ବିଜେପୁର – ବିଜେପୁର ରେ ୧୮ ତାରିଖରେ ହାଇଟେକ୍ ସହ ହାଇଭୋଲଟେଜ୍ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିବ । ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ହାଇଟେକ୍ ବସ୍ ସାହାଯ୍ୟରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନବୀନ ପ୍ରଚାର କରିବେ ।
ଶୁକ୍ରବାରରେ ବିଜେପ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ବଜେପି ଏଥର ପୁଣିଥରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ।
ଆସନ୍ତା ମାସ୨୧ ତାରିଖରେ ମତଦାନ ହେବ। ଏଠାରେ ୨୪ ତାରିଖରେ ଭୋଟ ଗଣତି ହେବ