ପୁଣି ମାତିଲେ ନକ୍ସଲ: ମାଲକାନଗିରିରେ ଉଡ଼ିଲା ପଂଚାୟତ ଘର

0 543

ଭୁବନେଶ୍ୱର: କିଛି ଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପ୍ରଦୁର୍ଭାବ ପୁଣି ଥରେ ଦେଖାଯାଇଛି । ମାଥିଲି ବ୍ଲକର ତେମୁରୁପଲି ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ନକ୍ସଲମାନେ ଶୁକ୍ରବାର ରାତି ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତି ହୋଇଥିବା ଜଣାପଡ଼ିଛି । ସୂଚନା ପାଇଁ ଆଜି ସକାଳୁ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।

Leave A Reply