ହରିୟାନା ନିର୍ବାଚନ ଗତ ଥର କିଏ କେତେ ଆସନ ଜିତିଥିଲା ।

0 1,733

ହରିୟାନା ଉତ୍ତର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ . ୨୦୧୪ ନିର୍ବାଚନରେ ବିଜେପି-୪୭, ଆଇଏଡ଼ଏଲଡ଼ି-୧୯ ଓ କଂଗ୍ରେସ ୧୫ଟି ଆସନ ଜିତିଥିଲେ ।

ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା । ମନୋହର ଲାଲ ଠକ୍କର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ହରିୟାନାରେ ୯୦ଟି ଆସନ ରହିଛି ।

ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ । ୨୪ ତାରିଖରେ ଭୋଟ୍‌ ଗଣତି କରାଯିବ ।

Leave A Reply