ଦିନ ଗୋଟାଏ ସୁଦ୍ଧା ବିଜେପୁରରେ ୩୭ ପ୍ରତିଶତ ମତଦାନ

0 860

ବିଜେପୁର – ଦିନ ଗୋଟାଏ ସୁଦ୍ଧାର ବିଜେପୁରରେ ୩୭ ପ୍ରତିଶତ ମତଦାନ ହୋଇଛି । ମତଦାନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଥିଲା ।

ବିଜେପୁରରେ ମୋଟ ୨,୩୨,୨୬୪ଜଣ ମତଦାତା ଅଛନ୍ତି । ମହିଳାଙ୍କ ଭୋଟରଙ୍କ ସଂଖ୍ୟା ୧,୧୨,୧୧୪ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୦,୧୩୫ ରହିଛି, ୧୫ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

Leave A Reply