Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୨୬ ତାରିଖ ଶୁକ୍ରବାରରୁ ପ୍ରବଳ ବର୍ଷା ସମ୍ଭାବନା, ୪ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର - ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬ତାରିଖ ବେଳକୁ ଲଘୁଚାପ ବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…
ଗ୍ରୀନ ମହାନଦୀ ପାଇଁ ଅଣଷଠି କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ
ଭୁବନେଶ୍ୱର . - ରାଜ୍ୟ ସରକାର ଗତ ୨୦୧୮-୧୯ ବର୍ଷରେ ଗ୍ରୀନ୍ ମହାନଦୀ ମିଶନ ଯୋଜନାରେ ମୋଟ୍ ଅଣଷଠି କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ୫୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…
ଓଡ଼ିଶାରେ ଚାକିରି ବୟସ ୪୪ ବର୍ଷକୁ ବୃଦ୍ଧି ପାଇଁ ବିଧାନସଭାରେ ଦାବି
ଭୁବନେଶ୍ୱର . - ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରୀ ଚାକିରିରେ ପ୍ରବେଶ ବୟସ ସୀମା ବୃଦ୍ଧି କରିବା ଲାଗି ଉଭୟ ଶାସକ ଓ ବିରୋଧୀଦଳର ସଦସ୍ୟମାନେ ଦାବି କରିଛନ୍ତି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ …
ପାଟକୁରାରେ ବିଜେଡିର ବିଜୟ
ଭୁବନେଶ୍ୱର - ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ବିଜୟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ୧୮ ରାଉଣ୍ଡର ଗଣତି ପରେ ଏହି ଫଳାଫଳ ମିଳିଛି
୧୬ ତମ…
ଆଗରେ ସାବିତ୍ରୀ ପଛଉଛନ୍ତି ବିଜୟ
ପାଟକୁରାର ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୩,୬୮୧ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ…
ପାଟକୁରାର ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୦,୫୩୨ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି ।
ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା
ସାବିତ୍ରୀ …
ପାଟକୁରାର ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୩୪୨୬ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ଚାଲିଛି ।
ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସାବିତ୍ରୀ…
କମିବ ପ୍ରଦୂଷଣ , ପୁରୀ , କଟକ ଭୁବନେଶ୍ୱରରେ ଚାଲିବ ବ୍ୟାଟେରୀ ଚାଳିତ ବସ୍
ଭୁବନେଶ୍ୱର .- ଏବେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏଥିଯୋଗୁଁ ବିଶ୍ୱ ତାପାୟନ ବୃଦ୍ଧି ପାଇଛି । ବୃକ୍ଷ ରୋପଣ ସହ ସରକାରୀ ଓ ବେସରକାରୀ ଭାବେ ଏବେ ପ୍ରଦୂଷଣକୁ କମ୍ କରିବାପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ପୁରୀ ,କଟକ ଓ ଭୁବନେଶ୍ୱରରେ…
ସମୁଦ୍ରରେ ଏକା ସଙ୍ଗର ଉପରକୁ ଡେଇଁ ପହଁରୁଛନ୍ତି ଶହ ଶହ ଡଲଫିନ୍, ଦେଖନ୍ତୁ ଭିଡିଓ
ସାମୁଦ୍ରିକ ଜୀବ ଓ ମାଛମାନଙ୍କ ମଧ୍ୟରେ ଡଲଫିନ୍ ବେଶ୍ ଚାଲାକ । ଏହା ମଣିଷମାନଙ୍କର ବିଭିନ୍ନ ସଙ୍କେତକୁ ବୁଝିପାରେ । ଏହା ଏକ ସ୍ତନ୍ୟପାୟୀ ଜୀବ । ଡଲଫିନ୍ମାନେ ଦଳଗତ ଭାବେ ରହିବା ସହ ଏକାଠି ସନ୍ତରଣ କରିଥାନ୍ତି । ସମୁଦ୍ର କିମ୍ବା ପାଣିରେ ଯିବା ଆସିବା ସମୟରେ ଏକ ପ୍ରକାର ଶଦ୍ଦ କରି…
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜିଲ୍ଲା ପୋଲିସକୁ ସହାୟତା ,• ଅଧିକ ୪ଟି ପିସିଆର ଭ୍ୟାନ ଦାନ
ଭୁବନେଶ୍ୱର: ସମ୍ବଲପୁର ସହରରେ ଅପରାଧ କମ କରିବା ଲକ୍ଷ୍ୟନେଇ ଓ ସିଏସଆର ଦାୟିôବବୋଧର ଅଂଶ ସ୍ୱରୂପ ଆଦିତ୍ୟ ର୍ବିଲା ଗ୍ରୁପର କଂପାନି ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ପୋଲିସ ସହ ଏକ ପାଦ ଆଗକୁ ବଢ଼ି ନିକଟରେ ସହରରେ ଏକ ମଡେଲ କଂଟ୍ରୋଲ ରୁମ ସ୍ଥାପନ କରାଯାଇଛି। ପଶ୍ଚିମାଂଚଳ ଡିଆଇଜି…