ପନି ପରିବା ବଢିବା ପଛରେ ମମତାଙ୍କ ହାତ! ପଶ୍ଚିମବଙ୍ଗରୁ ଆସୁଥିବା ଗେଣ୍ଡୁମାଳ ବି ଏତିକି

324

ଏବେ ପନି ପରିବା ଦର ହଠାତ୍‌ ଆକାଶ ଛୁଆଁ ହୋଇଛି । କିଛି ଦନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ଥିବା ବେଳେ ଏବେ ୧୦୦ ଟଙ୍କା ପ୍ରତିକିଲୋ ପାର କରିଛି । ବର୍ଷା ଯୋଗୁଁ ଦର ବଢିଥିବା କୁହାଯାଉଛି । ହେଲେ ହଠାତ୍‌ ବର୍ଷା ଯୋଗୁଁ କଣ ସବୁ ଟମାଟୋ ଖରାପହୋଇଗଲା . କେବଳ ଟମାଟୋ ନୁହେଁ ଅଦା କିଲୋ ୩୦୦ ଝୁଡଙ୍ଗ ୧୦୦ ପାର କଲାଣି । ଖାଲି ସେତିକି ନୁହେଁ କୁନ୍ଦୁରୀ ବି ୮୦ ଟଙ୍କା ।
ବର୍ଷାକୁ ଏହାର କାରଣ କୁହାଯାଉଥିବା ବେଳେ ବିଭିନ୍ନ ଅଣ ବିଜେପି ଶାସିତ ରାଜ୍ୟରେ ପନିପରିବା ବେଶୀ ହୋଇଥାଏ . ସାରା ଭାରତକୁ ଏଠାରୁ ଚାଲାଣ କରାଯାଏ . ପଶ୍ଚିମବଙ୍ଗରେ ପ୍ରଚୁର ପନିପରିବା ହୁଏ ଆଗକୁ ସେଠାରେ ପଞ୍ଚାୟତ ନିର୍ବାଚନ ରହିଛି । ଏହା ସହ ପଞ୍ଜାବ, କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରଚୁର ପରିବା ଚାଷ ହୋଇଥାଏ । ଏବେ ଦର ବୃଦ୍ଧି ପାଇଁ ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ଦୋଷ ନଦୁଛନ୍ତି । ଏହା ସହ ବର୍ଷା ଯୋଗୁଁ ଦର ବଢିଥିବା କହୁଛନ୍ତି ।

ଏପରିକି ପଶ୍ଚିମବଙ୍ଗରୁ ଆସୁଥିବା ଗେଣ୍ଡୁଫୁଲ ଦର ଦୁଇ ଗୁଣା ହୋଇଛି । ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ନିର୍ବାଚନ ଅଛି । ଏହି କାରଣରୁ ଦର ବୃଦ୍ଧି ଘଟୁଥିବା ଅନେକ କହୁଛନ୍ତି । ମମତାସରକହ୍କ ହାତ ଥାଇପାରେ ବୋଲି ଅଭିଯୋଗ ସହ ଚର୍ଚ୍ଚା ହେଉଛି ।
ଏହି ଦର ବୃଦ୍ଧି ବେଶୀଦିନ ରହିବ ନାହିଁ । ଅଳ୍ପ ଦିନରେ ଦରରେ ଯଥେଷ୍ଟ ହ୍ରାସ ପାଇବ ବୋଲି ମୋର୍କେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Comments are closed, but trackbacks and pingbacks are open.