ସମ୍ବଲପୁର- ନିଜ ଗୁଳିରେ ଆହତ ଜବାନଙ୍କର ମୃତ୍ୟୁ

0 2,138

ସମ୍ବଲପୁର . –  ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ଜବାନ ବୁଟା ସିଂଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା ।  ଯୁଜୁମରାରେ ଥିବା ସିଆର୍‌ପିଏଫ କ୍ୟାମ୍ପର ଜବାନ ବୁଟାସିଂ କୌଣସି କାରଣରୁ ନିଜ ଇନସାସ୍‌ ବନ୍ଧୁକରୁ ମୁଣ୍ଡକୁ ବ୍ଲାଷ୍ଟ ଫାୟାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ନିଆଯାଇଥିଲା । ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ଏପରି ହେଲା ପୁଲିସ ତାହାର ତଦନ୍ତ କରୁଛି ।

Leave A Reply