Browsing Category

ଓଡିଶା

ଆରମ୍ଭ ହେଲା ଦଲାଲ ହଟାଅ କାର୍ଯ୍ୟକ୍ରମ,ରାଜ୍ୟର ସମସ୍ତ ଆର୍‍.ଟି.ଓ. ଅଫିସ୍‍ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ ହେବ

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାଜ୍ୟର ବିଭିନ୍ନ ହସ୍ପିଟାଲ୍‍ରୁ ୩୦ଜଣ ଦଲାଲଙ୍କୁ ଗିରଫ୍‍ କରାଯାଇଛି। ପୁଲିସ୍‍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‍ରୁ ୪ ଦଲାଲ୍‍କୁ ଗିରଫ୍‍…

ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ

ଭୁବନେଶ୍ୱର - ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ଅଫିସରେ ସିଙ୍ଗଲ ୟୁଜ୍‍ ପ୍ଲାଷ୍ଟିକ୍‍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି । ଏମିତିକି ଅଫିସମାନଙ୍କରେ…

ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର

ଭୁବନେଶ୍ୱର - ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର ପ୍ରଦାନ କରାଯିବ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି, ଏଥିପାଇଁ ବିଦ୍ୟାଳୟଗୁଡ଼ିକ ଏଣ୍ଡ୍ରଏଡ୍‍ ଆପ୍‍ ମାଧ୍ୟମରେ ଅନ୍‍ଲାଇନ୍‍ରେ…

ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍‍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବ

ଭୁବନେଶ୍ୱର - ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍‍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତକାଲି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ପାଇବା ଲାଗି ରାଜ୍ୟର…

ଆରବ ସାଗରରେ ହିକ୍କା ନେଲା ବାତ୍ୟା ରୂପ, ଓଡିଶାରେ ୨୭ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା

ଭୁବନେଶ୍ୱର - ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ହିକ୍ମା କ୍ରମଶଃ ଘନୀଭୂତ ହୋଇ ବାତ୍ୟା ରୂପ ନେଇଛି । ଓମାନର ତଟବର୍ତ୍ତୀ ଅଞ୍ଚଳ ଦେଇ ଏହି ବାତ୍ୟା ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

ଅନ୍‍ଲାଇନ୍‍ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର- ରାଜ୍ୟରେ ଅକ୍ଟୋବର ପହିଲାରୁ ଅନ୍‍ଲାଇନ୍‍ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ନୂତନ ମୋଟରଯାନ ଆଇନ୍‍ ଅନୁସାରେ ବିନା ପ୍ରଦୂଷଣ ପ୍ରମାଣପତ୍ରରେ କୌଣସି ଯାନ ଚଳାଚଳ କରିପାରିବ ନାହିଁ । ଚଳିତମାସ ୧ ତାରିଖରୁ ସାରା ଦେଶରେ ନୂତନ ମୋଟରଯାନ ଆଇନ୍‍ କାର୍ଯ୍ୟକାରୀ…

ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର -   ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ  ପରିଣତ ହେଉଥିବାରୁ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର  ସମ୍ଭାବନା ରହିଛି । ଏହି ବର୍ଷା ୨୭ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…

ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ

ଭୁବନେଶ୍ୱର - ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଏ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍‍ ବଙ୍ଗ୍‍ କିଲ୍‍ ଏକ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଦକ୍ଷିଣ କୋରିଆ…

ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ

କଳାହାଣ୍ଡି - କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ସମ୍ପପନ୍ନ ହୋଇଛି । ଆଶ୍ୱୀନ ମାସ ମୂଳାଷ୍ଟମୀ ସନ୍ଧ୍ୟାରେ ମା’ ଲଙ୍କେଶ୍ୱରୀଙ୍କ ପଟଖଣ୍ଡାକୁ ପୁଝାରୀ ଓ ଅନ୍ୟ ଏକ ଖଣ୍ଡାକୁ ସଂଗୁଆରୀ ଧରି ମୁଖ୍ୟ ମନ୍ଦିରରୁ…

ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ - ବ୍ୟାଙ୍କ ସଂଘଗୁଡିକ ଚଳିତମାସ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ହେବାକୁଥିବା ସେମାନଙ୍କ ଧର୍ମଘଟ ଡାକରାରୁ ଓହରି ଯାଇଛନ୍ତି । କେନ୍ଦ୍ର ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ, ବେତନ ସଂଶୋଧନ,…