Browsing Category

ଖବର

ପ୍ରାଣୀସେବା ଅନ୍‍ଲାଇନ୍‍ – ସହାୟତା ଦେବା ଲାଗି ଟୋଲ୍‍ ଫ୍ରି ନମ୍ବର-୧୯୬୨ର ପ୍ରଚଳନ

ଅନ୍‍ଲାଇନ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାଣୀସେବା ଅନ୍‍ଲାଇନ୍‍ ଏବଂ ଅନ୍ୟ ଦୁଇ ବ୍ୟବସ୍ଥାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସର୍ବଦା ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ । ସେମାନଙ୍କୁ ସହାୟତା ଦେବା ଲାଗି

୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ …

ଭାରତୀୟ ରେଳବାଇ ରାମେଶ୍ୱରମ୍‍-ଧନୁଷ୍କୋଡି ରେଳ ଲାଇନ୍‍କୁ ପୁନରକ୍ଷମ କରିବାକୁ କାର୍ଯ୍ୟ କରୁଛି । ୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ ୧୮ କିଲୋମିଟର ଦୀର୍ଘ ରେଳ ଲାଇନ୍‍ର ପୁନର୍‍ନିର୍ମାଣ କରୁଛି । ରେଳବାଇ ୭୩୩ କୋଟି

ପାକିସ୍ତାନରେ ୨୦୦ ଟଙ୍କା ପାର୍‌ କଲା ପେଟ୍ରୋଲ ଏବଂ ଡିଜେଲ୍‌

ପାକିସ୍ତାନ ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବେ ସେଠାରେ ପେଟ୍ରୋଲ୍‍ ଓ ଡିଜେଲ୍‍ର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ୍‍ର ଲିଟର ପ୍ରତି ମୂଲ ୨୦୯ ଟଙ୍କା ୮୬ ପଇସା ହୋଇଥିବା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପୂର୍ବାହ୍ନରେ ଟାଉନହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇନମନ୍ତ୍ରୀ ପ୍ରତାପ ଜେନା ଏଥିରେ ଅଧ୍ୟକ୍ଷତା କରିବା ସହ ରଥଯାତ୍ରାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ବିଶେଷକରି ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ ଓ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ଉଲ୍ଲଙ୍ଘନ କଲେ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‍ ପାଇଁ ଆଜିଠାରୁ ଅନ୍‍ଲାଇନ୍‍ରେ ଆବଦେନ ଆରମ୍ଭ ହୋଇଛି । ଙ୍ଗଙ୍ଗଙ୍ଗ.ଗ୍ଦସବଜ୍ଞ.ସଦ୍ଭରେ ଗାଡ଼ି ମାଲିକମାନେ ଆବଶ୍ୟକ ଦେୟ ଦେଇ ଏହି ଆବେଦନ କରିପାରିବେ । ଗାଡ଼ିର ବୀମା କିମ୍ବା କୌଣସି ପ୍ରକାର ଚାଲାଣ ବକେୟା ଥିଲେ ମଧ୍ୟ ଏହି

ଜାତୀୟ ସବ୍‍ଜୁନିୟର ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବୋଞ୍ଜ
ପଦକ ହାସଲ

ଜାତୀୟ ସବ୍‍ଜୁନିୟର ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବୋଞ୍ଜ ପଦକ ହାସଲ କରିଛି । ଗୋଆଠାରେ ଅନୁଷ୍ଠିତ ଖେଳରେ ଗତକାଲି ଓଡ଼ିଶା ଦଳ ହରିଆଣାକୁ ୫-୨ ଗୋଲ୍‍ରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ରୋହିତ ସିଂ ୨ଟି ଗୋଲ୍‍ ସ୍କୋର କରିଥିଲେ । ଅନ୍ୟପକ୍ଷରେ ପ୍ରତିଯୋଗିତାରେ ଉତ୍ତରପ୍ରଦେଶ ଝାଡ଼ଖଣ୍ଡକୁ

ଶ୍ରୀଲଙ୍କାରେ ଉତ୍ୟକ୍ତ ଲୋକମାନେ ଶାସକ ରାଜପକ୍ଷେ ଓ ବହୁ
ସାଂସଦଙ୍କ ବାସଗୃହରେ ନିଆଁ ଲଗାଇ ଦେଇଛନ୍ତି

ଶ୍ରୀଲଙ୍କାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସ୍ଥିରତା ଏବଂ ଅର୍ଥନୈତିକ ପୁନରୁଦ୍ଧାର କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ । ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦ ବାଗ୍‍ଚି କହିଛନ୍ତି, ପଡ଼ୋଶୀ ପ୍ରଥମେ ଏହି ନ୍ୟାୟରେ ଭାରତ ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ସାଢ଼େ ୩ ବିଲିୟନ୍‍ ଡଲାର୍‍

ଦୁର୍ବଳ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ଦୁର୍ବଳ ହେବାରେ ଲାଗିଛି । ଏହା ଆନ୍ଧ୍ରପ୍ରଦେଶ ଉପକୂଳକୁ ଗତି କରିବ । ଏହା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାତ୍ୟାର

ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ

୨୦୨୪-୨୫ମସିହା ସୁଦ୍ଧା ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ । ଯାହା ଦ୍ୱାରା ଦେଶର ମାଲପରିବହନ କ୍ଷେତ୍ରରେ ଅଭିବୃଦ୍ଧି ସାଧିତ ହେବ । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏୟାର କାର୍ଗୋ ଫୋରମ ବାର୍ଷିକ ଉତ୍ସବରେ ଉଦ୍‍ବୋଧନ