ବିଜେପୁର – ବିଜେପୁରରେ ବଡ ବିଜୟ ଅଭିମୁଖେ ବିଜେଡି । ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ରୀତା ସାହୁ ୭୭୩୫୯ ଖଣ୍ଡ ପାଇଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୧୨୩୩, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୩୦୭୪ ଭୋଟ ପାଇଛନ୍ତି । ରୀତା ସାହୁ ବଡ ବିଜୟ ଅଭିମୁଖେ ଆଗେଇ ଚାଲିଛନ୍ତି ।
ପ୍ରଥମ ରାଉଣ୍ଡ ଗଣତିରୁ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡରୁ ୪୭୮୮ ଖଣ୍ଡ ଭୋଟ୍ । ବିଜେପି ୨, ୨୧୭ ଖଣ୍ଡ ଭୋଟ୍ , କଂଗ୍ରେସ ୩୧୭ ଖଣ୍ଡ ଭୋଟ୍ ପାଇଥିଲେ