Browsing Category

ଖବର

ଆଇ.ପି.ଏସ୍‍. ଅଧକାରୀ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ୍‍ ଏ.ଡି.ଜି. ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

୧୯୯୬ ବ୍ୟାଚର ଆଇ.ପି.ଏସ୍‍. ଅଧକାରୀ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ୍‍ ଏ.ଡି.ଜି. ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ କରିଛନ୍ତି । ପୂର୍ବତନ କ୍ରାଇମବ୍ରାଞ୍ଚ ଏ.ଡି.ଜି. ସଞ୍ଜୀବ ପଣ୍ଡା ଶ୍ରୀ ବୋଥ୍ରାଙ୍କୁ

ଭାରତକୁ ନେଇ ଡବ୍ଲ୍ୟୁ.ଏଚ୍‍.ଓ.ର କେଁ – କହିଲା ଏମିତି ଖଣ୍ଡନ କଲା ଆଇସିଏମ୍‌ଆର୍‌

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଦେଶରେ କୋବିଡ୍‍ରେ ଅଧିକ ସଂଖ୍ୟାରେ ଲୋକମାନେ ମୃତ୍ୟୁ ବରଣ କରିଥିବା ସଂକ୍ରାନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଯେତେବେଳେ

ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟକରୁଛି ବୋଲି ବିଶ୍ୱବାସୀ ଜାଣନ୍ତି । ସେ କହିଛନ୍ତି, ଭାରତର ବିଜନ୍‍ ଅତ୍ୟନ୍ତ ସ୍ପଷ୍ଟ ଓ ଆତ୍ମନିର୍ଭର ଭାରତ ଭବିଷ୍ୟତ କାର୍ଯ୍ୟପନ୍ଥା

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ

ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ବୋଲି ଭାରତୀୟ

ଏଫ୍‍.ଟି.ଆଇ.ଆଇ. ହେଉଛି ଭାରତର ଏକ ସମ୍ମାନଷ୍ପଦ ପ୍ରତିଷ୍ଠାନ ଏବଂ ଏହି ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ କରିବା ପାଇଁ…

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପୁନେ ସ୍ଥିତ ଚଳଚ୍ଚିତ୍ର ଓ ଟେଲିଭିଜନ୍‍ ପ୍ରତିଷ୍ଠାନ ଏବଂ ଜାତୀୟ ଚଳଚ୍ଚିତ୍ରଅଭିଲେଖାଗାର ପରିଦର୍ଶନ କରିଛନ୍ତି । ସେଠାରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।ସୂଚନା ଓ ପ୍ରସାରଣ ବିଭାଗ ସଚିବ

ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ, ଯହା ଉଚ୍ଚ ସଫଳତା ହାସଲ କରିବା ପାଇଁ ଏବେ ପ୍ରସ୍ତୁତ ହୋଇସାରିଛି । ଗତକାଲି ଆଇଜଲ୍‍ଠାରେ ମିଜୋରାମ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ-ଓସ୍‍ଡମା ଏକ ସତର୍କ ଆପ୍‍ ପ୍ରସ୍ତୁତ…

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପାଣିପାଗ ବିଭାଗର ସୂଚନାକୁ ଆଧାର କରି ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ । ତେବେ ରାଜ୍ୟ ସରକାର ଏହାର

ଆସନ୍ତା ଶନିବାର ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା
ଓ କନ୍ଧମାଳ ଜିଲ୍ଲାରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର

ଦକ୍ଷିଣ ଅଣ୍ଡାମାନ ସାଗରରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି କଟକ, ଖୋର୍ଦ୍ଧା,ଯାଜପୁର, ଭଦ୍ରକ, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବପରିଲକ୍ଷିତ

ଲଘୁଚାପ-ସରକାର ଅତି କମ୍‍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାକୁ ନେଇ ଓଡ଼ିଶା ସରକାର ଅତି କମ୍‍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘୂର୍ଣ୍ଣିଝଡ଼ର ପ୍ରକୃତ ପଥ ଏ ପର୍ଯ୍ୟନ୍ତ ଅନୁମାନ କରାଯାଇ ପାରିନଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ କହିଛି, ବଙ୍ଗୋପସାଗରରେ

ବନ୍ଦରଭିତ୍ତିକ ସାଗରମାଳା ପ୍ରକଳ୍ପର ବିକାଶ ପାଇଁ ଏହି ସର୍ବୋଚ୍ଚ କମିଟି ନୀତି ନିର୍ଦ୍ଦେଶନାମା ଓ ପଥ ପ୍ରଦର୍ଶନ…

କେନ୍ଦ୍ର ବନ୍ଦର ନୌଚଳାଚଳ ଓ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‍ ଆଜି ନୂଆଦିଲ୍ଲୀରେ ଜାତୀୟ ସାଗରମାଳା ସର୍ବୋଚ୍ଚ କମିଟି - ଏନ୍‍.ଏସ୍‍.ଏ.ସି. ବୈଠକରେ ଅଧ୍ୟକ୍ଷତା କରିବେ । ବନ୍ଦରଭିତ୍ତିକ ସାଗରମାଳା ପ୍ରକଳ୍ପର ବିକାଶ ପାଇଁ ଏହି ସର୍ବୋଚ୍ଚ କମିଟି ନୀତି ନିର୍ଦ୍ଦେଶନାମା ଓ ପଥ