Browsing Category

ଓଡିଶା

ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ପରେ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍‍ ଗୁଡ଼ିକ ପାଇଁ ନୂଆ…

ଭୁବନେଶ୍ୱର -  ରାଜ୍ୟରେ ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍‍ ଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କରୋନା ସଂକ୍ରମଣ ଚିହ୍ନଟ ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି । ନିର୍ଦ୍ଦେଶାବଳୀ…

କରୋନା ରୋଗୀଙ୍କୁ ଚିକିତ୍ସାକୁ ନେଇ ବିବାଦିତ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର - ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ବିବାଦରେ ଥିବା ବିଧାନସଭା ଡିସ୍‍ପେନସରୀରେ ଡାକ୍ତର ଲଳିତ ବେହେରାଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ଆଇନ୍‍ ଅନୁଯାୟୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାପାଇଁ କାମ ଆରମ୍ଭ

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ଭୁବନେଶ୍ୱରର ୨ଟି ଘରୋଇ ହସ୍ପିଟାଲରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବା ପରେ କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ବୈଷୟିକ ମହାବିଦ୍ୟାଳୟରେ ୫୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ…

ପୃଥିବୀରେ ୬ ଲକ୍ଷ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ - କରୋନା ଭୂତାଣୁ ସଂକ୍ରମଣରେ ସର୍ବଶେଷ ସୂଚନା ଅନୁଯାୟୀ ବିଶ୍ୱବ୍ୟାପୀ ୫ଲକ୍ଷ ୯୪ହଜାର ୭୯୧ଜଣ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୩୩ହଜାର ୬ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ୨୭ହଜାର ୨୫୫ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ସର୍ବାଧିକ ୧ଲକ୍ଷ ୨ହଜାର ୫୬୮ଜଣ ସଂକ୍ରମିତ ହୋଇଥିବାବେଳେ…

ଲକ୍‌ଡାଉନ୍‌ ସମୟରେ ୨ହଜାର ୨ ଶହ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ରାଜ୍ୟରେ ଲକ୍‍ଡାଉନ୍‍ ସମୟରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ୨ ହଜାର ୨ ଶହ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଏଥିରେ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ସମସ୍ତ…

ହେଲ୍‍ପ୍‍ ଲାଇନ୍‍ ନମ୍ବର ହେଉଛି ୧୫୫୩୩୫ ଅତ୍ୟାବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ‘ସାଧନ’ ହେଲ୍‍ପ୍‍ ଲାଇନ୍‍

ଭୁବନେଶ୍ୱର - ରାଜ୍ୟରେ ଅତ୍ୟବଶ୍ୟକ ସାମଗ୍ରୀ ବିଷୟରେ ତଥ୍ୟ ପାଇବାପାଇଁ ରାଜ୍ୟ ସରକାର ‘ସାଧନ’ ହେଲ୍‍ପ୍‍ ଲାଇନ୍‍ ଆରମ୍ଭ କରିଛନ୍ତି । ସେହି ହେଲ୍‍ପ୍‍ଲାଇନ୍‍ ନମ୍ବର ହେଉଛି ୧୫୫୩୩୫ । ଅନ୍ୟପକ୍ଷରେ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ଥିବା ଲୋକଙ୍କ ଘର ବାହାରେ ଷ୍ଟିକର୍‍ ଲଗାଯିବାକୁ…

କଡା କଡି ଭାବେ ପାଳନ କରାଯିବ ଲକ୍ ଡାଉନ୍‌

ଭୁବନେଶ୍ୱର - ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବାବେଳେ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ଜନତା କର୍ଫ୍ୟୁ ସହିତ ରାଜ୍ୟରେ କେତେକ ଜିଲ୍ଲା ଓ ସହରରେ ଲକ୍‍ଡାଉନ୍‍ ଘୋଷଣା…

କରୋନା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ନକରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ ୨୩.୦୩ - କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ତରଫରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ନକରିବାକୁ କୁହାଯାଇଛି । କୋର୍ଟ କାର୍ଯ୍ୟ ବନ୍ଦ କରାଯାଇଥିବାବେଳେ ହାଇକୋର୍ଟଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ପାଳିକରି ଆସିବାକୁ ନିର୍ଦ୍ଦେଶ …

କରୋନା ପାଇଁ ଟ୍ରେନ ଓ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର - କରୋନା ଭୂତାଣୁ ସଂକ୍ରମଣ ଦେଶବ୍ୟାପୀ ଏକ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବା ସମୟରେ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି । ଏହି କ୍ରମରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ…

ଲକ୍‍ଡାଉନ୍‍ ନମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ ୨୪.୦୩- କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଲକ ଡାଉନ ଘୋଷଣା କରା ଯାଇଛି। ତେବେ ଲକ ଡାଉନ ସମୟରେ ନିୟମ ଉଲ୍ଲଂଘନକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାର…