୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ
ବିଜେପୁର - ୨୦।୧୦- ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ
ଥିବାବେଳେ ଗତକାଲି ସଂଧ୍ୟାରେ ମଧ୍ୟ ପ୍ରଚାର ଶେଷ ହୋଇଛି । ଭୋଟଗ୍ରହଣ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆପାତତଃ ଚୂଡାନ୍ତ ହୋଇଛି । ଏନେଇ ଗତକାଲି…