Browsing Category

ବଜାର

ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫

ଟାଇ ଭୁବନେଶ୍ୱରର ୧୩ ବର୍ଷର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖରେ ଓଡିଶାରେ ଆନ୍ତର୍ଜାତୀୟ ଉଦ୍ୟୋଗୀମାନେ ଏକାଠି ହେବେ ଭୁବନେଶ୍ୱର: ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦

ନିବେଶକଙ୍କୁ ଆର୍ଥିକ ଠକେଇରୁ ସୁରକ୍ଷିତ ରଖିବା ପାଇଁ ସେବି ଓ ଏନଏସଇର ମିଳିତ ପଦକ୍ଷେପ

ଭୁବନେଶ୍ୱର: ବର୍ତମାନ ସମୟରେ ନକଲି ଟ୍ରେଡିଂ ଆପ୍ ଓ ଡିପ୍‌ଫେକ ଭିଡିଓଗୁଡିକରୁ ଆରମ୍ଭ କରି ଅଣପଞ୍ଜୀକୃତ ନିବେଶ ପରାମର୍ଶଦାତା ଓ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଷ୍ଟକ୍ ପରାମର୍ଶ ପର୍ଯ୍ୟନ୍ତ ଠକମାନେ ଟେକ୍ନୋଲୋଜିର ଅପବ୍ୟବହାର କରିବା ସହ ନିବେଶକଙ୍କ ବିଶ୍ୱାସ ହ୍ରାସ କରୁଛନ୍ତି। ତେଣୁ

ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଫୋନପେ ଏବଂ ଏଚଡିଏଫସି ବ୍ୟାଙ୍କ, ‘ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ\'ର ଶୁଭାରମ୍ଭ ଘୋଷଣା କରିଛନ୍ତି ଯାହା ଫୋନପେର କୋ-ବ୍ରାଣ୍ଡେଡ୍ କାର୍ଡ ସେଗମେଂରେ ପ୍ରବେଶକୁ ଚିହ୍ନିତ କରିଛି । ଏଚଡିଏଫସି ବ୍ୟାଙ୍କ ସହଭାଗୀତାରେ, ନୂତନ କୋ-ବ୍ରାଣ୍ଡେଡ୍

ଆସୋଚାମ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୫ର ୨ୟ ସଂସ୍କରଣ ଆୟୋଜିତ

ଜିଡିପିରେ ଶିଳ୍ପ ଓ ନିର୍ମାଣ କ୍ଷେତ୍ରର ଯୋଗଦାନ ବୃଦ୍ଧି କରିବା ଆମର ସର୍ବୋଚ୍ଚ ପ୍ରାଥମିକତା: ହେମନ୍ତ ଶର୍ମା ଭୁବନେଶ୍ୱର : ଆସୋଚାମ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଓଡିଶା ମାନୁଫ୍ୟାକଚରିଂ କନ୍‌କ୍ଲେଭ ୨୦୨୫ର ୨ୟ ସଂସ୍କରଣ ସଫଳତାର ସହ ଆୟୋଜନ

ଭୁବନେଶ୍ୱର ଲିଙ୍ଗିପୁରଠାରେ ଶ୍ରୀଲେଦର୍ସ ର ନୂତନ ଶୋ’ରୁମ

ଭୁବନେଶ୍ୱର: ଏକ ଲୋକପ୍ରିୟ ଫୁଟ୍‌ୱେୟାର ଓ ଆକ୍‌ସେସରିଜ ବ୍ରାଣ୍ଡ ଶ୍ରୀଲେଦର୍ସ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ନୂଆଗାଁଠାରେ ଏହାର ବିଶାଳ, ସମ୍ପୂର୍ଣ୍ଣ ବାତାନୁକୂଳିତ ଶୋ’ରୁମର ଉଦ୍‌ଘାଟନ କରାଯାଇଛି । ଉକ୍ତ ଷ୍ଟୋରଟି ୫୨୦୦ ବର୍ଗ ଫୁଟ୍ ଅଂଚଳରେ ଅବସ୍ଥାପିତ ଥିବା ସମୟରେ ପାର୍କିଂ ପାଇଁ

ଭୁବନେଶ୍ୱରରେମିତସୁବିଶିଇଲେକ୍ଟ୍ରିକଇଣ୍ଡିଆରଏକ୍ସକ୍ଲୁସିଭଶୋରୁମଉଦଘାଟିତ

ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର ଉତ୍ପାଦକ ମିତସୁବିଶି ଇଲେକ୍ଟ୍ରିକ୍‌, ଏବେ ଓଡିଶାର ଭୁବନେଶ୍ୱରରେ ଏହାର ଏକ୍ସକ୍ଲୁସିଭ୍ ଶୋରୁମ "କୁଲିଂ ପ୍ଲାନେଟ’ର ଶୁଭାରମ୍ଭ କରିଛି। ଏହି ନୂଆ ଶୋରୁମ ଏସ ଆର ରେଫ୍ରିଜରେଶନ, ଲେନ୍‌-୨, ଡିଷ୍ଟ୍ରିକ୍ଟ ସେଂଟର ଚନ୍ଦ୍ରଶେଖରପୁରରେ ଅବସ୍ଥିତ।

ନୂଆ ଫିଚର ଫୋନ ୟୁଜରଙ୍କ ପାଇଁ ଫୋନପେ ଚାଲୁ କରିବ UPI ପେମେଣ୍ଟ

~ ବାର୍ତ୍ତାଳାପଭିତ୍ତିକ ଯୋଗାଯୋଗର ପ୍ଲାଟଫର୍ମ ଗପସପଠାରୁ GSPay IPକୁ ଅଧିଗ୍ରହଣ କରିଛି ଫୋନପେ ଲିମିଟେଡ (“ଫୋନପେ”), ଆଜି ଫିଚର ଫୋନଗୁଡ଼ିକ ପାଇଁ UPI ମାଧ୍ୟମରେ ପେମେଣ୍ଟ ଚାଲୁ କରିବାକୁ ବାର୍ତ୍ତାଳାପଭିତ୍ତିକ ଯୋଗାଯୋଗର ପ୍ଲାଟଫର୍ମ

କପା ଚାଷ ପାଇଁ କ୍ରିଷ୍ଟାଲ କ୍ରପ ପ୍ରୋଟେକ୍ସନ ଲିମିଟେଡ ପକ୍ଷରୁ “ଜିଭୋରା”ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ କୃଷି-ରସାୟନ ସମାଧାନ କମ୍ପାନୀ କ୍ରିଷ୍ଟାଲ୍ କ୍ରପ୍ ପ୍ରୋଟେକ୍ସନ୍ ଲିମିଟେଡ୍ (ସିସିପିଏଲ୍‌) ଏକ ପ୍ରମୁଖ ଗବେଷଣା-ସମ୍ବଳିତ କୀଟନାଶକର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହାର ଅଭିବୃଦ୍ଧିକୁ ଆହୁରି ବୃଦ୍ଧି କରିବା ଏବଂ ମାର୍କେଟ ଲିଡର ଭାବରେ ଏହାର

ଗୋପାଳପୁରରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରୋଜେକ୍ଟ ସ୍ଥାପନ ପାଇଁ ନିଜର ପ୍ରତିବଦ୍ଧତା ସୁଦୃଢ କରିଛି ଏସିଏମଇ ଗ୍ରୁପ

ଭୁବନେଶ୍ୱର:  ସ୍ଥାୟିତ୍ୱ-ଭିତିକ ଅଭିନବ ସମାଧାନ ଉପରେ ଗୁରୁତ୍ୱ ଦେଉଥିବା ଭାରତର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏସିଏମଇ ଗ୍ରୁପ ଆଜି ଓଡିଶାର ଗୋପାଳପୁରଠାରେ ଭାରତରେ ଏହାର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ

ରଜ ପାଇଁ ସ୍ମାର୍ଟ ବଜାର ପକ୍ଷରୁ ଆକର୍ଷଣୀୟ ଅଫର ଏବଂ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର : ନାରୀତ୍ୱର ସମ୍ମାନରେ ପାଳନ କରାଯାଉଥିବା ଓଡିଶାର ସବୁଠାରୁ ପ୍ରିୟ ଉତ୍ସବ ରଜ ପର୍ବ ପାଳନ କରିବା ପାଇଁ ରିଲାଏନ୍ସ ରିଟେଲର ଏକ ଅଗ୍ରଣୀ ଖୁଚୁରା ଗନ୍ତବ୍ୟସ୍ଥଳୀ ସ୍ମାର୍ଟ ବଜାର ପକ୍ଷରୁ ଏକାଧିକ ପାର୍ବଣ ଅଫର ଓ ଇନ୍‌-ଷ୍ଟୋର ଏନ୍‌ଗେଜମେଂଟ ଆକ୍ଟିଭିଟିର ଆରମ୍ଭ କରାଯାଇଛି ।