Browsing Category

ଓଡିଶା

ଢେଙ୍କାନାଳ ଆଇଆଇଏମ୍‌ସିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ .- ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ୨୭ତମ ପ୍ରତିଷ୍ଠା ଦିବସ ଶନିବାରରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମ, ଜାତୀୟବାଦ ଓ ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର…

ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ

ରାଜ୍ୟ ସରକାର ପୁଣି ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଗଗନ କୁମାର ଧଳଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ସୁଦର୍ଶନପାଲ୍‍ ଠାକୁରଙ୍କୁ କେ.ବି.କେ. ମୁଖ୍ୟ ପ୍ରଶାସକ…

ଏବେ ବନ୍ୟାର ସମ୍ଭାବନା ନାହିଁ

ଭୁବନେଶ୍ୱର - ସମ୍ପ୍ରତି ରାଜ୍ୟରେ ବନ୍ୟାର କୌଣସି ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା କହିଛନ୍ତି । ମହାନଦୀର ଉପରମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ନାହିଁ । ପ୍ରାୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଙ୍କେତଠାରୁ ବହୁ ତଳେ ରହିଛି ।…

ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ ପକ୍ଷରୁ ୭୩ ତମ ସ୍ୱାଧୀନତା ଦିବସ ପାଳନ

ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ ୟୁନିଟ ପକ୍ଷରୁ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସିଓଓ-ଲାଞ୍ଜିଗଡ ୟୁନିଟ ରାକେଶ ମୋହନ ପତାକା ଉତ୍ତୋଳନ ସହ ଓଆଇଏସଏଫ ଯବାନମାନଙ୍କ ପକ୍ଷରୁ ହୋଇଥିବା ପରେଡରେ ଗାର୍ଡଅପ ଅନର ଗ୍ରହଣ କରିଥିଲେ ।

ଠିକ୍‌ ଭାବେ କାମ କରୁ ନଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ

ଯାଜପୁର . - ଯାଜପୁର ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗରେ କିଛି ଦୁର୍ବଳ ପ୍ରଦର୍ଶନକାରୀ ଅଧିକାରୀ ଓ କର୍ମଚାରୀଙ୍କ ତାଲିକାପ୍ରସ୍ତୁତ କରିଚ୍ଥି । ଲୋକେ ତ୍ୱରିତ ନ୍ୟାୟ ନ ପାଉଥିବାରୁ ଏହି କର୍ମଚାରୀଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ…

ସ୍ୟାଟ ଉଚ୍ଛେଦକୁ ପ୍ରତିବାଦ- କାର୍ଯ୍ୟରୁ ନିବୃତ୍ତ ରହିବେ ଆଇନଜୀବୀ

କଟକ- ସ୍ୟାଟ ଉଚ୍ଛେଦକୁ ପ୍ରତିବାଦ କରି ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିବେ । ସ୍ୟାଟ ଉଚ୍ଛେଦ ନେଇ ନିକଟରେ ପ୍ରକାଶିତ ବିଜ୍ଞପ୍ତିକୁ ଆଇନଜୀବୀମାନେ ବିରୋଧ କରିଛନ୍ତି । ଏହାର ପ୍ରତିବାଦ ସ୍ୱରୂପ ଓଡିଶା ହାଇକୋର୍ଟ ବାର ସମେତ କଟକରେ ଥିବା ବିଭିନ୍ନ ଆଇନଜୀବୀ ସଂଘର ସଦସ୍ୟମାନେ…

୨୦୦୫-୦୬ରୁ ଅନେକ ବସ୍ତୁରେ ଜିଆଇ ଟ୍ୟାଗ ପାଇଛି ଓଡ଼ିଶା ,ଜାଣନ୍ତୁ

ଭୁବନେଶ୍ୱର .- ୨୦୧୯ ମସିହାରେ ଓଡ଼ିଶା ରସଗୋଲାରେ ଜିଆଇ ଟ୍ୟାଗ ପାଇଛି । ଏଥିପାଇଁ ସାରା ରାଜ୍ୟରେ ମିଠାର ଖୁସୀର ଲହରି ଖେଳିଯାଇଛି । ମାତ୍ର ୨୦୦୫-୦୬ ମସିହାରୁ ଓଡ଼ିଶା ଜିଆଇ ଟ୍ୟାଗ ପାଇ ଲାଣି । ଏ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିଛି । ଏଥି ମଧ୍ୟରେ ୮ଟି…

ରାଜ୍ୟର କେତକ ସ୍ଥାନରେ ବନ୍ୟା ପରିସ୍ଥିତି

ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି ---- ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି ପ୍ରଭୃତି କେତେକ ଜିଲ୍ଲାର ବିଭିନ୍ନ ଅଞ୍ଚଳ…

ଆଇପିଏସ୍‍ ବିଜୟ କୁମାର ଶର୍ମା ହେଲେ ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର . - ଆଇପିଏସ୍‍ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟଭାବେ ନିଯୁକ୍ତି ପାଇବା ପରେ ଭାରପ୍ରାପ୍ତ ଅଧିକାରୀଭାବେ ବିଜୟ କୁମାର ଶର୍ମା ଏହି…

ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍‌ଘାଟିତ

ବୈଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ତିତିରିକଟା ଠାରେ ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ୩୫ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ପ୍ରକଳ୍ପରେ ଦିନ ପ୍ରତି ୨୬୦ କିଲୋ ଲିଟର ଏକ୍ସ୍ଟ୍ରାନ୍ୟୁଟ୍ରାଲ୍ ଆଲ୍କୋହଲ୍ ଉତ୍ପାଦନ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ…