Sign in
Sign in
Recover your password.
A password will be e-mailed to you.
Browsing Category
SPORTS
ବିଏନଆଇ ଭୁବନେଶ୍ୱର ପକ୍ଷରୁ ସଫଳତାର ସହ ବିଏନଆଇ ଭୁବନେଶ୍ୱର କ୍ରିକେଟ ଚାମ୍ପିଅନସିପ୍ ୪.୦ ଆୟୋଜନ
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଏନ୍ଆଇ ଭୁବନେଶ୍ୱର କ୍ରିକେଟ୍ ଚାମ୍ପିଅନସିପ୍ ୪.୦ (ବିସିସି ୪.୦)ର ସଫଳ ଆୟୋଜନ ଭୁବନେଶ୍ୱର ହାଇଟେକ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି ରୋମାଂଚକର କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣରେ ବିଏନଆଇର ଗତିଶୀଳ ବ୍ୟବସାୟୀ ସମୁଦାୟକୁ କ୍ରିକେଟ,!-->…
ବ୍ୟାଡ୍ମିଂଟନ ଏସିଆ ଜୁନିଅର୍ ଚାମ୍ପିଅନସିପ୍ରେ ଓଡିମିଆନ୍ ତନ୍ଭି ପାତ୍ରୀଙ୍କ ସଫଳତା
ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ ସ୍କୁଲ, ଭୁବନେଶ୍ୱରର ୧୩ ବର୍ଷୀୟ ଛାତ୍ରୀ ଓଡିମିଆନ୍ ତନ୍ଭି ପାତ୍ରୀ ପ୍ରତିଷ୍ଠିତ ବ୍ୟାଡ୍ମିଂଟନ ଏସିଆ ୧୭ବର୍ଷରୁ କମ ଓ ୧୫ବର୍ଷରୁ କମ ଜୁନିଅର ଚାମ୍ପିଅନ୍ସିପରେ ଅଣ୍ଡର-୧୫ ଗାର୍ଲସ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଓଡିଏମ୍ ଏଜୁକେଶ୍ନାଲ!-->…
ଲାଲିଗା ୟୁଥ୍ ଟୁର୍ଣ୍ଣାମେଂଟ୍ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଏମ୍ ଗ୍ଲୋବାଲ ସ୍କୁଲର ଛାତ୍ରଛାତ୍ରୀ
ଭୁବନେଶ୍ୱର, ୧୩ ଜୁଲାଇ ୨୦୨୪: ସାମଗ୍ରିକ ବିକାଶ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ସୁପରିଚିତ ଓଡିଏମ୍ ଗ୍ଲୋବାଲ ସ୍କୁଲ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ପାଳନ କରିଛି, କାରଣ ଏହା ୩ ଜଣ ମେଧାବୀ ଛାତ୍ରଛାତ୍ରରୀଙ୍କୁ ମାଲେସିଆରେ ସମ୍ମାନିତ ଲାଲିଗା ୟୁଥ୍!-->…
ଗୁଜରାଜ ଜାଏଂଟ୍ସ ଅଲ୍ଟିମେଟ ଖୋ ଖୋ ସିଜନ-୨ର ବିଜେତା,୩ୟ ସ୍ଥାନରେ ଓଡିଶା ଜଗରନଟ୍ସ
କଟକ,୧୩ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ହୋଇଛି ଗୁଜରାଟ ଜାଏଂଟ୍ସ । ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜରାଟ ଜାଏଂଟ୍ସ, ଚେନ୍ନାଇ କ୍ୱିକ ଗନ୍ସକୁ ୩୧-୨୬ ପଏଂଟରେ ପରାଜିତ କରି ଟାଇଟଲ ହାସଲ କରିଛି । ଲିଗ ପର୍ଯ୍ୟାୟରେ!-->…
ଅଲ୍ଟିମେଟ ଖୋ ଖୋ ସିଜନ-୨,ଫାଇନାଲରେ ଗୁଜରାଟ ଜିଆଂଟ୍ସକୁ ଭେଟିବ ଚେନ୍ନାଇ କ୍ୱିକ ଗନ୍ସ
କଟକ,୧୨ ଜାନୁଆରୀ ୨୦୨୪: ୩୨ଟି ମ୍ୟାଚ ଓ ୧୬ ଦିନର ଉତ୍ସାହଜନକ ଖୋ ଖୋ ପରେ ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ପଦ ପାଇଁ ଆସନ୍ତାକାଲି (ଶନିବାର) କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ମହାମୁକାବିଲା ହେବ । ଦର୍ଶକଙ୍କ ପସନ୍ଦର ଦଳ ଭାବେ!-->…
ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ଫାଇନାଲ
କଟକ,୧୧ ଜାନୁଆରୀ ୨୦୨୪: ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ୨ୟ ସେମି ଫାଇନାଲ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ତେଲୁଗୁ ୟୋଦ୍ଧାସକୁ ୩୧-୨୯ ପଏଂଟରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି । ଏହି ରୋମାଂଚକର ବିଜୟ ସହିତ ଏବେ ଚେନ୍ନାଇ!-->…
ଅଲଟିମେଟ ଖୋଖୋ ସିଜନ-୨ ସେମି ଫାଇନାଲରେ ଗୁଜରାଟ ଜିଆଂଟସକୁ ସାମ୍ନା କରିବ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସ
କଟକ,୧୦ ଜାନୁଆରୀ ୨୦୨୪: ଆସନ୍ତାକାଲି (ଗୁରୁବାର) କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ପ୍ରଥମ ସେମି ଫାଇନାଲରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ଗୁଜରାଟ ଜିଆଂଟ୍ସ ବିରୋଧରେ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିବ ବୋଲି ଆଶା!-->…
ବିଶ୍ୱ ଏସିଡିଟି ଦିବସରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକା କଳାଏକ ରୂପାନ୍ତରୀତ ଯାତ୍ରାର ଅଂଶ…
ପୁରୀ/ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ ଏସିଡିଟି (ଅମ୍ଳଦୋଷ) ଦିବସକୁ ଅତି ଚମତ୍କାର ଢଙ୍ଗରେ ପାଳନ କରାଯାଇଛି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ ବାଲୁକା କଳା ଜରିଆରେ ଏହି ଦିବସକୁ ପାଳନ କରାଯାଇଛି । ଏହି ବାଲୁକା କଳା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ!-->…
ଅଲଟିମେଟ ଖୋ ଖୋ ସିଜନ-୨: ରାଜସ୍ଥାନ ୱାରିୟର୍ସ ବିପକ୍ଷରେ ଚେନ୍ନାଇ କ୍ୱିକ ଗନ୍ସର ବୃହତ ବିଜୟ, ତେଲୁଗୁ ୟୋଦ୍ଧାସଙ୍କୁ …
କଟକ,୮ ଜାନୁଆରୀ ୨୦୨୪: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଅଲଟିମେଟ ଖୋ ଖୋ ସିଜନ-୨ର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୪୨-୧୯ ପଏଂଟରେ ହରାଇ ଚେନ୍ନାଇ କ୍ୱିକ ଗନ୍ସ ପଏଂଟ ଟେବୁଲର ଶୀର୍ଷରେ ପହଂଚିଛି । ଆଜିର ଏହି ମ୍ୟାଚ ଅଲଟିମେଟ୍ ଖୋ ଖୋ ଇତିହାସର!-->…
ଅଲଟିମେଟ ଖୋ ଖୋ ସିଜନ-୨, ତେଲୁଗୁ ୟୋଦ୍ଧାସକୁ ହରାଇ ପଏଂଟ ତାଲିକାର ଶୀର୍ଷରେ ଓଡିଶା ଜଗରନଟ୍ସ
କଟକ,୭ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସକୁ ପରାଜିତ କରି ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ ପଏଂଟ ତାଲିକାର ଶୀର୍ଷରେ ପହଂଚିଛି । ଓଡିଶା ଜଗରନଟ୍ସ, ତେଲୁଗୁ!-->…