Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦୁଷ୍କର୍ମ ପରେ ୮ ବର୍ଷର ନାବାଳିକାକୁ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ଦୁଇ ଦିନ ତଳେ ଚାରି ବର୍ଷର ଶିଶୁ କନ୍ୟାର ମୃତଦେହରୁ ଆଖି ତାଡ଼ିନେବା ଘଟଣା ମନରୁ ଲିଗି ନଥିବା ବେଳେ ଶନିବାର ରାତି ପୁଣି ଥରେ ଶିଳ୍ପର ସହର ଅନୁଗୋଳରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସହରର କେନ୍ଦ୍ରସ୍ଥଳରେ ଥିବା ବସଷ୍ଟାଣ୍ଡ ନିକଟ ମାଛ ବଜାର ଅଂଚଳରେ ଶୋଇଥିବା ୮ ବର୍ଷର…
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍, ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତ ଜିତିଲା ସ୍ୱର୍ଣ୍ଣ
କଟକ . - କଟକ ଜବାହରଲାଲ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏକ ବିଂଶତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ୍ ଚମ୍ପିଆନ୍ସିପ୍ର ଦଳଗତ ମୁକାବିଲାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତ ସ୍ୱର୍ଣ୍ଣପଦକ ଜିତିଛି ।
ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣପଦକ ସହ ଟାଇଟଲ ବଜାୟ ରଖିଥିବାବେଳେ ପ୍ରଥମଥର ପାଇଁ…
ଶନିବାରରେ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା , ଜାଣନ୍ତୁ କେଉଁ କେଉଁ ଜିଲ୍ଲା
ଭୁବନେଶ୍ୱର . - ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଶୁକ୍ରବାରରେ କାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଯାଇଥିବାବେଳେ ଶନିବାରରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…
ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶ୍ରାବଣର ଯାତ୍ରା ପାଇଁ ପ୍ରସ୍ତୁତି
ଆରେଡି . - ଝୁଲାଇ ୨୨ ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରେଡିରେ ବାବା ଆଖଣ୍ଡମଣୀ ପୀଠରେ ଶ୍ରାବଣ ଯାତ୍ରା ଅନୁଷ୍ଠିତ ହୁଏ । ବାବା ଆଖଣ୍ଡଳମଣୀଙ୍କ ଶ୍ରାବଣ ଯାତ୍ରା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭଦ୍ରକ…
ଯୌନ ନିର୍ଯ୍ୟାତନା ଅଭିଯୋଗ ଥିବା ଡିଏଫ୍ଓଙ୍କ ସହ ବନ ବିଭାଗର ବିଭିନ୍ନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ
ବ୍ରହ୍ମପୁର . - ଦିଗପହଣ୍ଡି ରେଞ୍ଜର, ଖଲ୍ଲୀକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମେତ ଅନ୍ୟ କେତେକ ଅଭିଯୋଗରେ ଏହି ଚଢ଼ଉ ଚାଲିଛି । ଭିଜିଲାନ୍ସର କଟକ ସେଲ୍ ଦ୍ୱାରା ଏହି ଚଢ଼ଉ କରାଯାଇଛି । ଡିଏଫ୍ଓ ଆଶିଷ କୁମାର ବେହେରାଙ୍କ…
ସରକାରୀ ଅର୍ଥ ହଡପ ଅଭିଯୋଗରୋ ସରପଞ୍ଚ ନିଲମ୍ବିତ
ଭୁବନେଶ୍ୱର - ଲୋକଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାର ଅର୍ଥ ହଡପ ଅଭିଯୋଗରେ ଜଣେ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ପଞ୍ଚାୟତି ରାଜ ବିଭାଗ ତାଙ୍କୁ ନିଲମ୍ବିତ କରିଛି । ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ଦିଆଯାଉଥିବା ସରକାରୀ ଟଙ୍କୁ ଆତ୍ମସାତ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ…
ସାପ କାମୁଡ଼ାରେ ଦୁଇ ମୃତ
ଅନୁଗୋଳ . - ଅନୁଗୋଳ ଜିଲ୍ଲା ଛେଣ୍ଡି ଦା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଜିଲ୍ଲାର ତେଣ୍ଟୋଲୋଇ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ଗ୍ରାମରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…
ପାଟକୁରା ନିର୍ବାଚନ
ପାଟକୁରା . - ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ଲାଗି ପ୍ରଚାରକାର୍ଯ୍ୟ ଗୁରୁବାର ସଂଧ୍ୟାରେ ଶେଷ ହୋଇଛି ।
ପାଟକୁରା ବିଧାନସଭା ମଣ୍ଡଳୀରେ ୨ଲକ୍ଷ ୪୭ ହଜାର ୭୪୭ଜଣ ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ହଜାର ୪୩୧ଜଣ ପୁରୁଷ, ୧ଲକ୍ଷ ୭ହଜାର…
ଶୁକ୍ରବାରର ମୁଖ୍ୟ ସମ୍ବାଦ
--ରାଜ୍ୟରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତି ସଂପର୍କରେ ଆସନ୍ତା ୨ଦିନ ମଧ୍ୟରେ
ବିଧାନସଭାରେ ବିବୃତ୍ତି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ।
-- ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ
- ରବିବାର ମତଦାନ
-ସମ୍ବେଦନଶୀଳ ବୁଥ୍ରେ ବ୍ୟାପକ…
ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ
କଟକ . - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଗୁରୁବାରରେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସାଧୀନ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ପଦ୍ମଶ୍ରୀ ରାଓଙ୍କ…