Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର - ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି ନାମ ପଞ୍ଜିକରଣର ଶେଷ ତାରିଖ ଥିଲା । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୦ଲକ୍ଷ ଚାଷୀ ଧାନ…
୩୧ ତାରିଖ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ୱର - ଘୂର୍ଣ୍ଣିବଳୟ ସକ୍ରିୟ ହେଉଥିବାରୁ ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ କେତେକ…
ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳାଚଳ କରିବା ମେମୁ ଟ୍ରେନ
ଭୁବନେଶ୍ୱର - ବୁଧବାରରୁ ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍ ୫୮୦୦୯/୫୮୦୧୦ ପରିବର୍ତ୍ତେ ମେମୁ ଟ୍ରେନ୍ ଚଳାଚଳ କରିବ । ଖଡଗପୁର-ଯାଜପୁର କେନ୍ଦୁଝର ରୋଡ଼-ଖଡଗପୁର ମେମୁ ଟ୍ରେନ୍ ୬୮୧୦୯/୬୮୧୧୦ ଚଳାଚଳ କରିବା ଦ୍ୱାରା ପୂର୍ବ ପ୍ରଚଳିତ ପାସେଞ୍ଜର…
ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ
ଭୁବନେଶ୍ୱର - ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅର୍ଥନୈତିକ ଗଣନା ପାଇଁ ବିକଶିତ ହୋଇଥିବା ସ୍ୱତନ୍ତ୍ର ମୋବାଇଲ୍ ଆପ୍କୁମଧ୍ୟ ଲୋକାର୍ପଣ କରାଯାଇଛି ।…
ଭାଦ୍ରବମାସ କୃଷ୍ଣ ଦ୍ୱାଦଶୀରେ ଜଗନ୍ନାଥଙ୍କର ପ୍ରଳମ୍ବାସୁର ବଧ ବେଶ ଓ ଲୀଳୀ
ପୁରୀ - ଜନ୍ମଷ୍ଟମୀ ପରଠାରୁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଦୂପ ପରେ ତିନି ଖଣ୍ଡ ଆଜ୍ଞାମାଳ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର ଭୋଗ ସରିଲେ ମଦନମୋହନ ଓ…
ପୋତି ହେଉଛି ମାଲେସିଆ ଜାହାଜ
ବ୍ରହ୍ମଗିରୀ - ଚିଲିକା ମୁହାଣ ରାଜହଂସରେ ବାଟବଣା ହୋଇ ଲାଗିଥିବା ମାଲେସିଆ ଜାହାଜ ଜିନ୍ ହ୍ୱା ମଧ୍ୟରୁ ଖୁବ୍ ଶୀଘ୍ର ତେଲ ବାହାର କରାଯିବ । ଏ ନେଇ ଜାହାଜ ମାଲିକ ଦୁଇଦିନ ତଳେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଜାହାଜରୁ କିପରି ତେଲ ବାହାର କରିବାକୁ ହେବ ତାହା ଆଲୋଚନା ହୋଇଥିବା…
ଓଡ଼ିଶା ପିସିସି ନିର୍ବାଚନ କମିଟି ଭଙ୍ଗ ,ନିରଞ୍ଜନ ରହିବେ ସଭାପତି
ଭୁବନେଶ୍ୱର - ଲୋକସଭା ଓ ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଓଡ଼ିଶା ପିସିସିର ସବୁ ପଦାଧିକାରୀଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅପସାରଣ କରିଛି । ସଭାପତି, କାର୍ଯ୍ୟକାରୀ ସଭାପତିଙ୍କୁ ଛାଡି ସବୁ ପଦାଧିକାରୀଙ୍କୁ ଅପସାରଣ କରାଯାଇଛି । ପଦାଧିକାରୀଙ୍କ ସହ…
ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଚଳାଚଳ ଆରମ୍ଭ
କଳାହାଣ୍ଡି- ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଆଜିଠାରୁ ଚଳାଚଳ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁନାଗଡ ରୋଡ ରେଳଷ୍ଟେସନ ଠାରେ ଓଡିଶାର ଗୃହ, ଶକ୍ତି ଓ ଏମଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳା ନେତା…
ଜନ୍ମାଷ୍ଟମୀ ପାଇଁ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ, ୬ଟାରୁ ରାତି ୧୧ଟା ସାଧାରଣ ଭକ୍ତଙ୍କର ଦର୍ଶନ ବନ୍ଦ
ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶୁକ୍ରବାରରେ ରାଜ୍ୟବ୍ୟାପୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରାଯାଉଛି । ଏଥିଲାଗି ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପାରମ୍ପରିକ ରୀତିମତେ ବଡ଼ ଦେଉଳରେ ପାଳିତ ହେବାକୁ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଏକ ଗୁପ୍ତନୀତି…
ରାଗିଂ, ଅଭିଯୋଗ, ପ୍ରଥମ ବର୍ଷ ପରୀକ୍ଷା ଦେଇ ପାରିବେନି ୧୦ ଛାତ୍ର
ବୁର୍ଲା .- ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ରେ ହୋଇଥିବା ରାଗିଂଅଭିଯୋଗ ଘଟଣାର ତଦନ୍ତ କରିବା ଲାଗି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ କରିବା ଲାଗି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ…