Browsing Category

ଓଡିଶା

ଜେଇଇ ମେନ୍‍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ ,ଅକ୍ଟୋବର ୧୪ରୁ ୨୦ ତାରିଖ ମଧ୍ୟରେ କରିପାରିବେ ଆବେଦନ ପ୍ରକ୍ରିୟାରେ…

ଭୁବନେଶ୍ୱର - ଜେଇଇ ମେନ୍‍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ । ୧୦ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍‍ଲାଇନ୍‍ରେ କରିଛନ୍ତି । ଯଦି ଆବେଦନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାର ଥାଏ, ତେବେ ପରୀକ୍ଷାର୍ଥୀମାନେ ଅକ୍ଟୋବର ୧୪ରୁ ୨୦ ତାରିଖ ରାତି ୧୧ଟା ୫୦…

ଶ୍ରୀମନ୍ଦିରରେ ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ

ପୁରୀ -  ଶ୍ରୀମନ୍ଦିରରେ ଗତକାଲି ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଛି ।  ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ଲାଗି ସ୍ୱତନ୍ତ୍ର  ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ  ଚତୁର୍ଦ୍ଧାମୂର୍ତ୍ତିଙ୍କ…

ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ

ଭୁବନେଶ୍ୱର - ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ । ଆଧାର ସଂଯୁକ୍ତ ନହେଲେ ଚାଷୀମାନେ ନିଜ ଉତ୍ପାଦିତ ଧାନ ମଧ୍ୟ ସରକାରଙ୍କୁ ବିକ୍ରି କରି।ରିବେ ନାହିଁ । ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁ କରିଥିଲେ । ତେବେ ଧାନ ବିକ୍ରି କରିବା…

ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ

ଭୁବନେଶ୍ୱର - ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୁଜରାଟର କୌଣସି ସହରକୁ ଏହା ହେବ ପ୍ରଥମ ବିମାନ ସେବା । ରବିବାର ବ୍ୟତୀତ ଅନ୍ୟ ସବୁଦିନ ଦୁଇସହର ମଧ୍ୟରେ ଏହି ବିମାନ ଚଳାଚଳ କରିବ ।…

କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା

ଭବାନୀ ପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମାଆଙ୍କ ଛତରଯାତ୍ରା ପରେ ବିଜୟାଦଶମୀ ତିଥିରେ ଲାଖମରା ଯାତ୍ରା ନିମନ୍ତେ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମା ଛତରକୁ ପୁଣିଥରେ ମନ୍ଦିରରୁ ବହାରକରି ଲାଖମରା…

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୃଙ୍ଖଳିତ ଭାବେ ପାଳିତ

ଭବାନୀପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଶୃଙ୍ଖଳିତ ଭାବରେ ସଂପନ୍ନ ହୋଇଯାଇଛି । ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମହାଷ୍ଟମୀ ରାତ୍ରିରେ ସନ୍ଧିପୂଜା ପରେ ମା’ଙ୍କ ପ୍ରତିନିଧି ଛତରକୁ ମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩ କିଲୋମିଟର ଦୂରରେ ଥିବା…

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ ହୋଇଛି । ଭାଇମାନଙ୍କର ଦୀର୍ଘ ଆୟୁଷ କାମନା ସହ ସର୍ବବିଧ ମଙ୍ଗଳ ମନାସି ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ବ୍ରତ ରଖି ନିଶା ପୂଜା କରିଛନ୍ତି । ବ୍ରତଧାରୀ ଭଉଣୀମାନେ ୧୦୮ ଅକ୍ଷତ ଦୁବ ଓ ରଂଗବେରଙ୍ଗର ଜିଉନ୍ତିଆ ସୂତ୍ରକୁ ଦେବୀ…

ରବିବାରରେ ଧୁମ୍‌ଧାମରେ ମହାଷ୍ଟମୀ ପାଳିତ

ମହାମାୟୀ, ଜଗତଜନନୀ ମା’ ଦୁର୍ଗାଙ୍କର ମହାଷ୍ଟମୀ ରବିବାରରେ ବିଭିନ୍ନ ପୂଜାମଣ୍ଡପରେ ପାଳିତ ହୋଇଯାଇଛି । ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପୂଜାମାନ ଅନୁଷ୍ଠିତ ହୋଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ ସକାଳଠାରୁ ବ୍ରତଧାରୀମାନେ ମଣ୍ଡପ ନିକଟରେ ପୂଜାର୍ଚ୍ଚନା କରିଥିଲେ ।ବିଭିନ୍ନ…

ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର - ଆନ୍ଧ୍ରପ୍ରଦେଶ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ,…

ବଢିଲା ଓମ୍‌ଫେଡ୍‌ କ୍ଷୀର ଦର

ଭୁବନେଶ୍ୱର - ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ମାନରେ ପରିବର୍ତ୍ତନ ପାଇଁ ସରକାର ଓମ୍‍ଫେଡ୍‍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏହି ନୂଆ ଦର ଶୁକ୍ରବାରଠାରୁ ଲାଗୁ ହୋଇଛି । ସରକାରଙ୍କଠାରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଥିଲା । ।…