Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଅଶୋଧିତ ପେଟ୍ରୋଲ ଡିଜେଲ ତୈଳ କମ୍ ଉତ୍ପାଦନ କରିବ ସାଉଦିଆରବ
ସାଉଦୀ ଆରବ ଜୁଲାଇ ମାସରେ ଦୈନିକ ଏକ ନିୟୁତ ବ୍ୟାରେଲ ତୈଳ କମ୍ ଉତ୍ପାଦନ କରିବ ବୋଲି ଘୋଷଣା କରିଛି । ଭିଏନାରରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ବୈଠକ ପରେ ଏହି ଘୋଷଣା କରାଯାଇଛି । ସାଉଦୀ ଆରବ ଏହାର ତୈଳ ଉତ୍ପାଦନ ହ୍ରାସ କରିବା ବିଷୟ ନିଜ ତରଫରୁ ନିଷ୍ପତ୍ତି ନେଇଛି । ସାଉଦୀ ଆରବ!-->…
କର୍ଣ୍ଣାଟକରେ କଂଗ୍ରେସର ବଲେ ବଲେ – ମିଳିଲା ବଳ
କର୍ଣ୍ଣାଟକରେ କ୍ଷମତାକୁ ଆସିବାର ସପ୍ତାହେ ପରେ କଂଗ୍ରେସ ସରକାରରେ ୨୪ ଜଣ ବିଧାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।ରାଜ୍ୟପାଳ ଥାବଡ଼ ଚାନ୍ଦ ଗେହଲତ୍ ରାଜଭବନରେ ସେମାନଙ୍କୁ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା, ଉପମୁଖ୍ୟମନ୍ତ୍ରୀ ଡି.କେ!-->…
ଆମେରିକାରେ ପାଳନ କରାଯିବ ଭାରତୀୟ ପର୍ବ – ସେଠାକାରେ ସଂସଦରେ ଆଗତ ହେଲା ବିଲ୍
ଆମେରିକାରେ ଦୀପାବଳିକୁ ଏକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଆମେରିକାର ଜଣେ ପ୍ରମୁଖ ସାଂସଦ ଗ୍ରେସ୍ ମେଙ୍ଗ୍ ଗତକାଲି ଆମେରିକା କଂଗ୍ରେସରେ ଏକ ବିଲ୍ ଆଗତ କରିଛନ୍ତି । ଏହି ନିଷ୍ପତ୍ତିକୁ ଆମେରିକାର ବିଭିନ୍ନ ସଂପ୍ରଦାୟ ବ୍ୟାପକ ସମର୍ଥନ ଜଣାଇଛନ୍ତି । ମେଙ୍ଗ୍ ଏକ ଆନୁଷ୍ଠାନିକ!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ପାର୍ଲାମେଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଆମ ସମ୍ବାଦଦାତା ଜଣାଇଛନ୍ତି ନୂଆ ପାର୍ଲାମେଣ୍ଟ ଅଟ୍ଟାଳିକା ୬୫ହଜାର ବର୍ଗମିଟର ଅଞ୍ଚଳରେ ଅବସ୍ଥିତ । ଏଥିରେ ଆଞ୍ଚଳିକ କଳା, ହସ୍ତଶିଳ୍ପ ଓ ସଂସ୍କୃତିର ପ୍ରତିଫଳନ ହୋଇଛି । ଦେଶର ବିବିଧତାରେ ଏକତାର ଏଥିରେ!-->…
ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ-ୟୁନିସେଫ୍ ରିପୋର୍ଟ
ଓଡିଶା ରେ ଟିକାକରଣ ର କଭରେଜ ହାର ଦେଶ ରେ ସର୍ବୋଚ୍ଚ -ୟୁନିସେଫ ରିପୋର୍ଟ
ଦିଲ୍ଲୀ,୨୦ ଏପ୍ରିଲ ୨୦୨୩ : ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ!-->!-->!-->…
ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁ
ରାଜ୍ୟ ସରକାର ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁକୌଣସି ପ୍ରସ୍ତାବ ଦେଇ ନ ଥିବା ଜଣାପଡ଼ିଛି । ଆଜି ଲୋକସଭାରେସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ରପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏହା କହିଛନ୍ତି । ସାଂସଦ ଶ୍ରୀ ମହତାବ୬୦୦ ବର୍ଷ ପୁରାତନ!-->…
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗ ଓ ଯୋଜନା
ଏବଂ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଗତ କରାଯାଇଛି
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗ ଓ ଯୋଜନାଏବଂ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଗତ କରାଯାଇଛି । ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ରଢୋଲକିଆ ନିଜ ନିଜ ବିଭାଗର ଖର୍ଚ୍ଚ ଦାବି ଆଗତ କରିବା ପରେ ଦୀର୍ଘସମୟ ଧରି ଗୃହରେ ଏହା ଉପରେ!-->…
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେକହିଛନ୍ତି ବେରୋଜଗାର!-->…
ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ର
ରଣନୀତି ପ୍ରସ୍ତୁତ
ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ରରଣନୀତି ପ୍ରସ୍ତୁତ କରିଛନ୍ତି । ପଞ୍ଚାୟତକୁ ୟୁନିଟ୍ ଭାବେ ନେଇ ସରପଞ୍ଚ,ଯୁବକ ସଂଘ, ସ୍ୱୟଂସହାୟକ ଗୋଷ୍ଠୀ ଓ ଏନ୍ଜିଓମାନଙ୍କୁ ଜଙ୍ଗଲ ନିଆଁରୋକିବା ପ୍ରକ୍ରିୟାରେ ସାମିଲ କରାଯିବା ସହ ତୃଣମୂଳସ୍ତରରୁଜନସଚେତନତା ଓ!-->…
ଅଞ୍ଜଳି ଆରୋରାଙ୍କର ହଟ୍ ଭିଡିଓ ଭାଇରାଲ୍
ଅଞ୍ଜଳି ଆରୋରା । ଏହାଙ୍କୁ କାଚା ବାଦାମ ଗର୍ଲ କୁହାଯାଏ । ଏବେ ତାଙ୍କର ହଟ୍ ଭିଡିଓ ଇଣ୍ଟରନେଟ୍ରେ ନିଆଁ ଲଗାଯାଇଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଫଲୋ କରିବା ସହ କୋଟି କୋଟି ଭିଉ ହେଉଛି ।
View this post on Instagram
!-->!-->…