Browsing Category

ଓଡିଶା

୧୨ ତାରିଖରୁ ବସ୍‌ ଧର୍ମଘଟ ଧମକ ଦେଲା ଘରୋଇ ବସ୍‍ ମାଲିକ ସଂଘ

କଟକ .- ରଥଯାତ୍ରା ସମୟରେ ପୁରୀ ବସ୍‍ଷ୍ଟାଣ୍ଡରେ ବସ୍‍ ଭିତରେ ହୋଇଥିବା ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ବସ୍‍ର ପରମିଟ୍‍ ବାତିଲ କରିବା ପ୍ରତିବାଦରେ ଆସନ୍ତାମାସ ୧୨ ତାରିଖରୁ ରାଜ୍ୟବ୍ୟାପୀ ବସ୍‍ ଧର୍ମଘଟ କରିବାକୁ ଘରୋଇ ବସ୍‍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ସଂଘର ସାଧାରଣ…

ରାଜ୍ୟରେ ଗତ ବର୍ଷ କେତେ ହୋଇଛି କେଉଁ ଅପରାଧ ଜାଣନ୍ତୁ

ଭୁବନେଶ୍ୱର . - ରାଜ୍ୟ ଗୃହବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ଶ୍ୱେତପତ୍ର ପ୍ରକାଶ କରାଯାଇଛି । ଏହି ଶ୍ୱେତପତ୍ର ଅନୁଯାୟୀ ଗତବର୍ଷ ରାଜ୍ୟରେ ୧ହଜାର ୩୭୮ଟି ହତ୍ୟା ଏବଂ ୨ହଜାର ୫୦୨ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି । ଏହି ହତ୍ୟା ମାମଲାଗୁଡ଼ିକ ମଧ୍ୟରୁ ମୋଟ୍‍ ୬୪୫ଟିରେ ଅଭିଯୋଗ ଫର୍ଦ୍ଦ…

ବିଷାକ୍ତ ଛତୁ ଖାଇ ୬ ଗୁରୁତର

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସୁବାସ ନଗର ଅଞ୍ଚଳରେ ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋଟିଏ ପରିବାରର ଏହି ସଦସ୍ୟମାନେ ଗତ ରାତିରେ ଛତୁ ରାନ୍ଧି ଖାଇଥିଲେ ।…

ଅଗଷ୍ଟ ଏକ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର - ବଙ୍ଗୋପସାଗରରେ ଜୁଲାଇ ୩୧ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅଗଷ୍ଟ ପହିଲାରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରବିବାରରେ କେନ୍ଦୁଝର ଜିଲ୍ଲାରେ ସବୁଠାରୁ…

୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ,୩୧ରୁ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର - ଏବେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ବଳୟ ଏବଂ ରାଜସ୍ଥାନରୁ କୋଲକାତା ଯାଏଁ ଏକ ଟ୍ରଫ୍‍ ଲାଇନ୍‍ ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁଲାଇ ୩୦ ତାରିଖ ଯାଏଁ…

ରାଜ୍ୟରେ ୬୩୯୦ ଭିକାରୀ ଚିହ୍ନଟ କଟକରେ ସର୍ବାଧିକ ୧୦୬୦

ଭୁବନେଶ୍ୱର - ରାଜ୍ୟରେ ବର୍ତ୍ତମାନ ୬୩୯୦ ଭିକାରୀଙ୍କୁ ଚିହ୍ନଟ କରାଯାଇଛନ୍ତି । କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଛନ୍ତି । ବଲାଙ୍ଗିରରେ ୭୦୮ ଜଣ ମୟୂରଭଞ୍ଜରେ ୪୮୫ ଜଣ ଗଞ୍ଜାମରେ ୪୫୮ ଜଣ ଦେବଗଡ ଜିଲ୍ଲାରେ ସବୁଠାରୁ କମ୍‍ ୧୬ ଜଣ ଭିକାରୀ ଅଛନ୍ତି। ମୋଟ୍‍ ୬୩୯୦ ଭିକାରୀଙ୍କ…

ଓଡ଼ିଶା ବରିଷ୍ଠ ନାଗରିକ ନୀତି୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା…

ଭୁବନେଶ୍ୱର - ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା ଭଳି ଜରାଶ୍ରମ ନିର୍ମାଣର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟ ରାଜ୍ୟର ୯ଟି ଜିଲ୍ଲା ସମ୍ବଲପୁର, ଖୋର୍ଦ୍ଧା, କଟକ, କନ୍ଧମାଳ, ଭଦ୍ରକ, ମାଲକାନଗିରି,…

କାଳିଆ ଯୋଜନାରେ ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ

ଭୁବନେଶ୍ୱର - କାଳିଆ ଯୋଜନାରେ ରାଜ୍ୟ ସରକାର ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି । ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ ଚାଷୀ ପରିବାରଙ୍କୁ ବି କାଳିଆ ଟଙ୍କା ପ୍ରଦାନ…

ଜେଲ୍‌ ଗଲେ ତିନି ଲାଞ୍ଚୁଆ ପୁଲିସ ବାବୁ !

ଜୟପୁର . - ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ (ଦୁର୍ନିତୀ ନିବାରଣ ) ଅଧିକାରୀଙ୍କ ହାତରେ ଧରା ପଡିଥିବା ତିନି ଜଣ ପୁଲିସ ବାବୁ ଜେଲ୍‌ ଯାଇଛନ୍ତି । ଏହା ପୁଣି ଖାକି ରେ ଏକ ଦାଗ । ଜଣେ ନୁହେଁ ଗୋଟିଏ ଥାନାର ତିନି ତିନି ଜଣ ଅଧିକାରୀ ଲାଞ୍ଚ ନେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ…

ଦୁଇ ଦୁଇଟି ଲଘୁଚାପ ପ୍ରବଳ ବର୍ଷିବ

ଭୁବ‌ନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବ‌ଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି । ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ବାରିପଦାରେ ଗୁରବାରରେ ୧୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।…