ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ୧୧ ଜଣ ନୋଡାଲ୍‍ ଅଧିକାରୀଙ୍କୁ ନିଯୁକ୍ତି

0 1,913

ଭୁବନେଶ୍ୱର ୩୦.୦୩ –   ଲକ୍‍ଡାଉନ୍‍ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ୧୧ ଜଣ ନୋଡାଲ୍‍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର, ତାମିଲ୍‍ନାଡ଼ୁ, ବିହାର, ଝାଡ଼ଖଣ୍ଡ,

କେରଳ, ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ପାଇଁ ୧୦ ଜଣଙ୍କୁ  ନିଯୁକ୍ତ କରାଯାଇଛି । ଏହାବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକ ନିମନ୍ତେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଅମିତାଭ୍‍ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave A Reply