Browsing Category

ଓଡିଶା

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭୋଡାଫୋନ୍ ଆଇଡିଆର ୯୦% ନେଟୱାର୍କ କାର୍ଯ୍ୟକ୍ଷମ

ଭୁବନେଶ୍ୱର : ଭୋଡାଫୋନ୍ ଆଇଡିଆ ପକ୍ଷରୁ ବାତ୍ୟା ଫନି ପ୍ରଭାବିତ ୧୦ଟି ଜିଲ୍ଲାରେ ପାଖାପାଖି ୯୦ ପ୍ରତିଶତ ନେଟୱାର୍କର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି। ଏହିସବୁ ଅଞ୍ଚଚଳରେ ୨୬୦୦ରୁ ଉର୍ଦ୍ଧ ସ୍ଥାନରେ ନେଟୱାର୍କକୁ ଏବେ ସଚଳ କରାଯାଇଛି। ଏହାବାଦ୍ କମ୍ପାନୀ ଏହାର ୩ଜି ଏବଂ ୪ଜି ଗ୍ରାହକଙ୍କ…

ଆଇଡିବିଆଇ ବ୍ୟାଙ୍କ ତରଫରୁ ଓଡ଼ିଶା ଖୁଚୁରା ଗ୍ରାହକମାନଙ୍କୁ ରିହାତି

ଭୁବନେଶ୍ୱର : ବାତ୍ୟା ଫନି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶା ରାଜ୍ୟର ସ୍ଥାନୀୟ ଲୋକମାନଙ୍କୁ ରିହାତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଇଡିବିଆଇ ବ୍ୟାଙ୍କ ତରଫରୁ  ଏହାର ଖୁଚୁରା ଋଣ ଗ୍ରାହକ ବା ରିଟେଲ୍ କଷ୍ଟମର୍ (ଗୃହ ଋଣ, ସଂପତି ବଦଳରେ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ ଓ…

ବାତ୍ୟା ‘ଫନି’ର ୧୨ ଦିନ ପରେ ବି ଅନ୍ଧାରରେ ବିତୁଛି ଜୀବନ

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ୧୨ ଦିନ ବିତିଯାଇଛି । ବାତ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ଏହାର ମରାମତି କରାଯାଇଛି । ଫଳରେ ଭୁବନେଶ୍ୱରର ଅଧିକାଂଶ ଲୋକଙ୍କୁ ବିଦ୍ୟୁତ…

ଫନି ସହାୟତା , ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ଆଇପିଏସ୍‌ ଅଧିକାରୀ ସଂଘ ଦେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର .- ଫନି ସହାୟତା ପାଇଁ ଓଡ଼ିଶା ଆଇପିଏସ୍‌ ଅଧିକାରୀମାନେ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ମୋଟ୍‌ ୧୦ ଲକ୍ଷ ଟଙ୍କାରେ ଏକ ଚେକ୍‌କୁ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି…

ଫନି ପ୍ରଭାବିତ ଅଞ୍ଚଳରେ ମୋବାଇଲ୍‌ ଉପଭୋକ୍ତା ଯେ କୌଣସି ନେଟଓ୍ୱାକ ବ୍ୟବହାର କରିପାରିବେ , ଦେବାକୁ ପଡିବନି କୌଣସି ଦେୟ

ଟେଲିଯୋଗାଯୋଗ ଟେଲିଯୋଗାଯୋଗ କ୍ଷେତ୍ରରେ ବିଏସ୍‌ଏନ୍‌ଏଲ୍‌ର ୨ଟି ଜିଓର ୨ଟି, ଏୟାରଟେଲ୍‌ ଓ ଭୋଡାଫୋନର ଗୋଟିଏ ଲେଖାଏଁ ମାଷ୍ଟର ସୁଇଚିଂ ସେଣ୍ଟରକୁ ପୁନଃକାର୍ଯ୍ୟକ୍ଷମ କରାଯାଇପାରିଛି । ସେହିପରି ବିଏସ୍‌ଏନ୍‌ଏଲ୍‌ର ୭ଟି, ଏୟାରଟେଲ୍‌ର ୭ଟି ବେସ୍‌ ସୁଇଚିଂ ସେଣ୍ଟର ଡିଜି ସେଟ୍‌ ବିନିଯୋଗ…

ଫନି ବାତ୍ୟା ପରେ ଉଜୁଡି ଯାଇଛି ନଡିଆ ଓ ପାନ ଚାଷ, ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ

ଭୁବନେଶ୍ୱର .- ରାଜ୍ୟର ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ୮୮ଟି ବ୍ଲକ୍‌ରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମୁଦାୟ ୧,୫୨,୯୮୫ ହେକଫର ଚାଷଜମି ପ୍ରଭାବିତ ହୋଇଥିବାବେଳେ ସେଥିରୁ ୧,୨୧,୯୬୧ ହେକଫର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଶସ୍ୟହାନି ଘଟିଛି । ସେଥି…

୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡ , ୧୫ରେ ଗଳି କନ୍ଦିରେ ସ୍ୱାଭାବିକ ହେବ ବିଦ୍ୟୁତ ଯୋଗାଣ

ବିଦ୍ୟୁତ  ସଂଯୋଗୀକରଣ ଭିତ୍ତିଭୂମିକୁ ସ୍ୱାଭାବିକ କରିବା ପାଇଁ ତ୍ୱରିତ ବେଗରେ କାର୍ଯ୍ୟ ଚାଲିଛି । ଭୁବନେଶ୍ୱର ସହରରେ ସେସୁ ଅଧୀନସ୍ଥ ତିନୋଟି ଡିଭିଜନର ୧୫୬ଟି ଫିଡର ମଧ୍ୟରୁ ଆଜି ସୁଦ୍ଧା ୬୫ଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇପାରିଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୦ ତାରିଖ…

ପୁରୀ, ଭୁବନେଶ୍ୱର କଟକରେ ସ୍ୱାଭାବିକ ହେଲା ପାନୀୟ ଜଳ ଯୋଗାଣ

ଭୁବନେଶ୍ୱର ..-  ସହରାଞ୍ଚଳ ପାନୀୟ ଜଳଯୋଗାଣ .- ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ ଜଳଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ବୈଷୟିକ ବିଶେଷଜ୍ଞ ଓ କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାଇପ…

ବାତ୍ୟାର ୬ ଦିନପରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗରେ ସୁଧାର ଆସିଲା

ଭୁବନେଶ୍ୱର ..-ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମାନବସମ୍ବଳ, ମେସିନ୍‌ ଓ ଉପକରଣ ଇତ୍ୟାଦିର ଉପଯୁକ୍ତ ବିନିଯୋଗପୂର୍ବକ ରିଲିଫ୍‌ ଏବଂ…

ଭୁବନେଶ୍ୱରର ଅନେକ ସ୍ଥାନରେ ଆସିଲା ବିଦ୍ୟୁତ , ୧୨ ତାରିଖ ସୁଦ୍ଧା ସବୁ ସ୍ଥାନରେ ବିଦ୍ୟୁତ ସଂଯୋଗ ହେବ

ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରର ଅନେକସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ବିଦ୍ୟୁତ କର୍ମଚାରୀଙ୍କର ଅହରହ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ତେବେ ଚନ୍ଦ୍ର ଶେଖରପୁର -୧, ଶିଖରଚଣ୍ଡୀ, ନନ୍ଦନ ବିହାର, ଇନେଫୋସିଟି ସ ନ୍ୟୁ ଇଣ୍ଡଷ୍ଟ୍ରିଆଲ୍‌ ଏରିଆ, ଡୁମଡୁମା ହାଉସିଂ ବୋର୍ଡ,…