ଭୁବନେଶ୍ୱର .- ଫନି ସହାୟତା ପାଇଁ ଓଡ଼ିଶା ଆଇପିଏସ୍ ଅଧିକାରୀମାନେ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ମୋଟ୍ ୧୦ ଲକ୍ଷ ଟଙ୍କାରେ ଏକ ଚେକ୍କୁ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଡିଜିପି ସଞ୍ଜୀବ ପଣ୍ଡା ଓ ଅତିରିକ୍ତ ଡିଜିପି ଅସିତ ପାଣିଗ୍ରାହୀ ଉପସ୍ଥିତି ଥିଲେ ।
ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚେର୍ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଆଇପିଏସ୍ ଅଧିକାରୀଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.