Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରକ୍ତବର୍ଣ୍ଣ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ, ରାଶିର ଶୁଭ ଅଶୁଭ ଫଳ ସହ ଅନ୍ୟାନ୍ୟ ନୀତି ନିୟମ
ଜୁଲାଇ ୨୭ ରାତିଖ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାରେ କେତୁଗ୍ରସ୍ତ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ର ଗ୍ରହଣ ସମୟରେ ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗର ଚନ୍ଦ୍ର ଦେଖା ଯିବ ଭାରତ ସମେତ ଓଡିଶାରେ ଏହା ଦୃଶ୍ୟମାନ ହେବ । ଭାରତୀୟ ସାଧାରଣ ସମୟ ଅନୁସାରେ ଏହା ୨୭ ତାରିଖ…
କେମିତି ଖୋଲିବେ ଜିରୋ ବାଲାନ୍ସ ସେଭିଙ୍ଗ୍ ଆକାଉଣ୍ଟ, ଦରକାର ନାହିଁ ମିନିମମ୍ ବାଲାନ୍ସ
ନୂଆଦିଲ୍ଲୀ: ଏବେ ବ୍ୟାଙ୍କଖାତାରେ କି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ଟଙ୍କା ନ ଥିଲେ ମାସ ଶେଷରେ ଜରିମାନା ଦେବାକୁ ପଡୁଛି । କିଛି ଆକାଉଣ୍ଟରେ ମାଇନସ୍ ବାଲାନ୍ସ ବି ହୋଇଯାଉଛି । ମାତ୍ର ଆପଣ ବିଭିନ୍ନ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ପାରିବେ ଏଥିପାଇଁ ଟଙ୍କା ଜମା ଦେବା ଦରକାର…
ମୋଦିଙ୍କ ଗସ୍ତ ପୂର୍ବରୁ ….
ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସୁଛନ୍ତି । କଟକଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ନିଜ ସରକାରର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସଫଳତା କଥା କହିବେ । ତେବେ ଏହାକୁ ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଏକ ପ୍ରଚାର ଅଭିଯାନ ଭାବେ…
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଝିଅଙ୍କର ବାଜିମାତ ,www.bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ
୨୦୧୭-୧୮ ଶିକ୍ଷା ବର୍ଷ ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଛି। ଏଥିରେ ୭୬.୨୩ ପ୍ରତିଶତ ପାସ୍ ହୋଇଛନ୍ତି ।
ମଧ୍ୟାହ୍ନ ୧୨ଟାରୁ ମାଟ୍ରିକ ପରୀକ୍ଷାଫଳ www.bseodisha.ac.in ଏବଂ
www.bseodisha.nic.in ୨ଟି ୱେବସାଇଟରେ ଉପଳବ୍ଧ ହେବ।
ମୋବାଇଲ ଫୋନରେ ମେସେଜ କରି…
ଏଥର ହେବ ପ୍ରବଳ ଗରମ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ
ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ମାସ ଆରମ୍ଭରୁ ଭାରତର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଛି । ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ…
ଶ୍ରୀମନ୍ଦିରରେ ଦୋଳ , ହୋଲି ଓ ଚାଚେରୀ ବେଶ
ସାରା ଭାରତର ପୁର ପଲ୍ଲୀରେ ରାଧାଗୋବିନ୍ଦଙ୍କର ରାସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଫାଲଗୁନ ପୂର୍ଣ୍ଣି୍ମା ବା ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୋଳତ୍ସୋବ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ନିକଟରେ ଥିବା ଦୋଳବେଦୀରେ ମହାସମାରୋହରେ ଦୋଳତ୍ସୋବ ପାଳିତ ହୋଇଥାଏ ।
ଫଗୁଣ ମାସର…
ବିଜେପୁରରେ ବାଜିଲା ଶଙ୍ଖ, ବିଜେଡିର ବାଜିମାତ
ଭୁବନେଶ୍ୱର(ଓଡିଶାନେକ୍ସଟ୍): ସବୁ କଳ୍ପନାଜଳ୍ପାନାକୁ ପଛରେ ପକାଇ ବିଜେପୁରରେ ବିଜେଡ ବାଜିମାତ କରିଛି । ଉପ ନିର୍ବାଚନରେ ଶୁଣାଯାଇଛି ବିଜୟ ଶଙ୍ଖର ଧ୍ୱନୀ । ରୀତା ସାହୁ ବହୁ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ଆଗୁଆ ।ବିଜେଡର ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ନ…
ଓଡିଆ ସୁନ୍ଦରୀ କିଙ୍ଗ ଫିସରର କ୍ୟାଲେଣ୍ଡର ଗର୍ଲ
ଭୁବନେଶ୍ୱର(ଓଡିଶାନେକ୍ସଟ୍): ଓଡିଶାର ସୁଶ୍ରୀ ଶ୍ରେୟା ମିଶ୍ର କିଙ୍ଗଫିସରରେ କ୍ୟାଲେଣ୍ଡକ ଗର୍ଲ ଭାବରେ ପରିଚିତ। ଏବେ ବଲିଉଡ୍ରେ ସୁଶ୍ରୀ ବେଶ୍ ସକ୍ରିୟ । ୨୦୧୫ ମସିହାରେ ସେ ମିସ୍ ୟୁନାଇଟେଡ କଣ୍ଟିନେଣ୍ଟ ପ୍ରତିଯୋଗିତାରେ ଅଂସ ଗ୍ରହଣ କରିଥିଲେ ।
ସମ୍ବଲପୁରରେ ୧୯୯୧ ମସିହାରେ ଜନ୍ମ…
ଭଲ କାମ ଯୋଗୁଁ ଉଚ୍ଚ ପ୍ରଶଂସିତ ଜମ୍ମୁ କଶ୍ମୀରରେ ଓଡିଆ ସିଂହମ ପୁଲିସ ଅଧିକାରୀ
ଶ୍ରୀନଗର(ଓଡିଶାନେକ୍ସଟ୍) ଜମ୍ମୁ କଶ୍ମୀରରେ ଏବେ ଜଣେ ଓଡିଆ ଆପିଏସ୍ ଅଧିକାରୀ ନିଜର ଭଲକାମ ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ପୁଲିସ ଅଧିକାରୀ ଜଣଙ୍କ ହେଲେ ସେଠାରେ ନୂଆକରି ନିଯୁକ୍ତି ପାଇଥିବା ଆଇଜି(ଟ୍ରାଫିକ) ବସନ୍ତ ରଥ । ଏକ ଗରିବ ପରିବାରରେ ବସନ୍ତ ଜନ୍ମ ହୋଇଥିଲେ । ମାତ୍ର…