Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆର୍ଥିକ ପ୍ୟାକେଜ୍ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂଆ ଆଶା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର - କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥନୀତିକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂଆ ଆଶା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।…
ଆଇ.ଏସ୍. ସ୍ତରରେ ଛୋଟ ଅଦଳବଦଳ
ଭୁବନେଶ୍ୱର - ରାଜ୍ୟ ସରକାର ବରିଷ୍ଠ ଆଇ.ଏସ୍. ସ୍ତରରେ ବୁଧବାରରେ ଅଦଳବଦଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ ଏବଂ ବିଷ୍ଣୁପଦ…
ସାମୁଦ୍ରିକ ବାତ୍ୟା -ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନିଭୂତ
ଭୁବନେଶ୍ୱର - ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନିଭୂତ ହୋଇ ଅବପାତରେ ପରିଣତ ହେବା ପରେ ଆସନ୍ତା ୧୬ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ଓଡ଼ିଶା ଆଡ଼କୁ ମୁହାଁଇବ କି ନାହିଁ ତାହା ଏ…
ରାଜ୍ୟରେ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଦାଏର ଜନସ୍ୱାର୍ଥ ମାମଲା ଶୁଣାଣି କରି ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର…
କଟକ - ରାଜ୍ୟରେ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଦାଏର ଜନସ୍ୱାର୍ଥ ମାମଲା ଶୁଣାଣି କରି ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି…
ରାଜ୍ୟରେ ଅନଲାଇନରେ ଶିକ୍ଷାଦାନ କରାଯାଉଥିବା ବିଦ୍ୟାଳୟଗୁଡିକରେ ସମସ୍ତ ଛାତ୍ରଛାତ୍ରୀ ଯେପରି ଏହି ସୁବିଧା ପାଇପାରିବେ …
କଟକ - ରାଜ୍ୟରେ ଅନଲାଇନରେ ଶିକ୍ଷାଦାନ କରାଯାଉଥିବା ବିଦ୍ୟାଳୟଗୁଡିକରେ ସମସ୍ତ ଛାତ୍ରଛାତ୍ରୀ ଯେପରି ଏହି ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଫି ଛାଡ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଉଭୟ କେନ୍ଦ୍ର ଓ ରାଜ୍ୟ…
କଟକରୁ ଭୁବନେଶ୍ୱର ଗଡିଲା ବସ୍
କଟକ - ରାଜ୍ୟ ସଡକ ପରିବହନ ନିଗମର ଏକ ବସ କଟକରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଛି । ବସଟି ସିଡିଏ ସେକ୍ଟର-୯ରୁ
ବାହାରି ସତୀ ଚୌରୀ, ବାଦାମବାଡି ଦେଇ ଯାତ୍ରା କରିଛି। ବସଟିକୁ ସଂପୂର୍ଣ ସାନିଟାଇଜ କରା ଯାଇଥିବା ସହ ସେଥିରେ ଯାତ୍ରା କରିଥିବା ସମସ୍ତ ଯାତ୍ରୀ ମାସ୍କ ପରିଧାନ କରିଥିଲେ।…
ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି
ପୁରୀ - ପୁରୀ ରଥଖଳାରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ବୁଧବାରରେ ଆରମ୍ଭ ହୋଇଛି । ଜୁନ୍ ୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କର ସ୍ନାନଯାତ୍ରା ଓ ଅଣସର ନୀତି ସମ୍ପର୍କରେ ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ମୁଖ୍ୟ…
ବିଶ୍ୱ ସେବିକା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସଂଗ୍ରାମର ଆଗଧାଡିର ଯୋଦ୍ଧା…
କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
-
ବିଶ୍ୱ ସେବିକା ଦିବସ ଅବସରରେ ମାନ୍ୟବର…
ମେ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ
ଭୁବନେଶ୍ୱର - ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି ।
ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ମୂଲ୍ୟାୟନରେ ୨୩ହଜାର ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ପ୍ରତିବର୍ଷ ୧୭ହଜାର…
ରାଜ୍ୟର କରୋନା ସମ୍ପର୍କୀତ ଅପଡେଟ୍
ଭୁବନେଶ୍ୱର - କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି…