ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ପହ଼ଞ୍ଚିଲା

0 1,176

ଭୁବନେଶ୍ୱର ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହ଼ଞ୍ଚିଛି । ଭୁବନେଶ୍ୱର ବମିଖାଲରୁ ୩ ଜଣ କରୋନା ପଜେଟିଭ୍‌ ମିଳିଥିବା ବେଳେ ସୂର୍ଯ୍ୟ ନଗର କରୋନା ଆକ୍ରାନ୍ତଙ୍କ ପତ୍ନୀ, ଝିଅ, ଭଡାଟିଆଙ୍କ ସମେତ ୭ ଜଣଙ୍କୁ କରୋନା ହୋଇଛି । ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ପଜେଟିଭ୍‌ , କଟକରୁ ଜଣେ ଓ ଭଦ୍ରକରୁ ଦୁଇ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଏବେ ଭୁବନେଶ୍ୱର କଟକ ଓ ଭଦ୍ରକରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହା ସହ ସୂର୍ଯ୍ୟ ନଗର ଓ ବମିଖାଲ ଅଞ୍ଚଳକୁ ସିଲ୍‌ କରାଯାଇଛି ।

Leave A Reply