Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜାଣନ୍ତୁ – ରାଜ୍ୟ ବଜେଟ୍ରେ କାହା ପାଇଁ ଦିଆଯାଇଛି କେତେ ଅର୍ଥ
ଭୁବନେଶ୍ୱର ୧୯।୦୨- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାରରେ ଓଡ଼ିଶା ବିଧାନସଭାରେ ୨୦୨୦-୨୧ଆର୍ଥିକ ବର୍ଷପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ବଜେଟ୍ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ସର୍ବାଧିକ ଲୋକଙ୍କୁ…
ସବୁ ସରକାରୀ କାମ ଏବେ ଅନ୍ଲାଇନ୍ରେ ହେବ- ଲୋକ ଯିବେ ନାହିଁ ସରାକାରୀ ଅଫିସ୍
ଭୁବନେଶ୍ୱର -- ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକ ସରକାରୀ କାର୍ଯ୍ୟାଳୟକୁ ଯିବେନାହିଁ । ସବୁ କାରବାର ଅନ୍ଲାଇନରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସୋମବାରରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହା…
ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ
ଭୁବନେଶ୍ୱର - ସରକାରୀ ଚାକିରି ପାଇଁ ଆବେଦନକାରୀ ଜାତି କିମ୍ବା ଆବାସିକ ପ୍ରମାଣପତ୍ର ଦାଖଲ କରିବା ଏଣିକି ବାଧ୍ୟତାମୂଳକ ନୁହେଁ । ଏଥିପାଇଁ ଆବେଦନକାରୀ ନିଜ ତରଫରୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ।
ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଜାତି ତଥା ଆବାସିକ ପ୍ରମାଣପତ୍ର…
ରାଜ୍ୟରେ ଏନ୍ଡିଆର୍ଏଫ୍ ପଏଣ୍ଟ ପ୍ରତିଷ୍ଠା ହେବ
ଭୁବନେଶ୍ୱର - ରାଜ୍ୟରେ ଏନ୍ଡିଆର୍ଏଫ୍ ପଏଣ୍ଟ ପ୍ରତିଷ୍ଠା ହେବ ପାଇଁ ସରକାର ପ୍ରସ୍ତାବ
ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏନ୍ଡିଆର୍ଏଫ୍ ଡିଜି ଏସ୍.ଏନ୍. ପ୍ରଧାନ ଭେଟିବା ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି । ଏନ୍ଡିଆର୍ଏଫ୍ର କାର୍ଯ୍ୟପନ୍ଥା ନେଇ ମୁଖ୍ୟମନ୍ତ୍ରୀ ଏବଂ…
ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରାଯିବା ଉଚିତ ନୁହେଁ – ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ
ଭୁବନେଶ୍ୱର - ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରାଯିବା ଉଚିତ ନୁହେଁ । ସୁବ୍ୟବସ୍ଥିତ ଭାବେ ପରୀକ୍ଷା କରିବାକୁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।
ଯୁକ୍ତଦୁଇ ପାଠ୍ୟକ୍ରମର ପ୍ରଥମବର୍ଷ ପରୀକ୍ଷାକୁ ନେଇ…
ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ରବିବାରଠାରୁ ଖୋଲିବ
ଭୁବନେଶ୍ୱର ୦୪ ଜାନୁଆରୀ - ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ରବିବାରଠାରୁ ଖୋଲିବ । ଏହା ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ଦେଇଛନ୍ତି ।
ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍…
ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଗ୍ରହଣ
କଟକ ୦୪।୦୧ - ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ଗ୍ରହଣ କରିଛନ୍ତି। ତେବେ ଜାନୁଆରୀ ୪ ତାରିଖ ଶନିବାର କୋର୍ଟ କାର୍ଯ୍ୟ ଦିବସ ନ ଥିବାରୁ ଗତକାଲି ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ହାଇକୋର୍ଟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା…
ସୋମବାରଠାରୁ ପ୍ରବଳ ଶୀତ ଅନୁଭୂତ ହେବ
ଭୁବନେଶ୍ୱର ୦୪ ।୦୧ - ଗତ ଦୁଇଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ପାଣିପାଗରେ ପରିବର୍ତ୍ତନ ଘଟି ପାଗ କୋହଲା ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ସୋମବାରଠାରୁ…
ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ
ପୁରୀ - ଜୟ ଜଗନ୍ନାଥ , ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପ୍ରାୟ ୧୧୩ ଜଣ ପାକିସ୍ତାନୀ ହିନ୍ଦୁ ପୁରୀରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର
ଆୟୋଜନରେ ଏହିସବୁ ପାକିସ୍ତାନୀ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ପୁରୀକୁ…
ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଶା ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ
କଟକ ୦୪।୦୧ - କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଶା ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ…