ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

0 596

ଭୁବନେଶ୍ୱର ୨୫।୦୨।୨୦୨୦ – ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ଘଟଣାର ଆଇଜି ସ୍ତରୀୟ ତଦନ୍ତ
ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସ ଡିଜି ଶ୍ରୀ ଅଭୟ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

minakhi mishra

ଆଇଜି ରେଖା ଲୋହାନୀ ଏହି ଘଟଣାର ତଦନ୍ତ କରିବେ । ସୂଚନାଯୋଗ୍ୟ ଗତ ୧୨ ତାରିଖରେ ମିନାକ୍ଷୀ ବ୍ରହ୍ମପୁର ଏସ୍‍ପିଙ୍କୁ ଭେଟିବାକୁ ଯାଇଥିବାବେଳେ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ । ତେବେ ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଗତ ୨୦ ତାରିଖରେ ମୃତ୍ୟୁ ଘଟିଥିଲା ।

Leave A Reply