ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣ ଷ୍ଟାର ପ୍ରଚାରକ

0 1,585

ବିଜେପୁର – ବିଜେପୁର ପାଇଁ ଏଥର କଂଗ୍ରେସ ଜୋରଦାର ପ୍ରୟାସ କରିଛି । ଏଥର ବିଜେପୁରର କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଏଥିପାଇଁ ବରିଷ୍ଠ ନେତାମାନେ ବିଜେପୁରରେ ଘନ ଘନ ପ୍ରଚାର ଚଳାଇଛନ୍ତି ।

ବିଜେପୁରରେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧିଙ୍କ ନାମ ରହିଛି ।

ସେହିପରି ଦଳ ଜିତେନ୍ଦ୍ର ସିଂହ, ଟିଏସ ସିଂହଦେଓଙ୍କ ସମେତ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଷ୍ଟାର ପ୍ରଚାରକ ଭାବେ ଘୋଷଣା କରିଛି ।

Leave A Reply