Browsing Category

ଓଡିଶା

ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଆଇସିୟୁ

ଭୁବନେଶ୍ୱର . - ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ। କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ…

ଦୁଇତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର - ଅଗଷ୍ଟ ଦୁଇ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ଲଗାତାର ଭାବେ ୫ଦିନ ବର୍ଷା ହେବା ପରେ ଏବେ ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ କମିଛି ଏବଂ କିଛିସ୍ଥାନରେ ଦୁଇଦିନ ହେବ ଆଦୌ ବର୍ଷା ହୋଇନାହିଁ । ତେବେ ଆସନ୍ତା ୪ ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା…

ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ ନିଲମ୍ବିତ କଲେ ପୁଲିସ ଡିଜି

କଟକ - ଓଡିଶା ଆରକ୍ଷୀ ଅଧିକାରୀ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ ପୁଲିସ୍‌ ଡିଜି ଆର୍‌ପି ଶର୍ମା ନିଲମ୍ବିତ କରିଛନ୍ତି। ବାଲିଆପାଳରେ ନାବାଳକ ମୃତ୍ୟୁପରେ ଆଇଆଇସିଙ୍କ ଉପରେ ଆକ୍ରମଣ ପରେ ସେ ପୁଲିସ ଅଧିକାରୀଙ୍କ ପାଇଁ ସୁରକ୍ଷା ମାଗିଥିଲେ । ଏଥିପାଇଁ ଏକ ସ୍ୱତନ୍ତ୍ର ଆଇନ…

କେମିତି ନାରାୟଣ ପାଲଟିଲା ସାଇକୋ କିଲର !

କଟକ . - କଟକରେ ସିରିଏଲ୍‌ କିଲଂ ପଛର ସାଇକୋ କିଲରକୁ ପୁଲିସ ଧରିଥିବା ଦାବି କରିଛି । ସିସି ଟିଭି ଫୁଟେଜ୍‌ ଆଧାରରେ ତାକୁ ଧରାଯାଇଥିବା ସୂଚନା ଦିଆଯାଇଛି । ତାହାର ନାମ ନାରାୟଣ ସାହୁ ବୋଲି ଜଣା ପଡିଛି ଫନି ପୂର୍ବରୁ ନାରାୟଣ ସାହୁକୁ ଏସ୍‌ସିବି ମେଡିକାଲ ମାନସିକରୋଗୀ ଓ୍ୱାର୍ଡରେ ଚିକିତ୍ସା…

ସଚିବାଳୟ ବା , ସେକ୍ରେଟେରିଏଟ୍‌ର ନାଆଁ ବଦଳିବ , ହେବ ଲୋକସେବା ଭବନ

ଭୁବନେଶ୍ୱର - ରାଜ୍ୟ ସଚିବାଳୟ ବା ସେକ୍ରେଟେରିଏଟ୍‌ର ନାଁ ବଦଳିବ । ଏହାର ନାମକୁ ଲୋକସେବା ଭବନ କରାଯିବ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଛନ୍ତି । ହୋମ୍‌ ଆଣ୍ଡ ଜେନେରାଲ୍‌ ଆଡମିନଷ୍ଟ୍ରେସନ୍‌ର ବଜେଟ ଉପସ୍ଥାପନା ସମୟରେ ସେ ଏ ବିଷୟରେ ସୂଚନା…

ଜଙ୍ଗଲରୁ ଧରାହେଲେ ହତ୍ୟାକାରୀ

ପୁରୀ . -  ପୁରୀ ଜିଲ୍ଲା ପିପିଲି ପୁରୀ ରାସ୍ତାର ପଟ୍ଟନାୟିକିଆ ଛକ ନିକଟରେ ଜୁଲାଇ  ୧୪ ତାରିଖ ଦିନ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ  ସତ୍ୟବାଦୀ ଥାନା  ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ   ଏସପି ଉମାଶଙ୍କର ଦାଶ ଏ ବିଷୟରେ ସୂଚନା ଦେଇଛନ୍ତି…

କୁମ୍ଭୀର ପ୍ରଜନନ ଋତୁ ପରେ ଅଗଷ୍ଟ ଏକ ତାରିଖରୁ ଖୋଲିବ ଭିତରକନିକା

ଭୁବନେଶ୍ୱର . - ବିଶ୍ୱପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି । ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ…

ଧରା ହେଲା ସିରିଏଲ୍‌ କିଲର୍‌, ହତ୍ୟା କରିବା ପରେ ମଜା ନେଉଥିଲା

କଟକ .- କଟକରେ ରାସ୍ତାକଡରେ ଶୋଉଥିବା ଲୋକଙ୍କୁ ହତ୍ୟା କରୁଥିବା ସିରିଏଲ୍‌ କିଲର ନାରାୟଣ ସାହୁକୁ ପୁଲିସ ଗିରଫ କରିଥିବା ଦାବି କରିଛି । ସିସିଟିଭି ଫୁଟେଜ୍‌ ଆଧାରରେ ତାକୁ ଗିରଫ କରାଯାଇଥିବା ଜଣା ପଡିଛି । ରାସ୍ତାରେ ଶୋଇଥିବା ଲୋକଙ୍କ ତଣ୍ଟି କାଟିବା ପରେ ସେ ଛଟପଟ ହେଉଥିବା ଦେଖି ନାରାୟଣ…

ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି

ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି  ଚେନ୍ନାଇ ଜିଆଇ ଟ୍ୟାଗ ଅଫିସ୍‌ ପକ୍ଷରୁ ଏହି ସୂଚନା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି  । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ଏହି ବିବାଦ ଅଧିକ…

ଚନ୍ଦ୍ରଯାନ-୨ର ସଫଳତା ପାଇଁ ଓଡିଶା ବିଧାନସଭାରେ ଷ୍ଟାଡିଂ ଓଭେସନ୍‌

ଭୁବନେଶ୍ୱର . - ଚନ୍ଦ୍ରଯାନ-୨ର ସଫଳତା ପାଇଁ ଓଡିଶା ବିଧାନସଭାରେ ବିଧାୟକମାନେ  ଏହା ସହ ଜଡିତ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରୀ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଚନ୍ଦ୍ରଯାନ-୨ ସଫଳତାର ସହ ଚନ୍ଦ୍ର ଅଭିମୁଖେ ଯାତ୍ରା…