Browsing Category

ଓଡିଶା

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଗାଡି କଟକଣା କୋହଳ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ରାଜ୍ୟରେ ଲକ୍‍ଡାଉନ୍‍ ସମୟରେ ଅଣ୍ଡର୍‍ଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ଦେଇଥିବା ରାୟର ଆଜି ଏହାର ସଂଶୋଧନ  କରିଛନ୍ତି । କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।…

କରୋନା ମହାମାରୀର ମୁକାବିଲା -କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ

ନୂଆଦିଲ୍ଲୀ ୧୧-୦୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଶତପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଉଭୟ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟସେବା ବିକାଶ ଲାଗି ବିନିଯୋଗ କରାଯିବ । ଏହି ‘ଭାରତ କୋଭିଡ୍‍-୧୯ ଜରୁରୀ…

ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ  ଲୋକାର୍ପିତ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ  ଲୋକାର୍ପିତ କରିଛନ୍ତି । ଭୁବନେଶ୍ୱର ସମ୍‍ ହସ୍ପିଟାଲରେ ଏହି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା ସୁବିଧା କେନ୍ଦ୍ର ଉଦ୍‍ଘାଟିତ ହୋଇଛି । ଏଠାରେ ୫୨୫ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ପହ଼ଞ୍ଚିଲା

ଭୁବନେଶ୍ୱର ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହ଼ଞ୍ଚିଛି । ଭୁବନେଶ୍ୱର ବମିଖାଲରୁ ୩ ଜଣ କରୋନା ପଜେଟିଭ୍‌ ମିଳିଥିବା ବେଳେ ସୂର୍ଯ୍ୟ ନଗର କରୋନା ଆକ୍ରାନ୍ତଙ୍କ ପତ୍ନୀ, ଝିଅ, ଭଡାଟିଆଙ୍କ ସମେତ ୭ ଜଣଙ୍କୁ କରୋନା ହୋଇଛି । ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ପଜେଟିଭ୍‌ ,…

ନିଜାମୁଦ୍ଦିନରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିଥିବା ଲୋକମାନଙ୍କୁ ଠାବ କରି ସେମାନଙ୍କୁ…

ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିଥିବା ଲୋକମାନଙ୍କୁ ଠାବ କରି ସେମାନଙ୍କୁ ସଂଗରୋଧରେ ରଖିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ…

ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ୧୧ ଜଣ ନୋଡାଲ୍‍ ଅଧିକାରୀଙ୍କୁ ନିଯୁକ୍ତି

ଭୁବନେଶ୍ୱର ୩୦.୦୩ -   ଲକ୍‍ଡାଉନ୍‍ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ୧୧ ଜଣ ନୋଡାଲ୍‍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର,…

୧୪ ଦିନିଆ ପୃଥକବାସରେ ରହିବେ ଲକ୍‌ଡାଉନ୍‌ ଉଲ୍ଲଘଂନକାରୀ

ଭୁବନେଶ୍ୱର - ଲକ୍‍ଡାଉନ୍‍ ଉଲ୍ଲଙ୍ଘନକାରୀଙ୍କୁ ୧୪ଦିନିଆ ପୃଥକ କେନ୍ଦ୍ରରେ ରଖିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ୍‍ ଗୌବା ଏବଂ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟ ଶାସନ…

ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣ ଲୋକଙ୍କୁ ଠାବ କରାଯାଇପାରି ନାହିଁ

ଭୁବନେଶ୍ୱର ୩୦.୦୩- ରାଜ୍ୟରେ କରୋନା ସଂକ୍ରମଣଜନିତ ପଜିଟିଭ୍‍ ସଂଖ୍ୟା ପୂର୍ବଭଳି ୩ରେ ସୀମିତ ଅଛି ବୋଲି କୋଭିଡ଼୍‍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ୍‍ ବାଗ୍‍ଚୀ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରର ତୃତୀୟ କରୋନା ଆକ୍ରାନ୍ତ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ।…

ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ

ଭୁବନେଶ୍ୱର -  ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ । ପରେ ଏହା ଭୁବନେଶ୍ୱରରୁ…

କରୋନା ମୁକାବିଲା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର -  କରୋନା ମୁକାବିଲା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଥିବା ସୂଚନା ଦେଇଛନ୍ତି ଏହାର ନିର୍ଦେଶକ ଡାକ୍ତର ଗୀତାଂଜଳୀ ପଦ୍ମନାଭନ। ସେ କହିଛନ୍ତି ଯେ ଏମ୍ସ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ପ୍ରସ୍ତୁତ…