Browsing Category

ଓଡିଶା

ଷଣ୍ଢ ଆକ୍ରମଣରେ ଯୁବକ ମୃତ

ବାଲେଶ୍ୱର - ବାଲେଶ୍ୱର ସୋରରେ ହୋଲି ଅବସରରେ ଏକ ଅଘଟଣ ହୋଇଯାଇଛି । ବାଇକ୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଷଣ୍ଢ ଆକ୍ରମଣ କରିଥିଲା । ତିନୋଟି ଷଣ୍ଢ ଏହି ସ୍ଥାନରେ ଲଢେଇ କରୁଥିଲେ । ଯୁବକ ଜଣଙ୍କ ରାସ୍ତାରେ ପଡିଯିବାରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା ।…

କରୋନା ନ ବ୍ୟାପିବା ପାଇଁ ନିଅନ୍ତୁ ଏହି ପଦକ୍ଷେପ – ସରକାର ଜାରି କଲେ ମାର୍ଗ ଦର୍ଶିକା

ମାସ୍କ ବ୍ୟବହାର କଲେ ଭଲ ମାତ୍ର କରୋନା ଭାଇରସ୍ ବ୍ୟାକ୍ଟେରିଆଠାରୁ ସାନା। ଏହା ମାସ୍କରେ ଥିବା ଛିଦ୍ର ମଧ୍ୟ ଦେଇ ଯିବାର ସମ୍ଭାବନା ଅଛି । ତେଣୁ ମାସ୍କ ବ୍ୟବହାର କରିବା ପରେ ଏହାକୁ ଠିକ୍‌ ବାବରେ ନଷ୍ଟ କରିବା ଆବଶ୍ୟକ । ତେବେ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ…

କରୋନାରୁ ସୁରକ୍ଷା – ପୁରୀରେ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ସରକାର ନେଲେ ଏହି ପଦକ୍ଷେପ

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିସହ ହୋଟେଲମାନଙ୍କୁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି । ବିଦେଶୀ…

କୋରନା ସତର୍କତା ପାଇଁ ନିହାତି ପଢନ୍ତୁ – ସରକାର ଜାରି କଲେ ଏହି ମାର୍ଗ ଦର୍ଶିକା

ବିଶ୍ୱବ୍ୟାପୀ କାୟା ବିସ୍ତାର କରିଚାଲିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସମସ୍ତ ଦେଶକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ଅଦ୍ୟାବଧି ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୩…

ସମସ୍ତ ଜିଲ୍ଲାରେ ହେବ  ପେନ୍‍ସନ ଅଦାଲତ – ଏହି ତାରିଖରେ ହେବ

ଭୁବନେଶ୍ୱର --  ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ବକେୟା ପେନ୍‍ସନ ମାମଲାର ଆଶୁ ସମାଧାନ ପାଇଁ ଆସନ୍ତା ୧୫ତାରିଖରେ ପ୍ରତି ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପେନ୍‍ସନ୍‍ ଅଦାଲତ ଅନୁଷ୍ଠିତ ହେବ । ଶିକ୍ଷକ ଓ କର୍ମଚାରୀମାନଙ୍କ ଅବସରକାଳୀନ ତଥ୍ୟ ଠିକ୍‍ଭାବେ…

ସିସି ଟିଭି ସ୍କାନରରେ ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ର – ଅଧ୍ୟାପକ ବି ନେଇ ପାରିବେନି ମୋବାଇଲ୍‌

ଭୁବନେଶ୍ୱର -- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ୧ ହଜାର ୧୪୩ଟି କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରିଷଦର ନିର୍ଦ୍ଦେଶ ଅନୁସାରେ ପରୀକ୍ଷାରେ ଶାନ୍ତି ଶୃଙ୍ଖଳା ଏବଂ ସ୍ୱଚ୍ଛତା…

ସିଙ୍ଗାପୁରରୁ ଆସିଥିବା ଓଡ଼ିଆ ଦମ୍ପତିଙ୍କୁ କରୋନା ସନ୍ଦେହ -ଏସ୍‌ସିବିରେ ଭର୍ତ୍ତି

କଟକ -- ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁରେ ଆମ ଦେଶର ପାଖାପାଖି ୫ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁକୁ ନେଇଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ରକଳ୍ପର ଉଦ୍‍ଘାଟନ କରିବା ସହ ୧୦୨ ପ୍ରକଳ୍ପର ଶିଳାନ୍ୟାସ…

ସୁନ୍ଦରଗଡ --- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ରକଳ୍ପର ଉଦ୍‍ଘାଟନ କରିବା ସହ ୧୦୨ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଉଦ୍‍ଘାଟିତ ହୋଇଥିବା ପ୍ରକଳ୍ପର ମୂଲ୍ୟ ୪୯୪ କୋଟି ୪୩ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହା ମଧ୍ୟରେ ସୁନ୍ଦରଗଡର ଇବ୍‍ ନଦୀ କୂଳରେ ୮୫କୋଟି…

ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ଥାନ ଆଶାତୀତ ଭାବେ ବୃଦ୍ଧି ପାଇଛି

ନୂଆଦିଲ୍ଲୀ -- ଶିକ୍ଷା ଜରିଆରେ କନ୍ୟା ଓ ମହିଳାମାନଙ୍କ ସଶକ୍ତିକରଣର ଗତିଶୀତଳତାକୁ ଆହୁରି ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ରଅଭିଯାନର ଶୁଭାରମ୍ଭ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ସମଗ୍ର ଦେଶର ସ୍କୁଲ…

ରାଜ୍ୟର କେତକ ସ୍ଥାନରେ ବର୍ଷା ପରେ ବଢିବ ଗରମ

ଭୁବନେଶ୍ୱର --- ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିଲେ ମଧ୍ୟ ଆସନ୍ତା ଦୁଇ ଦିନ ପରେ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେବେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ…