଜାନୁଆରୀ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬
ଭୁବନେଶ୍ୱର : କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲ୍ଏଫ) ବା କଳିଙ୍ଗ ସାହିତ୍ୟ ମହୋତ୍ସବ ଏହାର ଦ୍ୱାଦଶ ସଂସ୍କରଣର ଘୋଷଣା କରିଛି ଯାହା ଆସନ୍ତା ଜାନୁଆରୀ ୮ରୁ ୧୧ ତାରିଖ ୨୦୨୬ ପର୍ଯ୍ୟନ୍ତ ମେ’ଫେୟାର, ଭୁବନେଶ୍ୱରଠାରେ ଆୟୋଜିତ ହେବ । ଓଡିଶାର ଐତିହାସିକ ମନ୍ଦିରମାଳିନୀ ସହରରେ!-->!-->!-->…
ଭୁବନେଶ୍ୱରରେ ଏଚସିଏଲଟେକ୍ର ଫ୍ଲାଗସିପ ଟେକ୍ବି ପ୍ରୋଗ୍ରାମ
ହାଇସ୍କୁଲ ଗ୍ରାଜୁଏଟଙ୍କୁ ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର ପାଇଁ ସଶକ୍ତ କରୁଛି
ଭୁବନେଶ୍ୱର : ଏକ ଅଗ୍ରଣୀ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ଏଚସିଏଲଟେକ୍ ଭୁବନେଶ୍ୱରରେ ଗ୍ରାଜୁଏଟମାନଙ୍କୁ ଏହାର ଟେକ୍ବି ୟର୍ଲି କ୍ୟାରିୟର ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ଟେକ୍ନୋଲୋଜି ଶିଳ୍ପରେ!-->!-->!-->…
କ୍ରେଡାଇ ପକ୍ଷରୁ ଭୁବନେଶ୍ୱରରେ ସାଧାରଣ ପରିଷଦ ବୈଠକ ୨୦୨୫ ଆୟୋଜିତ
ସନ୍ତୁଳିତ ସହରାଂଚଳ ବିକାଶ ପାଇଁ ଟିୟର ୨ ଓ ଟିୟର ୩ ସହରଗୁଡିକରେ ନିବେଶ ପାଇଁ ଡେଭ୍ଲପରଙ୍କୁ ଓଡିଶା ସରକାରଙ୍କ ନିବେଦନ
-ସ୍ୱଦେଶ କୁମାର ରାଉତରାୟ କ୍ରେଡାଇର ପୂର୍ବାଂଚଳ ଉପାଧ୍ୟକ୍ଷ ଭାବେ ନିର୍ବାଚିତ
ଭୁବନେଶ୍ୱର: ଓଡିଶାର ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ବଡ ସଫଳତାକୁ!-->!-->!-->!-->!-->!-->!-->…