Browsing Category

ଓଡିଶା

ଯୁକ୍ତ ଦୁଇ ପରୀକ୍ଷା ପାଇଁ ହୋଇଛି ଏହି ପ୍ରସ୍ତୁତି

ଭୁବନେଶ୍ୱର - ଚଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ୧ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ଦେବେ । ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପରିଷଦର ନିର୍ଦ୍ଦେଶ ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସି.ସି.ଟି.ଭି.…

ଓଡ଼ିଶାର କାହ୍ନୁଙ୍କ ଇସାରାରେ ନାଚୁଛନ୍ତି ମୟୁର

କଟକ - କଟକ ଜିଲ୍ଲା ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକକ୍‍ ମ୍ୟାନ୍‍ ନାମରେ ଡାକୁଛନ୍ତି । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ ।…

ଓଡିଆ ଏବେ ଗୁଗୁଲ ଟ୍ରାନସଲେଟ୍‌ରେ ଉପଲବ୍ଧ

ଓଡ଼ିଆ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସୀ ଖବର । ଏବେ ବିଭିନ୍ନ ଭାଷାରୁ ଗୁଗୁଲ ଟ୍ରାନସଲେଟ୍‌ ମାଧ୍ୟମରେ ଓଡିଆକୁ ଅନୁବାଦ କରିହେବ । ଗୁଗୁଲ ଟ୍ରାନସ୍‌ଲେଟ୍‌ରେ ଏବେ ୫ଟି ନୂଆ ଭାଷାକୁ ଯୋଡା ଯାଇଛି । ସେମାନଙ୍କ ମଧ୍ୟରେ ଓଡିଆ ଅଛି । ଓଡ଼ିଆ ବ୍ୟତୀତ ତୁର୍କମେନ, ତାତାର,କିନୟାରଓ୍ୱାଣ୍ଡା…

 ଓଡ଼ିଶାରେ ମମତା ବାନାର୍ଜୀ

ପୁରୀ ୨୭।୦୨।୨୦୨୦ - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।  ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର  କରିଛନ୍ତି ।  ୩ ଦିନ ଧରି ସେ ପୁରୀରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି । ତାଙ୍କ ନିରାପତ୍ତା ଲାଗି କଡ଼ା ପୁଲିସ୍‍ ବ୍ୟବସ୍ଥା…

ହ୍ରାସ ପାଇଲା ବର୍ଷା ପ୍ରକୋପ – ଏହାପରେ ବଢିବ ଖରା

ଭୁବନେଶ୍ୱର ୨୭।୦୨ - ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ହ୍ରାସ ପାଇଛି । ତେବେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ରହିଥିବା ଦେଖାଦେଇଛି । ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ…

ଜଙ୍ଗଲକୁ ଫେରିଲା ମଣିଷ ମାରିଥିବା ଦନ୍ତା

ଭୁବନେଶ୍ୱର ୨୬।୦୨।୨୦୨୦୦ - ପିପିଲିରେ ୨ଦିନ ହେବ ୫ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ସୋମବାର ରାତିରେ ଚନ୍ଦକା ଜଙ୍ଗଲକୁ ଫେରିଯାଇଛି । ବନବିଭାଗ ପକ୍ଷରୁ ରବିବାରଠାରୁ ଦନ୍ତାହାତୀର ପିଛା କରାଯାଉଥିଲା । ସେହିଦିନ ପିପିଲିର ବିଭିନ୍ନ ଅଞ୍ଚଳରେ ଦନ୍ତା ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା…

ସ୍ୱର୍ଗଦ୍ୱାର ସହ ମିଶିଲା ଜମି

ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନକୁ ଲାଗି ରହିଥିବା ଗୋଟିଏ ପୂରୁଣା ଘର ସମେତ ୮ଟି ଦୋକାନ ଘରକୁ ଗତକାଲି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପରେ ମିଳିଥିବା ୧୫୪ ଡେସିମିଲ ଜମିକୁ ଶ୍ମଶାନ ସହିତ ମିଶାଇ ଦିଆଯାଇଛି। ଉଚ୍ଛେଦ ହୋଇଥିବା କୋଠା ଓ ଦୋକାନ ଘର ଜମିର ମାଲିକାନା …

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୫।୦୨।୨୦୨୦- ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କଟକ, ଯାଜପୁର,…

ରାଉରକେଲା ସହରକୁ ଜାତୀୟ ଓଡିଏଫ୍‍ ଡବଲପ୍ଲସ ମାନ୍ୟତା

ନୂଆଦିଲ୍ଲୀ ୨୫।୦୨।୨୦୨୦- ରାଉରକେଲା ସହରକୁ ଓଡିଏଫ୍‍ ଡବଲପ୍ଲସ ମାନ୍ୟତା ମିଳିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ୟୁସିଆଇ ସଂସ୍ଥା ରାଉରକେଲାରେ ସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଏବଂ ସାମଗ୍ରିକ ସଫେଇ କାର୍ଯ୍ୟକୁ ଆଧାର କରି ସର୍ବେକ୍ଷଣ କରିବା ପରେ ଏହି ମାନ୍ୟତା ମିଳିଛି ।…

ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ ପାଇବେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ -- ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ । ୪୦ରୁ ଊଦ୍ଧ୍ୱର୍ ପୁସ୍ତକ ରଚନା କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଏହି ଶ୍ରେଷ୍ଠ ହିନ୍ଦୀଗଳ୍ପ ପୁସ୍ତକରେ ୨୫ଟି…