Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ୫ ଗୁରୁତର
ମଦନପୁର -- ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଗତକାଲି ରାତିରେ ଭୁବନେଶ୍ୱର
ଯାଉଥିବା ଏକ ଘରୋଇ ବସ ମଦନପୁର ରାମପୁର ନିକଟ କେନ୍ଦୁଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି ।…
ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାରେ ସଡକ ଦୁର୍ଘଟଣା ୩ ମୃତ ୭ ଗୁରୁତର
ଝାରବାହିଲି -- ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟ ଝାରବାହିଲି
ବୁଲାଣିରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣହାନୀ ଓ ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଏକ ମିନିଟ୍ରକରେ ଉଲୁଣା ବ୍ଲକ୍ ଖେମାଲୋଏ ଗ୍ରାମରୁ ଏକ ବାଜିପାର୍ଟି ଦଳ…
କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ୧୦ ଆହତ
ସୁନ୍ଦରଗଡ଼ -- ୨୨।୦୨। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ଆଜି ଏକ ଅଘଟଣ ଘଟିଛି। ଶିବରାତ୍ରି ଅବସରରେ ଦର୍ଶନପାଇଁ ଯାଉଥିବାବେଳେ ମନ୍ଦିର ପାଖରେ ପଥର ଖସିବାରୁ ଶିଶୁ ସମେତ ୧୫ ଜଣ ଆହତ ହୋଇଛନ୍ତି।
ସେମାନଙ୍କୁ ପ୍ରଥମେ…
୩୩ ଜିଲାର ବିଜେଡି ସଭାପତିଙ୍କ ତାଲିକା- କିଏ ହେଲେ କେଉଁଠି
ଭୁବନେଶ୍ୱର -- ବି.ଜେ.ଡି.ର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲାପାଇଁ ଘୋଷଣା ହୋଇଥିବା ୩୩ ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବାବେଳେ ୧୯ ନୂଆମୁହଁ ରହିଛନ୍ତି। ଭୁବନେଶ୍ୱରପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଶ ସାମନ୍ତରାୟ,…
ବିଦ୍ୟୁତ୍ ଆଘାତ ଯୋଗୁଁ ଜୀବନହାନି ଘଟିଲେ ପୂର୍ବ ତୁଳନାରେ ଅଧିକ କ୍ଷତିପୂରଣ ମିଳିବ
ଭୁବନେଶ୍ୱର --- ବିଦ୍ୟୁତ୍ ଆଘାତ ଯୋଗୁଁ ଜୀବନହାନି ଘଟିଲେ ପୂର୍ବ ତୁଳନାରେ ଅଧିକ କ୍ଷତିପୂରଣ ମିଳିବ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି । ବିଦ୍ୟୁତ୍ ତାର ଲାଗି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ…
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା – ଗ୍ରହଣ କରାଯାଇଛି ଏହି ବ୍ୟବସ୍ଥା
ଭୁବନେଶ୍ୱର ୧୮।୦୨ - ବୁଧବାରରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ସ୍ପର୍ଶ ଦିଆଯାଇଛି । ଚଳିତବର୍ଷ ୫ ଲକ୍ଷ ୪୭ ହଜାର ୭୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୨ ହଜାର ୭୬୩ଟି ପରୀକ୍ଷା…
ଜାଣନ୍ତୁ – ରାଜ୍ୟ ବଜେଟ୍ରେ କାହା ପାଇଁ ଦିଆଯାଇଛି କେତେ ଅର୍ଥ
ଭୁବନେଶ୍ୱର ୧୯।୦୨- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାରରେ ଓଡ଼ିଶା ବିଧାନସଭାରେ ୨୦୨୦-୨୧ଆର୍ଥିକ ବର୍ଷପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ବଜେଟ୍ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ସର୍ବାଧିକ ଲୋକଙ୍କୁ…
ସବୁ ସରକାରୀ କାମ ଏବେ ଅନ୍ଲାଇନ୍ରେ ହେବ- ଲୋକ ଯିବେ ନାହିଁ ସରାକାରୀ ଅଫିସ୍
ଭୁବନେଶ୍ୱର -- ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକ ସରକାରୀ କାର୍ଯ୍ୟାଳୟକୁ ଯିବେନାହିଁ । ସବୁ କାରବାର ଅନ୍ଲାଇନରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସୋମବାରରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହା…
ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ
ଭୁବନେଶ୍ୱର - ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ । ଏଥିପାଇଁ ଆବେଦନକାରୀ ନିଜ ତରଫରୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ।
ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଜାତି ତଥା ଆବାସିକ ପ୍ରମାଣପତ୍ର…
ରାଜ୍ୟରେ ଏନ୍ଡିଆର୍ଏଫ୍ ପଏଣ୍ଟ ପ୍ରତିଷ୍ଠା ହେବ
ଭୁବନେଶ୍ୱର - ରାଜ୍ୟରେ ଏନ୍ଡିଆର୍ଏଫ୍ ପଏଣ୍ଟ ପ୍ରତିଷ୍ଠା ହେବ ପାଇଁ ସରକାର ପ୍ରସ୍ତାବ
ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏନ୍ଡିଆର୍ଏଫ୍ ଡିଜି ଏସ୍.ଏନ୍. ପ୍ରଧାନ ଭେଟିବା ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି । ଏନ୍ଡିଆର୍ଏଫ୍ର କାର୍ଯ୍ୟପନ୍ଥା ନେଇ ମୁଖ୍ୟମନ୍ତ୍ରୀ ଏବଂ…