Sign in
Sign in
Recover your password.
A password will be e-mailed to you.
Browsing Category
business
ସିଆଇଆଇ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପାଇଁ ନିବେଶକ ମାନଙ୍କୁ ଆମନ୍ତ୍ରଣ
ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ୧୦୦୦-ଏକର ଜମିରେ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ପାଇଁ ଯୋଜନା: ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପରିବର୍ତନଶୀଳ ପଦକ୍ଷେପର ଶୁଭାରମ୍ଭ!-->!-->!-->…
କେନ୍ଦ୍ର ବଜେଟ୨୦୨୬-୨୭କୁ ସିଆଇଆଇ ଓଡ଼ିଶା ପକ୍ଷରୁ ସ୍ୱାଗତ
ଭୁବନେଶ୍ବର : ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭କୁ କନଫେଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଛି । ଏହାକୁ ଏକ ପ୍ରଗତିଶୀଳ ଏବଂ!-->…
ଡିଏସ ଗ୍ରୁପ ପକ୍ଷରୁ ପଲ୍ସ ଗୋଲମୋଲର ଶୁଭାରମ୍ଭ
ଭୁବନେଶ୍ୱର: ଏକ ବ୍ୟବସାୟିକ ନିଗମ ଏବଂ ଏକ ଅଗ୍ରଣୀ ଏଫଏମସିଜିି ସଂଗଠନ, ଧରମପାଲ ସତପାଲ ଗ୍ରୁପ (ଡିଏସ ଗ୍ରୁପ) ଏହାର ନୂଆ ଉତ୍ପାଦ ଶୃଙ୍ଖଳ-ପଲ୍ସ ଗୋଲମୋଲ ଇମିଲି ଫ୍ଲେବର ଗୋଲିର ଶୁଭାରମ୍ଭ ଘୋଷଣା କରିଛି । ପିଢି ପିଢି ଧରି ଲୋକଙ୍କୁ ଆମୋଦିତ କରୁଥିବା ପରିଚିତ ତେନ୍ତୁଳି (ଇମିଲି) ସ୍ୱାଦ!-->!-->!-->…
ଭାରତର ୧୦୦ଟି ସହରକୁ କ୍ୱିକ୍ କମର୍ସ ବିସ୍ତାର କରିଛି ସ୍ୱିଗି ଇନ୍ଷ୍ଟାମାର୍ଟ
କଟକ: ଭାରତର ପ୍ରଥମ କ୍ୱିକ କମର୍ସ ପ୍ଲାଟ୍ଫର୍ମ ସ୍ୱିଗି ଇନ୍ଷ୍ଟାମାର୍ଟ ଏହାର ସେବାକୁ ଦେଶବ୍ୟାପୀ ୧୦୦ଟି ସହରକୁ ବିସ୍ତାର କରିଛି । ବିଶେଷ କରି ଟିୟର ୨ ଓ ୩ ସହରଗୁଡିକରେ ୧୦ ମିନିଟ୍ ଡେଲିଭରି ପାଇଁ ବଢୁଥିବା ଚାହିଦା ଯୋଗୁଁ କମ୍ପାନୀକୁ ଏହି ସଫଳତା ମିଳିଛି । କେବଳ ଗତ ମାସରେ!-->!-->!-->…
ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଂଚ ପ୍ରସ୍ତୁତ କରିଛି ବି୨ବି ପ୍ରଦର୍ଶନୀ ଓ ଦୁଃସାହସିକ ପର୍ଯ୍ୟଟନ କର୍ମଶାଳା
ଭୁବନେଶ୍ୱର: ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର (ଓଟିବି) ୨୦୨୫ର ବି୨ବି ପ୍ରଦର୍ଶନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ଯେ ଓଡିଶା ଦୁଃସାହସିକ କ୍ରୀଡ଼ା ପାଇଁ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି । ଏଠାରେ!-->…
ଚଳିତବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ
ଚଳିତବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁଦୂରଦୃଷ୍ଟି ରଖିଛନ୍ତି ତାହା ଏହି ବଜେଟ୍ ମାଧ୍ୟମରେ ପୂରଣ ହୋଇପାରିବ!-->…
ଚଳିତବର୍ଷ ବଜେଟ୍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ
ଚଳିତବର୍ଷ ବଜେଟ୍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆଦିଲ୍ଲୀରେ ଆଭାସୀଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ଗତ ୧୦ବର୍ଷରେ ୨ହଜାର ୪୬ କିଲୋମିଟର ନୂଆରେଲୱେ ଟ୍ରାକ୍!-->!-->!-->…
ଆଗାମୀ ଦିନରେ ଶିଳ୍ପାୟନ ଦୃଷ୍ଟିକୋଣରୁ ଶୀର୍ଷ ୫ ସ୍ଥାନରେ ରହିବ ରାଜ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।!-->…
ଫୋନ୍ପେ ପକ୍ଷରୁ ନୂତନବୀମା କଭରେଜ ଫାୟାରକ୍ରାକର୍
ଭୁବନେଶ୍ୱର: ଫୋନ୍ପେ ପକ୍ଷରୁ ଆଜି ଏହାର ଏକ ନୂଆ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି । ଯାହାକି ବାଣ ସମ୍ବନ୍ଧିତ କୌଣସି ପ୍ରକାରର ଦୁର୍ଘଟଣା ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରିବା ସହ ଉପଭୋକ୍ତାଙ୍କୁ ଦୀପାବଳିର ଆଗାମୀ ପାର୍ବଣ ଋତୁ ସମୟରେ ସୁଲଭ ବୀମା କଭରେଜ ଦେଉଛି । କେବଳ ୯ ଟଙ୍କା!-->…
ଓପୋ ଇଣ୍ଡିଆର ନୂଆ ବ୍ରାଣ୍ଡ କ୍ୟାମ୍ପେନ ହାସ୍ଟ୍ୟାଗ ବିଶ୍ୱାସକାଦୀପ
ଭୁବନେଶ୍ୱର: ଚଳିତ ଦୀପାବଳିରେ ଓପୋ ଇଣ୍ଡିଆ ଏହାର ନୂଆ କ୍ୟାମ୍ପେନ ହାସ୍ଟ୍ୟାଗ ବିଶ୍ୱାସକାଦୀପ ସହିତ ପାର୍ବଣ ଉତ୍ସାହକୁ ବୃଦ୍ଧି କରିଛି । ଏକ ଚିତାକର୍ଷକ ଫିଲ୍ମ ଓ ନିୟୋଜିତ ଡିଜିଟାଲ ଅନୁଭୂତିଗୁଡିକର ଏକ ସିରିଜ ମାଧ୍ୟମରେ ଏହି କ୍ୟାମ୍ପେନ ଭାରତରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବକୁ ଅନ୍ୱେଷଣ!-->…