Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡିଶା ସରକାରଙ୍କ ନିର୍ଦେଶ- ସ୍କୁଲ ବସ୍ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର - ବିଭିନ୍ନ ବେସରକାରୀ ଓ ଇଂଲିଶ ମିଡିୟମ ସ୍କୁଲର ସ୍କୁଲ ବସ୍ ରହିଛି । କେତକ ସ୍କୁଲ ବସ୍ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ଯାଉଛନ୍ତି । ଅନେକ ସମୟରେ ଛୋଟ ପିଲା ଛିଡା ହୋଇଯାତ୍ରା କରୁଛନ୍ତି।
ପ୍ରାଇଭେଟ୍ ବା ବେସରକାରୀ ସ୍କୁଲର ସ୍କୁଲ ବସ୍ରେ ଆବଶ୍ୟକତାକରୁ ଅଧିକ…
ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ
ବାଲେଶ୍ୱର - ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରାଯାଇଛି । ଗତକାଲି ସନ୍ଧ୍ୟା ୭ଟାରୁ ୭ଟା ୧୫ ମିନିଟ୍ ମଧ୍ୟରେ ଏଲ୍.ସି.-୩ ପରୀକ୍ଷଣ କେନ୍ଦ୍ରରୁ ଏହାର ଉତ୍କ୍ଷେପଣ କରାଯାଇଥିଲା । ଏକହଜାର କିଲୋଗ୍ରାମ ଓଜନ ବିଶିଷ୍ଟ!-->…
ଅଭୟଙ୍କୁ ପୁଲିସ୍ ଡିଜି ,ସୁନୀଲ ରାୟଙ୍କୁ ହୋମ୍ଗାର୍ଡ଼ ଏବଂ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି
ଭୁବନେଶ୍ୱର - ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ନ୍ୟାସନାଲ୍ ପୁଲିସ୍ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଭୟ ପୁଲିସ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ!-->…
କୁନ୍ଦଲୀ ମାମଲାର ହେବ ଏସ୍ଆଇଟି ତଦନ୍ତ
କଟକ - କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ୍ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍. ଜାଭେରୀ ଓ ଜଷ୍ଟିସ କେ. ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରି ଏହି ଘଟଣାରେ ସ୍ପେଶାଲ ଇନ୍ଭେଣ୍ଟିଗେସନ ଟିମ୍ (ଏସ୍ଆଇଟି) ଗଠନ କରିବା ପାଇଁ ନିର୍ଦ୍ଦେଶ…
ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ
ଭୁବନେଶ୍ୱର - ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ସମ୍ପର୍କୀତ ପ୍ରସ୍ତାବ ଗୃହୀତ କରିବେ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଗୃହରେ…
ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ରାଜ୍ୟାରେ ୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ, ୫ ଜଣଙ୍କର ମୃତ୍ୟୁ ସୂଚନା
ଭୁବନେଶ୍ୱର - ବାତ୍ୟା ବୁଲ୍ବୁଲ୍ର ପ୍ରଭାବରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋଟ୍ ନଷ୍ଟ ହୋଇଥିବା ଫସଲ ମଧ୍ୟରୁ ୨ଲକ୍ଷରୁ ଊଦ୍ଧ୍ୱର୍ ହେକ୍ଟର ଜମିରେ ୩୩…
ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି
ଭୁବନେଶ୍ୱର ୧୦।୧୧ - ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜଗତ୍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ…
ବୁଲବୁଲ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା
ଭୁବନେଶ୍ୱର - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ୍’ ବର୍ତ୍ତମାନ ପାରାଦ୍ୱୀପଠାରୁ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତର ଦକ୍ଷିଣ ଆଡ଼କୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ…
ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ବଙ୍ଗଳାଦେଶ ଆଡକୁ ମୁଁହଉଛି
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ “ବୁଲ୍ବୁଲ୍” ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତିକରୁଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା…
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ବୁ୍ଲ୍ବୁଲ୍’ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବାର…
ଉ ତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ବୁ୍ଲ୍ବୁଲ୍’ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର
ପ୍ରଭାବରେ ଉପକୂଳ ତଥା ଉତ୍ତର ଓଡ଼ିଶାରେ ପବନ ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା…