ଭୁବନେଶ୍ୱର – ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ବିଜୟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ୧୮ ରାଉଣ୍ଡର ଗଣତି ପରେ ଏହି ଫଳାଫଳ ମିଳିଛି
୧୬ ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ୮୯୩୮୯ ଖଣ୍ଡ ଭୋଟ, ବିଜେପିର ବିଜୟ ମହାପାତ୍ରଙ୍କୁ ୭୨୧୫୫ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୨୦୧୬ ଖଣ୍ଡ ଭୋଟ ମିଳିଛି ।
ବିଜେଡି ଏକ ପ୍ରକାର ବିଜୟ ଦିଗରେ ବଢି ଚାଲିଛି ।
ସାବିତ୍ରୀ ଅଗ୍ରଓ୍ୱାଲ | ୮୯୩୮୯ ଖଣ୍ଡ ଭୋଟ |
ବିଜୟ ମହାପାତ୍ର | ୭୨୧୫୫ ଖଣ୍ଡ ଭୋଟ |
ଜୟନ୍ତ ମହାନ୍ତି | ୨୦୧୬ ଖଣ୍ଡ ଭୋଟ |