Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କରୋନା ପାଇଁ ହ୍ୱାଟସ୍ଆପ୍ ନମ୍ବର ଲଞ୍ଚ୍ କଲେ ସରକାର -9013151515
ନୂଆଦିଲ୍ଲୀ - କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍ସ୍ଆପ୍ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍ଆପ୍ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା…
ଭଲଖବର- ଔଷଧ, କରୋନାରେ ଜାପାନୀ ଆଣ୍ଟି ଫ୍ଲୁ ଡ୍ରଗ କାମ କରୁଥିବା ଦାବି କଲା ଚୀନ୍
ବେଜିଂ - କୋରନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏବେ ଏହାର ସଫଳ ଚିକିତ୍ସା କରାଯାଉଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲୁ ମେଡିସିନ୍ ଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲି ମେଡିସିନ୍…
ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ – ଇଟାଲୀ ଫେରନ୍ତା ଓଡ଼ିଆ ଯୁବକ ଚିହ୍ନଟ
ଭୁବନେଶ୍ୱର -ଇଟାଲୀରୁ ଫେରିଥିବା ଜଣେ ଓଡିଆ ଯୁବକଙ୍କ ସ୍ୱାବରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲସନ୍ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଇଟାଲୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଇଥିଲା ମାତ୍ର ତାଙ୍କ ଶରୀରରେ କୌଣସି ଲକ୍ଷଣ…
କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା – ୨୦୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର ୧୪।୦୩- ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ଼୍-୧୯କୁ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ରାଜ୍ୟ କ୍ୟାବିନେଟ୍ର ଏକ…
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତକ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର ୧୪.୦୩ - ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
କରୋନା ପାଇଁ ରାଜ୍ୟରେ ଏ ସବୁ ଉପରେ କଟକଣା ଜାରି, ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର
ଭୁବନେଶ୍ୱର ୧୩।୦୩-ବର୍ତ୍ତମାନସୁଦ୍ଧା ଓଡ଼ିଶାରେ କୌଣସି ବ୍ୟକ୍ତି କରୋନା ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ି ନ ଥିଲେ ମଧ୍ୟ ବିଶ୍ୱବ୍ୟାପୀ ବିଶେଷକରି ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କୋଭିଡ଼୍-୧୯କୁ ବିପର୍ଯ୍ୟୟ…
୨୦୨୫ ଫେବୃୟାରୀ ସୁଦ୍ଧା ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ
ଭୁବନେଶ୍ୱର ୧୩.୦୩.୨୦୨୦- ଆସନ୍ତା ୨୦୨୫ ଫେବୃୟାରୀ ସୁଦ୍ଧା ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଏଥିପାଇଁ ରେଳବାଇ ପକ୍ଷରୁ ଦରକାର ଅନୁଯାୟୀ ଜମି ଅଧିଗ୍ରହଣ କରାଯାଉଛି । ଗତକାଲି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।
ବିଧାୟକ ମୋହନ ଚରଣ…
ରାଜ୍ୟ ସରକାର କିଣିବେ ୩୦୦ ନୂଆ ବସ୍
ଭୁବନେଶ୍ୱର ୧୩.୦୩.୨୦୨୦- ଆଗାମୀ ତିନି ବର୍ଷରେ ରାଜ୍ୟ ସରକାର ୩୦୦ଟି ବସ କିଣିବେ । ଏଥିପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାରରେ ବିଧାନସଭାରେ କହିଛନ୍ତି ।
ବିଧାୟକ ମୋହନ ଚରଣ ମାଝିଙ୍କ ଏ ସମ୍ପର୍କୀତ ଏକ…
ମହିଳାଙ୍କୁ ବଳି ଉଦ୍ୟମ ୩ ଜଣଙ୍କୁ ଗିରଫ କଲା ପୁଲିସ
ଖଇରା - ଏବେ ବି ସମାଜରୁ ଅନ୍ଧବିଶ୍ୱସ ଦୂର ହୋଇ ନାହିଁ । ଖଇରାରେ ନିଜ ଗର ବୋହୁ ବଳି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଦେଢଶୁରଓ ନଣନ୍ଦ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।
ଚିନ୍ମୟୀ ନାମକ ମହିଳା ଓ ତାଙ୍କ ପୁଅକୁ ଡାକିଥିଲେ ।…
ବାହାଘରରେ ବିଷାକ୍ତ ଚା ପିଇ ୧୫ ଅସୁସ୍ଥ
ବ୍ରହ୍ମପୁର – ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଂହ ପୁରରେ ଏକ ବିବାହ ଭୋଜିରେ ଚା ପିଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି ।
ଏହି ଚାରେ କିଛି ପଡିଯାଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଏକ ଦମ୍ପତି ଚାହା ପିଇ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ୧୦୮ ଆମ୍ବାଲାନ୍ସ ଯୋଗେ…