Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କରୋନା- କେନ୍ଦ୍ର ସରକାରଙ୍କ ତାଲିକା: ଓଡିଶାର ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ
ଭୁବନେଶ୍ୱର - ପ୍ରତିଦିନ ଦେଶରେ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାର ଦେଶବ୍ୟାପି ସମସ୍ତ ଜିଲ୍ଲାର ତଥ୍ୟ ଆଧାରରେ ବିଭିନ୍ନ ଜୋନ୍ ଘୋଷଣା କରିଛନ୍ତି । ଅଧିକସଂକ୍ରମଣ ଥିବା ଜିଲ୍ଲାଗୁଡିକୁ ରେଡ୍ ଜୋନ୍ ଭାବେ ଚିହ୍ନଟ…
ମଧ୍ୟପ୍ରଦେଶରେ ଗୋଟିଏ ଖୁର ଓ ତଉଲିଆରେ ଚୁଟି ଦାଢି କାଟିଲେ, ସମସ୍ତେ କରୋନା ସଂକ୍ରମିତ
ଭୋପାଳ - ମଧ୍ୟପ୍ରଦେଶରେ ଜଣେ ସେଲୁନ୍ ବାଲା ଗୋଟିଏ ଖୁର ଓ ତଉଲିଆରେ ଅନେକ ଲୋକଙ୍କର ଚୁଟି ଓ ଦାଢି କାଟିଥିଲେ । ଏହାପରେ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ମଧ୍ୟପ୍ରଦେଶ ଖରଗାନେ ଜିଲ୍ଲାର ବଡଗାଁରେ କରୋନା ସଂକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ସେହି ଗାଁରେ…
ଲକଡ଼ାଉନ୍ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପ୍ରଭାତ ବିଶ୍ୱାଳ
ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ରାଜ୍ୟରେ ଲକ୍ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଘଡିସନ୍ଧି ମୂହୂର୍ତରେ ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ନିଜ କର୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା…
ଅକ୍ଷୟ ତୃତୀୟରେ ଆରମ୍ଭ ହୁଏ ରଥ କାଠ ଅନୁକୂଳ
ପୁରୀ-ଅକ୍ଷୟ ତୃତୀୟଠାରୁ ଶ୍ରୀମନ୍ଦିରର ରଥକାଠ ଅନୁକୂଳ ହୋଇଥାଏ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀନହର ନିକଟରେ ହୋଇଥିବା ରଥଖଳା ନିକଟରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଯଜ୍ଞ, ମନ୍ତ୍ରୋପଚାର ପରେ ରଥ କାଠ ଅନୁକୂଳ କରାଯାଏ . ଚଳିତ ବର୍ଷ ଲକ୍ଡାଉନ୍ ଯୋଗୁଁ ଶ୍ରୀମନ୍ଦିର…
ଅକ୍ଷୟ ତୃତୀୟାର ବିଶେଷତ୍ୱ
କୁହାଯାଏ ଆଜିର ଦିନରେ ସତ୍ୟଯୁଗର ଆରମ୍ଭ ହୋଇଥିଲା
ବେଦବ୍ୟାସ ଏବଂ ପ୍ରଭୁ ଶ୍ରୀ ଗଣେଶ ଆଜିର ଦିନରେ ମହାଭାରତ ଲେଖିବା ଆରମ୍ଭ କରିଥିଲେ
ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରିବା ଦ୍ୱାରା ଏହା ଶୁଭ ହୋଇଥାଏ
ଏହା ସହ ଘରକୁ ସୁଖ – ସମୃଦ୍ଧି…
ସିଦ୍ଧି ଓ ଶୁଦ୍ଧିର ଦିବସ ଅକ୍ଷୟ ତୃତୀୟା
ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନ ଓଡ଼ିଶା ଚାଷୀମାନେ ଅକ୍ଷି ମୁଠି ଅନକୂଳ କରିଥାଆନ୍ତି । ଏହି ଦିବସକୁ ଅତି ପବିତ୍ର ଓ ଶୁଭ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ଅକ୍ଷି ମୁଠି ଅନୁକୂଳ କଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ…
ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଚନ୍ଦନ ଯାତ୍ରା
ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳିନ୍ତି। ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଥାଏ। ମହାପ୍ରଭୁ ନରେନ୍ଦ୍ରରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ…
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର ୧୬.୦୪ - ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଛି ।
ଆଗକୁ ତାତି ଅଧିକ ବଢ଼ିବ ବୋଲି ପାଣିପାଗ ବିଭାଗ ଅନୁମାନ କରିବା ପରେ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ…
ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ମୋଟ୍ ୧୪ଟି ବିଷୟ ମଧ୍ୟରୁ ୮ଟିରେ ପରିବର୍ତ୍ତନ
ଭୁବନେଶ୍ୱର - ପାଠ୍ୟପୁସ୍ତକର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି । ମୋଟ୍ ୧୪ଟି ବିଷୟ ମଧ୍ୟରୁ ୮ଟିରେ ପରିବର୍ତ୍ତନ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାସ କହିଛନ୍ତି ।
ସେହି ୮ଟି ବିଷୟ ହେଉଛି ସାହିତ୍ୟସିନ୍ଧୁ, ସ୍କିଲ ଅଫ୍ କମୁନିକେଟିଭ୍ ଇଂଲିସ୍,…
କୃଷିପାଇଁ ‘ଆମ କୃଷି’ ସେବାର ହେଲ୍ପଲାଇନ୍ ନମ୍ବର ଜାରି
ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫସଲ ଅମଳ,
ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ କଟକଣାମୁକ୍ତ କରିଛନ୍ତି । ‘ଆମ କୃଷି’ ଓ ‘ଏମ୍ କିଷାନ’ ମାଧ୍ୟମରେ କୃଷି ବିଭାଗ
ପକ୍ଷରୁ ଦିଆଯାଇଥିବା ବିଭିନ୍ନ ମାର୍ଗଦର୍ଶିକାରୁ…