Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସମ୍ବଲପୁର- ନିଜ ଗୁଳିରେ ଆହତ ଜବାନଙ୍କର ମୃତ୍ୟୁ
ସମ୍ବଲପୁର . - ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ଜବାନ ବୁଟା ସିଂଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା । ଯୁଜୁମରାରେ ଥିବା ସିଆର୍ପିଏଫ କ୍ୟାମ୍ପ
ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି
ସମ୍ବଲପୁର ।।ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି । ଜୁଜୁମରାରେ ଗୁଳିକାଣ୍ଡ ଘଟିବାରୁ ଜଣେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆର୍ପିଏଫ୍) ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କୁ ଏବେ ଗୁରୁତର ଅବସ୍ଥାରେ ଯୁଜୁମରାରୁ ବୁର୍ଲା ଭିମସର ନିଆ ଯାଇଛି ।…
୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । । ସ୍ଥାନୀୟ ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହରେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନଙ୍କୁ ଗୋପନୀୟତାର ସହ ଶପଥ ଗ୍ରହଣ…
୨୯ରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ, ରାଜଭବନରେ ହେବ ସମାରୋହ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ୨୯ ତାରିଖରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନୂତନ ସରକାର ଗଢ଼ିବା ପାଇଁ ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ…
୨୭ରେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଚଳିତ ବିଧାନସଭାରେ ବିଜୁ ଜନତା ଦଳ ପୁଣି ଥରେ ଐତିହାସିକ ବିଜୟ ହାସଲ କରିଛି । ବିଜେଡି କ୍ରମାଗତ ଭାବେ ୫ମ ଥର ବିଜୟୀ ହୋଇଛି । ଫଳରେ ଦଳୀୟ ସୁପ୍ରିମୋ ନବୀନ ଚଳିତ ମାସ ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…
କେନ୍ଦ୍ରରେ ମୋଦି, ଓଡିଶାରେ ନବୀନ
ନୂଆଦିଲ୍ଲୀ : ବିପୁଳ ବିଜୟ ସହ ଦେଶରେ ପୁଣି ଥରେ ମୋଦି ସରକାର କ୍ଷମତାକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଦିନ ୧୨ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୩୭ଟି ଆସନରେ ଆଗୁଆ ରହିଛି। ଏହା ସହିତ ବିଜେପି ନିଜର ୨୦୧୪ ରେକର୍ଡକୁ ମଧ୍ୟ ଭାଙ୍ଗିବାକୁ ଯାଉଛି।…
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର ୭୦.୭୮ ପ୍ରତିଶତ, ୮୨ ସ୍କୁଲରେ ଅଦୌ ପାସ କରି ନାହାନ୍ତି ପିଲା
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ଣ ୯ଟାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଚଳିତ ବର୍ଷ ପାସ ହାର ୭୦.୭୮ ପ୍ରତିଶତ ରହିଛି । ପରୀକ୍ଷା ଫଳ ୨ଟି ୱେବସାଇଟରେ ଉପଲବ୍ଧ ହୋଇଛି । ମାଧ୍ୟମାରେ ୩୫୬୩ରୁ ୩୦୧୫ ଛାତ୍ରଛାତ୍ରୀଙ୍କ ଅର୍ଥାତ ୮୪.୬୨ ପ୍ରତିଶତ…
ପୁଣି ମାତିଲେ ନକ୍ସଲ: ମାଲକାନଗିରିରେ ଉଡ଼ିଲା ପଂଚାୟତ ଘର
ଭୁବନେଶ୍ୱର: କିଛି ଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପ୍ରଦୁର୍ଭାବ ପୁଣି ଥରେ ଦେଖାଯାଇଛି । ମାଥିଲି ବ୍ଲକର ତେମୁରୁପଲି ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ନକ୍ସଲମାନେ ଶୁକ୍ରବାର ରାତି ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତି…
ଡ୍ରୋନ କ୍ୟାମେରାରେ ଠାବ ହେଲେ ହରିଣ, ବାଲୁଖଣ୍ଡ ଅଭୟାରଣ୍ୟରେ ଦେଖାଦେଲେ ହରିଣ
ପୁରୀ . - ପ୍ରକୃତିକ ଦୁର୍ବି ପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ହରିଣ ଥିଲେ । ଏଥି ପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ୱ ବିଶେଷ ଆକର୍ଷଣ…
ବ୍ୟାଙ୍କରମାନେ ଫନୀ ପ୍ରଭାବିତ ଏମ୍ଏସ୍ଏମ୍ଇମାନଙ୍କ ପ୍ରତି ସହାନୁଭୂତିଶୀଳ ହୁଅନ୍ତୁ:ଅତିରିକ୍ତ ମୁଖ୍ୟ ଶାସନ ସଚିବ…
ଭୁବନେଶ୍ୱର, -ଏମ୍ଏସ୍ଏମ୍ଇ ଓ ଦକ୍ଷତା ବିକାଶ ସଂପର୍କିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସବ୍କମିଟି ବୈଠକ ଆଜି ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଦ୍ୱାରା…