Browsing Category

ଓଡିଶା

ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ

ଭୁବନେଶ୍ୱର - ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି । ଚଳିତ ବର୍ଷ ଏଥିରେ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ସପ୍ତାହକ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଶେଷକରି ଟାଙ୍ଗୀ ରେଞ୍ଜ୍‍ର ମଙ୍ଗଳାଯୋଡ଼ି, ଚିଲିକା…

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା

କ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସାରା  ରାଜ୍ୟରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଜାରି ରହିଥିବାବେଳେ ଆଜି ମଧ୍ୟ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ରାଜ୍ୟର ୮ଟି ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । କଟକ ଓ…

ବିଜେପୁରରେ ପୁଣି ଶଙ୍ଖନାଦ- ନିଶ୍ଚିତ ବଡ ବିଜୟ ଅଭିମୁଖେ ବିଜେଡି

ବିଜେପୁର - ବିଜେପୁରରେ ବଡ ବିଜୟ ଅଭିମୁଖେ ବିଜେଡି । ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ରୀତା ସାହୁ ୭୭୩୫୯ ଖଣ୍ଡ ପାଇଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୧୨୩୩, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୩୦୭୪ ଭୋଟ ପାଇଛନ୍ତି । ରୀତା ସାହୁ ବଡ ବିଜୟ…

ବିଭିନ୍ନ ଚାକିରି ଓ ସରକାରୀ କାର୍ଯ୍ୟପାଇଁ income and caste certificate ଆୟ ଏବଂ ଜାତିଗତ ପ୍ରମାଣପତ୍ର ପାଇଁ ଏଣିକି…

ଭୁବନେଶ୍ୱର - ଆୟ ଏବଂ ଜାତିଗତ ପ୍ରମାଣପତ୍ର ପାଇଁ ଏଣିକି ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ । ଗତକାଲି ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ରାଜ୍ୟ କ୍ୟାବିନେଟ୍‍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ

ପୁରୀ - ପୁରୀ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ କିଛିଦିନର ବ୍ୟବଧାନ ପରେ ସହରର କେନ୍ଦ୍ରସ୍ଥଳରେ ଥିବା ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ  ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟରେ ୧୦…

ଦୁର୍ଘଟଣାରେ ପ୍ରଥମ ୪୮ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ନେଲେ ପଦକ୍ଷେପ

ଭୁବନେଶ୍ୱର - ଦୁର୍ଘଟଣାରେ ପ୍ରଥମ ୪୮ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ଗୋଟିଏ କଲ୍‍ ସେଣ୍ଟରରୁ ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ସେବା ପରିଚାଳିତ ହେବ । ଫଳରେ ଆହତମାନଙ୍କୁ ସହଜରେ ମାଗଣା ଆମ୍ବୁଲାନ୍ସ ସେବା ମିଳିପାରିବ ।…

ଦିନ ଗୋଟାଏ ସୁଦ୍ଧା ବିଜେପୁରରେ ୩୭ ପ୍ରତିଶତ ମତଦାନ

ବିଜେପୁର - ଦିନ ଗୋଟାଏ ସୁଦ୍ଧାର ବିଜେପୁରରେ ୩୭ ପ୍ରତିଶତ ମତଦାନ ହୋଇଛି । ମତଦାନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଥିଲା । ବିଜେପୁରରେ ମୋଟ ୨,୩୨,୨୬୪ଜଣ ମତଦାତା ଅଛନ୍ତି । ମହିଳାଙ୍କ ଭୋଟରଙ୍କ ସଂଖ୍ୟା ୧,୧୨,୧୧୪ ପୁରୁଷ ଭୋଟରଙ୍କ ସଂଖ୍ୟା…

୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ

ବିଜେପୁର - ୨୦।୧୦- ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଗତକାଲି ସଂଧ୍ୟାରେ ମଧ୍ୟ ପ୍ରଚାର ଶେଷ ହୋଇଛି । ଭୋଟଗ୍ରହଣ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆପାତତଃ ଚୂଡାନ୍ତ ହୋଇଛି । ଏନେଇ ଗତକାଲି…

୧୮ ତାରିଖରେ ବିଜେପୁରରେ ହାଇଭୋଲଟେଜ୍‌ ପ୍ରଚାର

ବିଜେପୁର - ବିଜେପୁର ରେ ୧୮ ତାରିଖରେ ହାଇଟେକ୍‌ ସହ ହାଇଭୋଲଟେଜ୍‌ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିବ । ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ।…

ବିଜେପୁରରେ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର

ବିଜେପୁର - ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ହାଇଟେକ୍‌ ବସ୍‌ ସାହାଯ୍ୟରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନବୀନ ପ୍ରଚାର କରିବେ । ୨୦୧୯…