Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଟ ବିଚାରବିଭାଗୀୟ
ଅଧିକାରୀ ତଥା ଓଡ଼ିଶା ଜୁଡିସିଆଲ୍ ଏକାଡେମୀର ନିର୍ଦ୍ଦେଶକ…
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଟ ବିଚାରବିଭାଗୀୟ ଅଧିକାରୀ ତଥା ଓଡ଼ିଶା ଜୁଡିସିଆଲ୍ ଏକାଡେମୀର ନିର୍ଦ୍ଦେଶକ ଗୌରୀ ଶଙ୍କର ଶତପଥୀ ଓ ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କୁ!-->!-->!-->…
ଚୀନ୍ର ସମରାଭ୍ୟାସ ତାଇଓ୍ୱେନକୁ ଡରାଇବା ପାଇଁ କରୁଛି ଯୁଦ୍ଧାଭ୍ୟାସ
ଚୀନ୍ ପୀତ୍ତ ସାଗରର ଦକ୍ଷିଣାଞ୍ଚଳରେ ଗତ ୬ତାରିଖରୁ ବନ୍ଧୁକ ଚାଳନା ସମରାଭ୍ୟାସ କରୁଛି । ଏହି ସମରାଭ୍ୟାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଚୀନ୍ର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି । ଏଥିସହିତ ଗତକାଲିଠାରୁ ବୋହାଇ ସାଗରର ଉତ୍ତରାଞ୍ଚଳରେ ମଧ୍ୟ ଚୀନ!-->…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା,
ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର,
…
ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର,!-->…
ଭାରତୀୟ ମହାକାଶ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍ସର ତ୍ରୁଟି ଯୋଗୁଁ କକ୍ଷପଥରେ…
ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି ଲଘୁ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍ସର ତ୍ରୁଟି ଯୋଗୁଁ କକ୍ଷପଥରେ ସ୍ଥାପନ ଅସଫଳ ହୋଇଛି ।
ଶ୍ରୀହରିକୋଟାର ଲଞ୍ଚପ୍ୟାଡରୁ ପ୍ରକ୍ଷେପଣ କରାଯାଇଥିବା ଏସ୍ଏସ୍ଏଏଲ୍ଭିବି-୧!-->!-->!-->…
ମଙ୍କିପକ୍ସ ରୋଗ ଆତଙ୍କ -ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା
ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା କରିଛି । ବିଶ୍ୱରେ ସବୁଠାରୁ ଆମେରିକାରେ ଅଧିକ ଲୋକଙ୍କୁ ମଙ୍କିପକ୍ସ ସଂକ୍ରମଣ ହୋଇଥିବାର ଜଣାପଡ଼ିଛି । ସେ ଦେଶର ସ୍ୱାସ୍ଥ୍ୟ ଓ ମାନବୀୟ ସେବା ମନ୍ତ୍ରୀ ଜାଭିଏର୍ ବେସେରା କହିଛନ୍ତି, ଏହି ଭୂତାଣୁକୁ!-->…
ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍ ଟ୍ୟାଙ୍କ୍-ବିଧ୍ୱଂସି ଗାଇଡେଡ୍ କ୍ଷେପଣାସ୍ତ୍ର ATGସଫଳ ପରୀକ୍ଷଣ
ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍ ଟ୍ୟାଙ୍କ୍-ବିଧ୍ୱଂସି ଗାଇଡେଡ୍ କ୍ଷେପଣାସ୍ତ୍ର ATGକୁ ଗତକାଲି ଅହମ୍ମଦା ନଗର ସଶସ୍ତ୍ର ବାହିନୀ କେନ୍ଦ୍ର ସମର୍ଥନରେ ଭାରତୀୟ ସେନାବାହିନୀର କେ.କେ. ରେଞ୍ଜ୍ ଏବଂ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ ପକ୍ଷରୁ ମୁଖ୍ୟ ଯୁଦ୍ଧବାହି ଟ୍ୟାଙ୍କ୍!-->…
୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି
ସରକାର କହିଛନ୍ତି, ୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଯେତେବେଳେ କୌଣସି ଭାରତୀୟ ଶ୍ରମିକଙ୍କର ବିଦେଶ ମାଟିରେ ମୃତ୍ୟୁ ଘଟିଥାଏ,!-->…
ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ-ଆସନ୍ତା ୨୪ ଘଂଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,…
ଆସନ୍ତା ୨୪ ଘଂଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା
ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ଥିବା ପାଣିପାଗ ବିଭାଗ ପକ୍ଷରୁ!-->!-->!-->…
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ରୋଗୀ ଚିହ୍ନଟ
ହୋଇନାହାନ୍ତି
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି । ଲକ୍ଷଣ ଦେଖାଗଲେ କିମ୍ବା ସନ୍ଦେହ ହେଲେ ନିକଟସ୍ଥ ଡାକ୍ତରଖାନା, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ମଙ୍କିପକ୍ସ ପାଇଁ ଯେଉଁ ଗାଇଡ!-->…
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି
ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି । ସେ କହିଛନ୍ତି, ବିଲ୍ର ଚିଠା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ କ୍ୟାଣ୍ଟନ୍ମେଣ୍ଟ ବୋର୍ଡ଼ଗୁଡ଼ିକ ପାଇଁ!-->…